ମନୋରଞ୍ଜନପ୍ରଚାର ପାଇଁ ମାଣ୍ଡିରେ କଙ୍ଗନା ରାଣାୱmahabharatanewsMarch 30, 2024 by mahabharatanewsMarch 30, 20240108 (ମାଣ୍ଡି) : ନିର୍ବାଚନ ପ୍ରଚାର ପାଇଁ ମାଣ୍ଡିରେ ପହଞ୍ଚିଛନ୍ତି କଙ୍ଗନା ରାଣାୱତ। ଏଠାରେ ସେ ଏକ ରୋଡ୍ ସୋ କରିଥିଲେ ଏବଂ ଏହି ସମୟରେ ସେ କହିଥିଲେ ଯେ ମୁଁ ହିରୋଇନ୍ କିମ୍ବା ଷ୍ଟାର୍ ବୋଲି...
ମନୋରଞ୍ଜନଚଳଚ୍ଚିତ୍ର ‘Bhool Bhulaiyaa 3’ର ସୁଟିଂ ଆରମ୍ଭmahabharatanewsMarch 29, 2024 by mahabharatanewsMarch 29, 20240158 (ମୁମ୍ବାଇ) : ବଲିଉଡ ଚକୋଲେଟ୍ ବଏ କାର୍ତ୍ତିକ ଆର୍ଯ୍ୟନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘Bhool Bhulaiyaa 3’ର ସୁଟିଂ ଆରମ୍ଭ ହୋଇଯାଇଛି । ନିକଟରେ କାର୍ତ୍ତିକ ଆର୍ଯ୍ୟନ ‘Bhool Bhulaiyaa 3’ସେଟରୁ ଏକ ନୂଆ...
ମନୋରଞ୍ଜନ“‘ଝଲକ ଦିଖଲା ଯା-୧୧’ରେ ଅସମ୍ମାନ କରାଯାଉଛି”: ଶିବ ଠାକରେmahabharatanewsMarch 29, 2024 by mahabharatanewsMarch 29, 20240188 (ମୁମ୍ବାଇ) : ବିଗବସର ମରାଠୀ ସିଜନ-୨ର ବିଜେତା ତଥା ଅଭିନେତା ଶିବ ଠାକରେ ‘ଝଲକ ଦିଖଲା ଯା-୧୧’କୁ ନେଇ ଏକ ଚାଞ୍ଚଲ୍ୟ କଥା ସାମ୍ନାକୁ ଆସିଛି । ଶିବ କହିଛନ୍ତି, ‘ମୋର ଝଲକ ଦିଖଲା...
ମନୋରଞ୍ଜନଏକାଠି ରହିବେ ନୱାଜୁଦ୍ଦିନ ଏବଂ ଆଲିଆ mahabharatanewsMarch 28, 2024 by mahabharatanewsMarch 28, 20240102 (ମୁମ୍ବାଇ) : ଏକାଠି ହେଲେ ନୱାଜୁଦ୍ଦିନ ସିଦ୍ଦିକି ଏବଂ ତାଙ୍କ ପତ୍ନୀ ଆଲିଆ ସିଦ୍ଦିକି । ନିଜ ପିଲାମାନଙ୍କ ପାଇଁ ପୁଣି ଥରେ ଏକାଠି ହୋଇଥିବା ସ୍ୱଷ୍ଟ ହୋଇଛି । ଗତ କିଛି ମାସ...
ମନୋରଞ୍ଜନବିଦେଶ ଯିବେ ଐଶ୍ବର୍ଯ୍ୟା ଓ ଅଭିଷେକଙ୍କ ଝିଅ mahabharatanewsMarch 28, 2024 by mahabharatanewsMarch 28, 20240157 (ମୁମ୍ବାଇ) : ବିଦେଶରେ ରହିବେ ଝିଅ ଅରଧ୍ୟା । ପିଲାଟି ଦିନରୁ ଆଜିପର୍ଯ୍ୟନ୍ତ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାଏ ଓ ଅଭିନେତା ଅଭିଷେକ ବଚ୍ଚନ ଏବେ ପଢିବା ପାଇଁ ବାହାରକୁ ପଠେଇବାର ପ୍ଲାନ କରିଛନ୍ତି ।...
ମନୋରଞ୍ଜନବ୍ରାଇଡାଲ ଲୁକରେ ଅଦିତି ରାଓmahabharatanewsMarch 28, 2024 by mahabharatanewsMarch 28, 20240129 (ମୁମ୍ବାଇ) : ବଲିଉଡ ଅଭିନେତ୍ରୀ ଅଦିତି ରାଓ ଦୀର୍ଘ ଦିନ ହେବ ସାଉଥ୍ ସୁପରଷ୍ଟାର ସିଦ୍ଧାର୍ଥଙ୍କୁ ବିବାହ କରିଛନ୍ତି । ଉଭୟ ତେଲେଙ୍ଗାନା ରଙ୍ଗନାଥ ସ୍ୱାମୀ ମନ୍ଦିରରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ଅଦିତୀ ଏବଂ...
ମନୋରଞ୍ଜନବିବାହ ବନ୍ଧନରେ ବାନ୍ଧି ହେଲେ ଆଦିତି ଏବଂ ସିଦ୍ଧାର୍ଥmahabharatanewsMarch 27, 2024 by mahabharatanewsMarch 27, 20240196 (ମୁମ୍ବାଇ) : ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତ୍ରୀ ଆଦିତି ରାଓ ହାଇଦରୀ ଏବଂ ଅଭିନେତା ସିଦ୍ଧାର୍ଥ। କିଛି ବର୍ଷ ହେବ ଦୁହେଁ ପରସ୍ପରରୁ ଡେଟ୍ କରୁଥିବା ବେଳେ ଏବେ ଦୁହେଁ ବିବାହ...
ମନୋରଞ୍ଜନଖୁବ ଶୀଘ୍ର ଆସିବ ହ୍ରିତିକଙ୍କ ‘କ୍ରିଶ’ ସିକ୍ବେଲ mahabharatanewsMarch 27, 2024 by mahabharatanewsMarch 27, 20240145 (ମୁମ୍ବାଇ) : ଖୁବ ଶୀଘ୍ର ଆସିବାକୁ ଯାଉଛି ହ୍ରିତିକ ରୋଶନଙ୍କ ଫିଲ୍ମ ‘କ୍ରିଶ’ ସିକ୍ବେଲ । ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ଅଭିନୀତ ପୂର୍ବ ଫିଲ୍ମ ‘ଫାଇଟର୍’କୁ ମିଳିଛି ଜବରଦସ୍ତ ସଫଳତା। ଏହାର ସୁଟିଂ...
ଭାରତଅଡୁଆରେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତmahabharatanewsMarch 26, 2024 by mahabharatanewsMarch 26, 20240149 (ମୁମ୍ବାଇ) : ଅଡୁଆରେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ । ବିଜେପିର ଲୋକସଭା ପ୍ରାର୍ଥୀ ତଥା ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଉପରେ ଦେଇଥିବା ମନ୍ତବ୍ୟ ଯୋଗୁଁ ଏବେ ଅଡୁଆରେ ପଡିଯାଇଛନ୍ତି । ବାସ୍ତବରେ ସୁପ୍ରିୟାଙ୍କ ବୟାନ ପରେ ଭାରତୀୟ...
ମନୋରଞ୍ଜନଚର୍ଚାରେ ଶ୍ରଦ୍ଧା କପୁରଙ୍କ ପ୍ରେମିକ mahabharatanewsMarch 26, 2024 by mahabharatanewsMarch 26, 20240178 (ମୁମ୍ବାଇ) : ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କିଛି ଦିନ ହେବ ଖବର ରହିଛି ସେ ‘ତୁ ଝୁଠି ମେ ମକ୍କରା’ରାଇଟର...