ବିକଶିତ ନିମାପଡ଼ା ଗଠନ ଲକ୍ଷ୍ୟରେ ନିମାପଡ଼ା ସାମ୍ବାଦିକ ସଂଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ
ବିକଶିତ,ସମୃଦ୍ଧ ଓ ଉତ୍କର୍ଷ ନିମାପଡ଼ା ଗଠନର ସଂକଳ୍ପକୁ ଆଧାର କରି ନବଗଠିତ ନିମାପଡ଼ା ସାମ୍ବାଦିକ ସଂଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ରବିବାର ଦିଘାଳସ୍ଥିତ ମନସା କାନନ ପରିସରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ବୈଠକରେ...
