ଓଡିଶାନିମ୍ନମାନର କାମ ପାଇଁ ଭୁଷୁଡିଗଲା ଗାର୍ଡୱାଲ୍ ।mahabharatanewsSeptember 23, 2022 by mahabharatanewsSeptember 23, 20220129 ହିଞ୍ଜିଳିକାଟୁ / ରଜନୀକାନ୍ତ ପାତ୍ର :-ଭୁଛୁଡି ଗଲା ବଡ଼ବନ୍ଧ ଗାର୍ଡୱାଲ୍ । ହିଞ୍ଜିଳିକାଟୁ ବ୍ଲକ ଅର୍ନ୍ତଗତ ଖରିଡ଼ା ଗ୍ରାମ ନୂଆସାହି ବଡ଼ବନ୍ଧ ଗାର୍ଡୱାଲ୍ ଭୁଶୁଡ଼ି ଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ...
ଖେଳଭାରତଟି-୨୦ ବିଶ୍ୱକପ କ୍ରିକେଟ ଲାଗି ଟିମ ଘୋଷଣା କଲା ବାଂଲାଦେଶmahabharatanewsSeptember 14, 2022 by mahabharatanewsSeptember 14, 20220145 ବାଦ ପଡିଲେ ପୂର୍ବତନ ଟି-୨୦ ଅଧିନାୟକ ମହମ୍ମଦୁଲା ରିୟାଦ ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର – ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ବାଂଲାଦେଶ ପକ୍ଷରୁ ୧୫ ଜଣିଆ ଟିମ ଘୋଷଣା...
ଓଡିଶାରାଜନୀତିମିଶନ ୨୦୨୪ ଲାଗି ବିଜେପିର ପ୍ରସ୍ତୁତିmahabharatanewsSeptember 10, 2022 by mahabharatanewsSeptember 10, 20220133 ଦୁଇ ଦିନରେ ୭ କେନ୍ଦ୍ରମନ୍ତ୍ରୀଙ୍କ ଓଡି଼ଶା ଗସ୍ତ ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ଦୁଇ ବର୍ଷ ବାକିଥିବାବେଳେ ଏବେଠାରୁ କେନ୍ଦ୍ରୀୟ ବିଜେପି ଓଡି଼ଶା ଦଖଲ ଲାହି ରୋଡ ମ୍ୟାପ ପ୍ରସ୍ତୁତ କରୁଛି। ଗତ ଦୁଇ...
ଓଡିଶାରାଜନୀତିଵାଣିଜ୍ୟପୁଞ୍ଜିପତିଙ୍କୁ ଭେଟିଲେ ମୁଖ୍ୟ ସଚିବmahabharatanewsAugust 31, 2022August 31, 2022 by mahabharatanewsAugust 31, 2022August 31, 20220165 ରାଜ୍ୟରେ ପୁଞ୍ଜିନିବେଶ ଲାଗି କଲେ ଆହ୍ୱାନ ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସରେ ଓଡି଼ଶା ସରକାରଙ୍କ ପକ୍ଷରୁ ରାଜ୍ୟରେ ପୁଞ୍ଜି ନିବେଶ ଲାଗି ମେକ ଇନ ଓଡି଼ଶା କନକ୍ଲେଭ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀରେ...
ଖେଳଏସିଆ କପ୍ ୨୦୨୨mahabharatanewsAugust 26, 2022August 26, 2022 by mahabharatanewsAugust 26, 2022August 26, 20220141 ଶହେଟି ମ୍ୟାଚ ଖେଳିବାରେ ବିରାଟ ଦ୍ୱିତୀୟ ଭାରତୀୟ ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟର ପ୍ରତ୍ୟେକ ଫର୍ମାଟରେ ଶହେଟି ମ୍ୟାଚ ଖେଳିବାରେ ବିରାଟ କୋହଲି ଦ୍ୱିତୀୟ ଭାରତୀୟ ହେବାକୁ ଯାଉଛନ୍ତି। ୨୦୨୦ରେ ନ୍ୟୁଜିଲାଣ୍ଡର ଟେଲର ପ୍ରଥଣ କ୍ରିକେଟର...
ଓଡିଶାସ୍କୁଲ ଫି ଲାଗି ପିଲା ବନ୍ଦୀ ପ୍ରସଙ୍ଗmahabharatanewsAugust 24, 2022August 24, 2022 by mahabharatanewsAugust 24, 2022August 24, 20220142 ତଦନ୍ତ କଲେ ଖୋର୍ଦ୍ଧା ଓ ଭୁବନେଶ୍ୱର ବିଇଓ ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ ସ୍କୁଲରେ ପିଲାମାନେ ସ୍କୁଲ ଫି ନ ଦେଇପାରିବାରୁ ପିଲାଙ୍କୁ ବନ୍ଦୀ କରାଯାଇଥିଲା। ସମ୍ପୃକ୍ତ ଘଟଣାରେ ସ୍କୁଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ...
ଓଡିଶାରାଜନୀତିସରିଲା ରାଜ୍ୟ କ୍ୟାବିନେଟ ବୈଠକmahabharatanewsAugust 12, 2022 by mahabharatanewsAugust 12, 20220116 ୧୭ଟି ପ୍ରସ୍ତାବ ଉପରେ ଅନୁମୋଦନ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ବସିଥିବା ରାଜ୍ୟ କ୍ୟାବିନେଟର ବୈଠକ ଶେଷ ହୋଇଛି। ୧୭ଟି ପ୍ରସ୍ତାବ ଉପରେ ଅନୁମୋଦନ ମିଳିଥିବା ସୂଚନା ମିଳିଛି। ମିଲେଟ ମିଶନ...