ଭାରତସଞ୍ଜୟ ବର୍ମା କାନାଡାର ପରବର୍ତ୍ତୀ ହାଇକମିଶନରmahabharatanewsSeptember 6, 2022 by mahabharatanewsSeptember 6, 20220143 ନୂଆଦିଲ୍ଲୀ: ଆଇଏଫଏସ ଅଫିସର ସଞ୍ଜୟ ବର୍ମାଙ୍କୁ କାନାଡାର ହାଇ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଚିକାଗୋର କନସଲଟାଣ୍ଟ ଜେନେରାଲ ଅଫ ଇଣ୍ଡିଆର ଅମିତ କୁମାରଙ୍କୁ କୋରିଆର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି। ୧୯୮୮...
ଖେଳଭାରତଘରୋଇ କ୍ରିକେଟରୁ ଅବସର ନେଲେ ସୁରେଶ ରୈନାmahabharatanewsSeptember 6, 2022 by mahabharatanewsSeptember 6, 20220147 ନୂଆଦିଲ୍ଲୀ: ଭାରତୟୀ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରୈନା ଆଇପିଏଲ ଏବଂ ଘରୋଇ କ୍ରିକେଟ କ୍ୟାରିୟରର ସମାପ୍ତ କରି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ମହେନ୍ଦ୍ର ସିଂ ଧୋନି ଅବସର...
ଭାରତରାଜନୀତି୨୦୨୪ ସାଧାରଣ ନିର୍ବାଚନ ଲାଗି ବିଜେପିର ପ୍ରସ୍ତୁତି mahabharatanewsSeptember 6, 2022 by mahabharatanewsSeptember 6, 20220192 ୧୪୪ ଲୋକସଭା ଆସନ ଦଖଲ ଲାଗି ରଣନୀତି ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ୨୦୨୪ ଲୋକସଭା ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରାଯାଇଛି। ବିଜେପିର ରଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ତଥା...
ଭାରତରାଜନୀତିଇଡି ପକ୍ଷରୁ ୩୫ଟି ସ୍ଥାନରେ ଚଢାଉmahabharatanewsSeptember 6, 2022 by mahabharatanewsSeptember 6, 20220170 ସିବିଆଇ ଭଳି ଇଡି ମଧ୍ୟ କିଛି ପାଇବ ନାହିଁ: ସିସୋଦିଆ ନୂଆଦିଲ୍ଲୀ: ମଙ୍ଗଳବାର ଦିଲ୍ଲୀର ଅବକାରୀ ନୀତି ମାମଲାରେ ଇଡି ପକ୍ଷରୁ ଦିଲ୍ଲୀ ସମେତ ୩୫ ସ୍ଥାନରେ ଚଢାଉ କରାଯାଇଛି। ଦିଲ୍ଲୀର ଅଭିଯୁକ୍ତ ସମୀର...
ଭାରତପ୍ରସୂତି ମହିଳାଙ୍କ ଲାଗି ଖୁସି ଖବରmahabharatanewsSeptember 3, 2022September 3, 2022 by mahabharatanewsSeptember 3, 2022September 3, 20220152 କେନ୍ଦ୍ର ସରକାର କଲେ ବଡ ଘୋଷଣା ନୂଆଦିଲ୍ଲୀ: ପ୍ରସୂତି ମହିଳାଙ୍କ ଲାଗି ଖୁସି ଖବର। ପ୍ରସୂତି ମହିଳାଙ୍କ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ସୂଚନା ଅନୁସାରେ ଯଦି କୌଣସି...
ଭାରତଵାଣିଜ୍ୟବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହେଲା ଭାରତmahabharatanewsSeptember 3, 2022 by mahabharatanewsSeptember 3, 20220183 ଆମେରିକା ଚୀନ ଜାପାନ ଓ ଜର୍ମାନୀ ପରେ ହେଉଛି ବିଶ୍ୱର ବୃହତ୍ତମ ଅର୍ଥନୀତି ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଆମେରିକା, ଚିନ ଜାପାନ ଜର୍ମାନୀ ପରେ ଭାରତ...
ଅପରାଧଭାରତସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟmahabharatanewsSeptember 3, 2022 by mahabharatanewsSeptember 3, 20220202 ଛୋଟ ଅପରାଧ ଲାଗି ଜେଲ ଦଣ୍ଡ ଭୋଗିଥିବା କଏଦୀଙ୍କୁ ଖଲାସ ନିର୍ଦ୍ଦେଶ ନୂଆଦିଲ୍ଲୀ: ଛୋଟ ଅପରାଧ ଲାଗି ଜେଲ ଦଣ୍ଡ ଭୋଗିଥିବା କଏଦୀଙ୍କ ପାଇଁ ସୁପ୍ରିମକୋର୍ଟ ଏକ ବଡ ବୟାନ ଦେଇଛନ୍ତି। ଛେଟ ଅପରାଧ...
ଖେଳମାଗଣାରେ ମିଳିବ ଟି-୨୦ ବିଶ୍ୱକପ ଫାଇନାଲ ଟିକେଟmahabharatanewsSeptember 2, 2022 by mahabharatanewsSeptember 2, 20220172 ନୂଆଦିଲ୍ଲୀ: ବର୍ତ୍ତମାନ ଟି-୨୦ ବିଶ୍ୱକପ ଲାଗି ବିଗୁଲ ବାଜି ସାରିଲାଣି। ସମସ୍ତ ଟିମ ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଲେଣି। ଟି-୨୦ ମ୍ୟାଚ ଅଷ୍ଟ୍ରେଲିଆ ପକ୍ଷରୁ ଆୟୋଜନ କରାଯାଉଛି। ତେବେ ଅକ୍ଟୋବର ୧୬ରୁ ଟି-୨୦...
ଭାରତରାଜନୀତିସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଲେ କେଜ୍ରିୱାଲmahabharatanewsSeptember 1, 2022 by mahabharatanewsSeptember 1, 20220188 ୬୨ ବିଧାୟକଙ୍କ ମଧ୍ୟରୁ ୫୮ ବିଧାୟକ ଭୋଟ ଦେଲେ ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆପ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ...
ଓଡିଶାଭାରତଵାଣିଜ୍ୟକମିଲା ବ୍ୟବସାୟିକ ସିଲିଣ୍ଡରର ଦରmahabharatanewsSeptember 1, 2022 by mahabharatanewsSeptember 1, 20220203 ସିଲିଣ୍ଡର ପିଛା ୯୧ ଟଙ୍କା ୫୦ ପଇସାକୁ ହ୍ରାସ ନୂଆଦିଲ୍ଲୀ: ଦେଶରେ ମହଙ୍ଗା ମାଡକୁ ନେଇ ଲୋକମାନେ ଚିନ୍ତାରେ ରହିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଲୋକମାନେ...