ଭାରତରାଜନୀତିସାମ୍ନାକୁ ଆସିଲା ସୋନାଲି ଫୋଗାଟଙ୍କ ମୃତ୍ୟୁ ପୂର୍ବର ଭିଡିଓmahabharatanewsAugust 26, 2022 by mahabharatanewsAugust 26, 20220138 ନୂଆଦିଲ୍ଲୀ: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ପୂର୍ବର ଭିଡିଓ ସାମ୍ନାକୁ ଆସିଛି। ଗୋଆର ଏକ ହୋଟେଲକୁ ଆସୁଥିବା ବେଳେ ତାଙ୍କର ଅବସ୍ଥା ସ୍ୱାଭାବିକ ନଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ଫୁଟେଜଟି ଭୋର ୪ଟା...
ଭାରତଵାଣିଜ୍ୟସେପ୍ଟେମ୍ବର ଶେଷ ସୁଦ୍ଧା ୧୫୦ରୁ ଊର୍ଦ୍ଧ ଉଡାଣ ଭରିବ ଆକାଶ ଏୟାରmahabharatanewsAugust 26, 2022 by mahabharatanewsAugust 26, 20220257 ବାଙ୍ଗାଲୋର – ମୁମ୍ବାଇ ରୁଟରେ ବିମାନ ସେବା ଆରମ୍ଭ ନୂଆଦିଲ୍ଲୀ: ଶୁକ୍ରବାର ଆକାଶ ଏୟାର ପକ୍ଷରୁ ବେଙ୍ଗାଲୁରୁ – ମୁମ୍ବାଇ ରୁଟରେ ବିମାନସେବା ଆରମ୍ଭ ହୋଇଛି। ତେବେ ସେପ୍ଟେମ୍ବର ଶେଷ ସୁଦ୍ଧା ୧୫୦ ରୁ...
ଖେଳଏସିଆ କପ୍ ୨୦୨୨mahabharatanewsAugust 26, 2022August 26, 2022 by mahabharatanewsAugust 26, 2022August 26, 20220159 ଶହେଟି ମ୍ୟାଚ ଖେଳିବାରେ ବିରାଟ ଦ୍ୱିତୀୟ ଭାରତୀୟ ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟର ପ୍ରତ୍ୟେକ ଫର୍ମାଟରେ ଶହେଟି ମ୍ୟାଚ ଖେଳିବାରେ ବିରାଟ କୋହଲି ଦ୍ୱିତୀୟ ଭାରତୀୟ ହେବାକୁ ଯାଉଛନ୍ତି। ୨୦୨୦ରେ ନ୍ୟୁଜିଲାଣ୍ଡର ଟେଲର ପ୍ରଥଣ କ୍ରିକେଟର...
ଭାରତରାଜନୀତିକଂଗ୍ରେସ ଛାଡିଲେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦmahabharatanewsAugust 26, 2022August 26, 2022 by mahabharatanewsAugust 26, 2022August 26, 20220191 ବିଭିନ୍ନ ପଦ ପଦବୀ ସହ ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ନୂଆଦିଲ୍ଲୀ: ଗାନ୍ଧୀ ପରିବାରର ଖାସ ଅନୁଗତ ଭାବେ ଜଣାଶୁଣା କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସରରୁ ଇସ୍ତଫା ଦେଇଛନ୍ତି। ବିଭିନ୍ନ...
ଖେଳସଚିନଙ୍କ ରେକର୍ଡ ଭାଙ୍ଗିଲେ ଗିଲmahabharatanewsAugust 25, 2022 by mahabharatanewsAugust 25, 20220160 ଶତକ ହାସଲରେ ଦ୍ୱିତୀୟ ସର୍ବ କନିଷ୍ଠ ଭାରତୀୟ ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଶୃଙ୍ଖଳାର ସୋମବାର ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ରେ ଶତକ ହାସଲ କରିଥିବା ଭାରତୀୟ ଯୁବ ତାରକା ଶୁବମନ ଗିଲ୍...
ଭାରତରାଜନୀତିଆପ ସରକାର ଭାଙ୍ଗିବାକୁ ବିଜେପିର ଯୋଜନାmahabharatanewsAugust 25, 2022 by mahabharatanewsAugust 25, 20220192 ବିଧାୟକଙ୍କ ବୈଠକ ଡାକିଲେ କେଜ୍ରିୱାଲ ନୂଆଦିଲ୍ଲୀ: ବିଜେପି ଦିଲ୍ଲୀରେ ଆପ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ଆମ ଆଦମୀ ପାର୍ଟି କହିଛି। ଏନେଇ ଦଳ ପକ୍ଷରୁ ସମସ୍ତ ବିଧାୟକଙ୍କ ବୈଠକ ଡାକିଛି ଆପ। ଦଳ...
ଓଡିଶାଭାରତରାଜନୀତିଉପରାଷ୍ଟ୍ରପତିଙ୍କୁ ଭେଟିଲେ ସସ୍ମିତ ଓ ପିନାକୀmahabharatanewsAugust 20, 2022 by mahabharatanewsAugust 20, 20220209 ନୂଆଦିଲ୍ଲୀ: ନବ ନିର୍ବାଚିତ ଉପରାଷ୍ଟ୍ରପତି ଜଗଦୀନ ଧନଖଡଙ୍କୁ ବିଜେଡି ସଂସଦୀୟ ଦଳ ପକ୍ଷରୁ ସୌଜନ୍ୟମୂଳକ ସାକ୍ଷାତ କରାଯାଇଛି। ପୁରୀ ଲୋକସଭା ସାଂସଦ ତଥା ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଓ ବିଜେଡିର...
ଭାରତଵାଣିଜ୍ୟକମିବ କି ପାର୍ଲେ ଜି ବିସ୍କୁଟର ଦରmahabharatanewsAugust 20, 2022 by mahabharatanewsAugust 20, 20220212 ୨୦୨୦ ଲକଡାଉନରେ ସର୍ବାଧିକ ବିକ୍ରି ହୋଇଥିଲା ନୂଆଦିଲ୍ଲୀ: ପାର୍ଲେ-ଜି ବିସ୍କୁଟ ହେଉଛି କୋଟି କୋଟି ଭାରତୀୟଙ୍କ ପ୍ରିୟ ବିସ୍କୁଟ। ଏହାର ୫ ଟଙ୍କିଆ ପ୍ୟାକେଟ ସର୍ବାଧିକ ବିକ୍ରି ହୋଇଥାଏ। କରୋନା ମହାମାରୀ ଅର୍ଥାତ ୨୦୨୦...
ଭାରତଆଜି ଜାତୀୟ ସଦଭାବନା ଦିବସmahabharatanewsAugust 20, 2022 by mahabharatanewsAugust 20, 20220146 ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଲାଗି ଦିନଟିଏ ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିନକୁ ଜାତୀୟ ସଦଭାବନା ଦିବସ ଭାବେ ପାଳନ କରାଯାଉଛି। ଦେଶର ସମସ୍ତ ଧର୍ମ ମଧ୍ୟରେ ଶାନ୍ତି, ଜାତୀୟ...
ଭାରତରାଜନୀତିଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ସିବିଆଇ ରେଡmahabharatanewsAugust 19, 2022 by mahabharatanewsAugust 19, 20220165 ସିବିଆଇ ରେଡକୁ ସ୍ୱାଗତ କରୁଛି: ସିସୋଡିଆ ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଘରେ ସିବିଆଇ ପକ୍ଷରୁ ରେଡ କରାଯାଇଛି। ଘଟଣା ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଯେଉଁ ଦିନ...