ବାବା ଧବଳେଶ୍ୱର ୱେବ ମିଡ଼ିଆ ମହାସଂଘ ପକ୍ଷରୁ ସ୍ୱାଗତ ସମର୍ଦ୍ଧନା ମହୋତ୍ସବ
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡରେ କାର୍ଯ୍ୟରତ ଅଗ୍ରଣୀ ସାମ୍ବାଦିକ ସଂଗଠନ ବାବା ଧବଳେଶ୍ୱର ୱେବ ମିଡ଼ିଆ ମହାସଂଘ’ ପକ୍ଷରୁ ଏକ ଭବ୍ୟ ସ୍ୱାଗତ ସମର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ନୁଁନୁକାପଶି ପଂଚାୟତ ଅନ୍ତର୍ଗତ ବଇଣ୍ଡା...
