ଓଡିଶାଭାଙ୍ଗିଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ, ରାସ୍ତାରେ ୫ଫୁଟର ପାଣିmahabharatanewsMarch 4, 2024 by mahabharatanewsMarch 4, 20240131 (କଳାହାଣ୍ଡି) : ଭାଙ୍ଗିଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ବନ୍ଧ । କଲମପୁର ବ୍ଲକ ଦେପୁର ନିକଟରେ ୪୦ଫୁଟ ଘାଇ ସୃଷ୍ଟି ହୋଇଛି । ଫଳରେ ଗାଁ ଭିତରେ କେନାଲ ପାଣି ପଶିଯାଇଛି ।...
ଓଡିଶାହାତୀ ଆକ୍ରମଣରେ ଚାଲିଗଲା ବନ କର୍ମଚାରୀଙ୍କ ଜୀବନmahabharatanewsDecember 10, 2023 by mahabharatanewsDecember 10, 20230148 (କଳାହାଣ୍ଡି) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଯାଉଛି ଗୋଟିଏ ପରେ ଗୋଟିଏ ଜୀବନ । କଳାହାଣ୍ଡି ଏମ୍. ରାମପୁରରେ ଦେଖିବାକୁ ମିଳିଛି ହାତୀ ଉପଦ୍ରବ । ହାତୀ...
ଓଡିଶାଦୁର୍ଘଟଣାବଜ୍ରପାତରେ ଚାଲଇଗଲା ଦୁଇ ଭାଇଙ୍କ ଜୀବନmahabharatanewsApril 25, 2023 by mahabharatanewsApril 25, 20230149 କଳାହାଣ୍ଡି /ଗୋଲାପ ସାହୁ : ତରଭୁଜ ବାଡି ହେଲା ଯମର ଦୁଆର । କିଏ ବା ଯାଣିଥିଲା ଏମିତି ବି ହୋଇଯିବ ଅକାଳ ବିୟୋଗ । ବଜ୍ରପାତ ନେଇଯାଉଛି ଦୁଇ ଭାଇଙ୍କ ଜୀବନ ।...
ଅପରାଧଓଡିଶାଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଯାଏmahabharatanewsApril 22, 2023 by mahabharatanewsApril 22, 20230171 କଳାହାଣ୍ଡି :ଦିନକୁ ଦିନଗଞ୍ଜେଇ ଚୋରା ଚାଲାଣ ବଢ଼ି ବାରେ ଲାଗିଛି ଗଞ୍ଜେଇ ମାଫିଆ । ମାନଙ୍କ ମୁଖ୍ୟ ରାସ୍ତା ହେଇଛି କଳାହାଣ୍ଡି ଜିଲ୍ଲା ଏହି ରାସ୍ତା ଦେଇ ସବୁ ବେଳେ ଗଞ୍ଜେଇ ଚୋରା ଚାଲାଣ...
ଅପରାଧଓଡିଶା୨ ନାବାଳିକାକୁ ଦୁଷ୍କର୍ମ କଲେ ୪ ଯୁବକ , ଥାନାରେ ଅଭିଯୋଗ ଅଣିଲେ ପରିବାରmahabharatanewsApril 20, 2023 by mahabharatanewsApril 20, 20230149 କଳାହାଣ୍ଡି: ୨ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ୪ ଯୁବକ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଅଞ୍ଚଳର। ଏଭଳି । ଘଟଣା ଘଟିଛି । ବିଜେପୁର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଲାଞ୍ଜିଗଡ଼ ଥାନା...
ଓଡିଶାଶିକ୍ଷାଚଳିତ ବର୍ଷ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢାmahabharatanewsApril 6, 2023April 6, 2023 by mahabharatanewsApril 6, 2023April 6, 20230159 କଳାହାଣ୍ଡି : ଭବାନୀପାଟଣା ମେଡିକାଲ କଲେଜକୁ ମିଳିଲା ଅନୁମତି । ଚଳିତ ବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢା । ୧୦୦ ଏମବିବିଏସ ସିଟକୁ ଅନୁମୋଦନ ଦେଲା ଏନଏମସି । ଚଳିତ...
ଓଡିଶାଆଉ କେତେ ଦାଦନ ଶବ ପରେ ଚେତିବେ ସରକାରmahabharatanewsMarch 27, 2023 by mahabharatanewsMarch 27, 20230132 କଳାହାଣ୍ଡି/ଗୋଲାପ ସାହୁ : ଆଉ କେତେ ଦାଦନ ଶବ ପରେ ଚେତିବେ ସରକାର। ଫେରୁଛି ଆଉ ଏକ ଦାଦନ ଶବ | ଦୁଇ ଓଳା ଦୁଇମୁଠା ଦାନା ପାଇଁ ଅନତି ଦୂରକୁ ଯାଉଛନ୍ତି ଓଡିଶାର...
ଓଡିଶାଶିକ୍ଷାଶିଶୁ ମନ୍ଦିରରେ ସାମୁହିକ ଭାବେ ମାତୃପିତୃ ପୂଜନ ଦିବସ ପାଳିତ ହୋଇଯାଇଛିmahabharatanewsFebruary 15, 2023 by mahabharatanewsFebruary 15, 20230179 କଳାହାଣ୍ଡି/ଗୋଲାପ ସାହୁ : ଜୟପାଟଣା ଶିଶୁ ମନ୍ଦିର ରେ ସାମୁହିକ ଭାବେ ମାତୃପିତୃ ପୂଜନ ଦିବସ ଅନୁଷ୍ଠିତ ହୋଇଯାଇଛି । ଜୟପାଟଣା ଅଶାରାମଜି ଆଶ୍ରମ ଆୟୋଜିତ ଏହି କାର୍ୟ୍ୟକ୍ରମ ରେ ଶିଶୁ ମନ୍ଦିର ର...
Uncategorizedଅନ୍ଧାର ଘେରରେ ୫ ବର୍ଷ ଶିଶୁର ଭବିଶ୍ୟତmahabharatanewsDecember 29, 2022 by mahabharatanewsDecember 29, 20220176 କଳାହାଣ୍ଡି : ଅସହାୟ ଅବସ୍ଥାରେ ରହିଛନ୍ତି ଅଶ୍ୱିନ । ଦୁଇ ବର୍ଷ ଭିତରେ ଚାଲିଗଲେ ବାପା ମା । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ସର୍ଗିଗୁଡା ଗ୍ରାମପଞ୍ଚାୟତ ଗ୍ରାମର ଏକ୍ଟାଗୁଡ଼ା ଅନାଥ ନାବାଳକ ଅଶ୍ୱିନ...
ଅପରାଧଓଡିଶାପୁଣି ରକ୍ତମୁଖା ହୋଇଛି ଲାଲବାହିନୀmahabharatanewsNovember 25, 2022 by mahabharatanewsNovember 25, 20220174 କଳାହାଣ୍ଡି : କିଛି ଦିନର ନିରବାତା ପରେ ପୁଣି ରକ୍ତମୁଖା ହୋଇଛି ଲାଲବାହିନୀ । ପୋଲିସ ଇନ୍ଫର୍ମର ସନ୍ଦେହରେ ଜଣକୁ ହତ୍ୟାକରିଥିବା ଜଣାପଡିଛି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ...