ଅପରାଧଓଡିଶାଅପହରଣ ପରେ ହତ୍ୟା , ଜଣଙ୍କୁ ଗିରଫ କରିଛି ପୋଲିସmahabharatanewsDecember 11, 2023 by mahabharatanewsDecember 11, 20230184 ଅନୁଗୁଳ / ଜ୍ୟୋତିରଞ୍ଜନ ଧର: ଅନୁଗୁଳ ଜିଲ୍ଲାରୁ ଅପହରଣ ପରେ ମୋଟଙ୍ଗା ଥାନା ଅଞ୍ଚଳର ଏକ ପୋଖରୀରୁ ହାତ । ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାର ଖିଅ ପାଇଛି ଜରପଡା ଥାନା...
ଅପରାଧଭାରତବେଙ୍ଗାଲୁରୁରେ ୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କଲା ପୋଲିସmahabharatanewsJuly 19, 2023July 19, 2023 by mahabharatanewsJuly 19, 2023July 19, 20230193 ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି ପୋଲିସ। ଗିରଫ ଆତଙ୍କବାଦୀମାନେ ବେଙ୍ଗାଲୁରୁରେ ବଡ଼ ଧରଣର ବିସ୍ଫୋରଣ କରିବାକୁ ଯୋଜନା କରିଥିବା ବେଳେ କ୍ରାଇମବ୍ରାଞ୍ଚ ସେମାନଙ୍କୁ ଗିରଫ କରିଥିଲା। ଏହି...
ଅପରାଧଓଡିଶାମହିଳା ଆଇଆଇସିଙ୍କ ଠାରୁ ଚେନ ଲୁଟ ମାମଲାରେ ୨ଅଭିଯୁକ୍ତ ଗିରଫmahabharatanewsJuly 12, 2023 by mahabharatanewsJuly 12, 20230227 ନୟାଗଡ଼: ନୟାଗଡ଼ରେ ମହିଳା ଆଇଆଇସିଙ୍କ ଠାରୁ ଦିନ ଦ୍ବିପହରରେ ସୁନା ଚେନ ଲୁଟିନେବା ଘଟଣାରେ ପୋଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବତନ ଥାନାଧିକାରୀଙ୍କ ସୁନା ଚେନ ଲୁଟର ୨୪ଘଣ୍ଟା ଭିତରେ ଲୁଟେରାଙ୍କୁ କାବୁ କରିଛି...
ଓଡିଶାଦେଶୀ ମଦ ଜବତ କଲା ପୋଲିସ ,୩ ଗିରଫmahabharatanewsApril 11, 2023 by mahabharatanewsApril 11, 20230140 ପୁରୀ/ ଜୟନ୍ତ କୁମାର ସେଠି: ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ଏକାଧିକ ଲିଟର ଦେଶୀ ମଦ ଜବତ କରିଛି ପୋଲିସ । କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ...
ଓଡିଶାକୁଟୁରା ମାରି ୭ ଶିକାରୀ ଗିରଫmahabharatanewsApril 6, 2023 by mahabharatanewsApril 6, 20230198 କରଞ୍ଜିଆ / ବସନ୍ତ କୁମାର ସୋରେନ: ସାତକୋଶିଆ ଜଙ୍ଗଲରେ ଚଢ଼ଉ କରିଛନ୍ତିି ବନ କର୍ମଚାରୀ । କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅଞ୍ଚଳରେ ଚଢ଼ଉ କରି ଏକ ତୀର ବିଦ୍ଧ କୁଟୁରାକୁ ଜବତ କରିବା...
ଓଡିଶାଚନ୍ଦନ କାଠ ଚୋରି ଘଟଣାରେ ୪ଗିରଫmahabharatanewsMarch 10, 2022 by mahabharatanewsMarch 10, 20220183 ବାଲିଗୁଡା – ଚନ୍ଦନ କାଠ ଚୋରି କରିବାବେଳେ ଧରାପଡିଲେ ଚୋର । କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଗାନ୍ଧ୍ରିଗାଁ ପଞ୍ଚାୟତ ଡକମ୍ବା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ପ୍ରଧାନଙ୍କ ଘର ପଛପଟେ ଥିବା ଚନ୍ଦନ...
ଭାରତନଓ୍ଵାବ ମଲ୍ଲିକ ଗିରଫmahabharatanewsFebruary 23, 2022 by mahabharatanewsFebruary 23, 20220182 ମହାରାଷ୍ଟ୍ର : ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍ସିପିର ବରିଷ୍ଠ ନେତା ନଓ୍ଵାବ ମଲ୍ଲିକଙ୍କୁ ମନି ଲଣ୍ଡରିଂ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦୀର୍ଘ ଛଅ ଘଣ୍ଟା କାଳ ଜେରା କରିବା ପରେ ତାଙ୍କୁ ଗିରଫ...