ଓଡିଶାଭାରତରାଜନୀତିରାଷ୍ଟ୍ରପତିଙ୍କୁ ଭେଟିବାକୁ ଦିଲ୍ଲୀ ଗଲେ ବିଧାୟକmahabharatanewsAugust 2, 2022 by mahabharatanewsAugust 2, 20220148 ଭୁବନେଶ୍ୱର: ଓଡି଼ଶା ବିଧାନସଭା ପକ୍ଷରୁ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପାଇଁ ୨୬ ଜଣ ବିଧାୟକ ଯାଇଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ସମ୍ପୃକ୍ତ ୨୬ ଜଣ ବିଧାୟକ ଦିଲ୍ଲୀ ଯାଇଛନ୍ତି।...
ଓଡିଶାରାଜନୀତିସରିଲା ବିଧାନସଭାର ମୌସୁମୀ ଅଧିବେଶନmahabharatanewsAugust 1, 2022 by mahabharatanewsAugust 1, 20220220 ଭୁବନେଶ୍ୱର: ସରିଲା ବିଧାନସଭାର ମୌସୁମୀ ଅଧିବେଶନ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ମୋଟ କାର୍ଯ୍ୟ ଦିବସର ତିନି ଦିନ ପୂର୍ବରୁ ମୌସୁମୀ...
ଓଡିଶାରାଜନୀତିଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳନେତାmahabharatanewsJuly 30, 2022 by mahabharatanewsJuly 30, 20220153 ଭୁବନେଶ୍ୱର: ବିରୋଧୀ ଦଳ ନେତା ଭାବେ ସମ୍ବଲପୁରର ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁକୁ ରାଜ୍ୟ ବିଜେପିର ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଘୋଷଣା କରିଛନ୍ତି। ବର୍ତ୍ତମାନର ବିରୋଧୀ ଦଳ...
ଓଡିଶାରାଜନୀତିବିଧାୟକଙ୍କ ଦରମା ବୃଦ୍ଧି ହେଉmahabharatanewsJuly 30, 2022July 30, 2022 by mahabharatanewsJuly 30, 2022July 30, 20220113 ଗୃହରେ ଦାବି କଲେ ତିନି ଦଳର ପ୍ରମୁଖ ସଦସ୍ୟ ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ଲାଗି ତିନି ଦଳର ପ୍ରମୁଖ ସଦସ୍ୟମାନେ ଦାବି କରିଛନ୍ତି। ଗୃହର ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ...
ଓଡିଶା୧୦ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ଜିଲ୍ଲା ବିଜ୍ଞାନ କେନ୍ଦ୍ର:ଅଶୋକ ପଣ୍ଡାmahabharatanewsJuly 29, 2022 by mahabharatanewsJuly 29, 20220173 ୬ଟି ଜିଲ୍ଲାରେ ପ୍ଲାନେଟୋରିୟମ ପ୍ରତିଷ୍ଠା ନେଇ ଯୋଜନା ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ପ୍ରଶ୍ନକାଳରେ ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ରାଜ୍ୟରେ କେତୋଟି ପ୍ଲାନେଟୋରିୟମ ଓ ବିଜ୍ଞାନ କେନ୍ଦ୍ର ଖୋଲିବା ପାଇଁ ସରକାର...
ଓଡିଶାରାଜନୀତିରାଇସ ମିଲ ପ୍ରତିଷ୍ଠା ଲାଗି ପଞ୍ଜିକରଣ ଆବଶ୍ୟତା ନାହିଁ : ମଧ୍ୟମ ଉଦ୍ୟୋଗ ମନ୍ତ୍ରୀmahabharatanewsJuly 29, 2022 by mahabharatanewsJuly 29, 20220143 ଭୁବନେଶ୍ୱର: ମୌସୁମୀ ଅଧିବେଶନର ଗୃହ କାର୍ଯ୍ୟ ଆରମ୍ଭରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀଦେବ ରାଜ୍ୟରେ ୧୩୫୮ଟି ରାଇସ ମିଲ ରହିଛି। ସେଥି ମଧ୍ୟରୁ ଭଦ୍ରକ ଜିଲ୍ଲାରେ ୨୫ଟି ରାଇସ...
ଓଡିଶାବିଶ୍ୱ ବ୍ୟାଙ୍କ ଗ୍ରୀଡକୋକୁ ପ୍ରଦାନ କରିଛି ୪୭୧.୨୭ କୋଟି ଟଙ୍କାmahabharatanewsJuly 29, 2022 by mahabharatanewsJuly 29, 20220147 ବିଧାୟକଙ୍କ ଅଣତାରକା ପ୍ରଶ୍ନର ଉତ୍ତର ରଖିଲେ ଶକ୍ତି ମନ୍ତ୍ରୀ ଭୁବନେଶ୍ୱର: ଚଳିତ ବିଧାନସଭା ମୌସୁମୀ ଅଧିବେଶନରେ ବିଧାୟକ ଗଣେଣ ରାମ ସିଂ ଖୁଣ୍ଟିଆ ଓଡି଼ଶାରେ ବିଦ୍ୟୁତ ସଂସ୍କାର ନେଇ କେଉଁ କେଉଁ ସଂସ୍ଥାକୁ ଓ...
ଓଡିଶାରାଜନୀତିକଂଗ୍ରେସ ନେତାଙ୍କ ବିବାଦୀୟ ବୟାନ ଘଟଣାmahabharatanewsJuly 28, 2022July 28, 2022 by mahabharatanewsJuly 28, 2022July 28, 20220174 ଗୃହକୁ ୪ଟା ଯାଏ ମୁଲତବୀ କଲେ ବାଚସ୍ପତି ଭୁବନେଶ୍ୱର: କଂଗ୍ରେସର ଲୋକସଭା ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି ବିବାଦୀୟ ବୟାନ ଦେଇଛନ୍ତି। ଏହାକୁ ନେଇ...