ଓଡିଶା‘ସମର୍ପଣ’ ଏବଂ ଏଆର ଫୋର୍ସ ଆସୋସିଏସନ ଆନୁକୂଲ୍ୟରେ ରକ୍ତଦାନ ଶିବିର mahabharatanewsSeptember 13, 2026 by mahabharatanewsSeptember 13, 2026015 ସାମାଜିକ ସଂଗଠନ ‘ସମର୍ପଣ’ ଏବଂ ଏଆର ଫୋର୍ସ ଆସୋସିଏସନ, ଓଡ଼ିଶା ପୁରୀ ଜିଲ୍ଲା ଶାଖାର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଘୋଡାବଜଜାର ଠାରେ ଅନୁଷ୍ଠିତ ହୋଇଯାଇଛି | ‘ସମର୍ପଣ’...
ଓଡିଶାସ୍ୱାସ୍ଥ୍ୟଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମାଶ୍ରୀପଡାରେ ସ୍ୱେଚ୍ଛାକୃତ ରକ୍ତଦାନmahabharatanewsAugust 14, 2026 by mahabharatanewsAugust 14, 2026028 କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପବିଙ୍ଗିଆ ପଞ୍ଚାୟତର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ମାଶ୍ରୀପଡାଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମାଶ୍ରୀପଡା ଜନ ଆରୋଗ୍ୟ ସମିତି ଓ ଗାଁ କଲ୍ୟାଣ ସମିତି,...
ଓଡିଶାଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତmahabharatanewsApril 9, 2026 by mahabharatanewsApril 9, 2026044 ଆଜି ଜିଲ୍ଲା ପ୍ରଶାସନ, ଗଜପତି ଏବଂ ଭାରତୀୟ ରେଡ୍କ୍ରସ ସମିତି,ଜିଲ୍ଲା ଶାଖାର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର...
ଓଡିଶାହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାରେ ରକ୍ତଦାନ ଶିବିର ଅନୁଷ୍ଠିତmahabharatanewsMarch 23, 2026 by mahabharatanewsMarch 23, 2026045 ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଧିକାରୀ ସୁଧାଂଶୁ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଢେଙ୍କାନାଳ ଜିଲ୍ଲା ରକ୍ତଭଣ୍ଡାର ସହଯୋଗରେ ଆୟୋଜିତ ଏହି...
ଓଡିଶାଭାରତମାତା ସେବା ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିରmahabharatanewsMarch 16, 2026 by mahabharatanewsMarch 16, 2026061 ରାଷ୍ଟ୍ରୀୟ ନବ ବର୍ଷ ଉପଲକ୍ଷେ ଭାରତମାତା ସେବା ଅନୁଷ୍ଠାନ ପକ୍ଷରୁ ହସ୍ପିଟାଲ ରକ୍ତ ଭଣ୍ଡାର ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଖରାଦିନରେ ରକ୍ତର ଅଭାବ ଓ ଏହାର ଆବଶ୍ୟକତାକୁ ଦୃଷ୍ଟିରେ...
ଓଡିଶାସାଧାରଣତନ୍ତ୍ର ଦିବସରେ ଝରୀଗାଁ ଡିଗ୍ରୀ କଲେଜ ୟୁଥ ରେଡ଼କ୍ରସର ରକ୍ତଦାନ ଶିବିରmahabharatanewsJanuary 27, 2026 by mahabharatanewsJanuary 27, 2026062 77 ତମ ସାଧାରତନ୍ତ୍ର ଦିବସ ଅବସରରେ ଝରୀଗାଁ ଡିଗ୍ରୀକଲେଜ କର୍ତୃପକ୍ଷଙ୍କ ପ୍ରୟାସ କ୍ରମେ, ଡିଗ୍ରୀ କଲେଜ ୟୁଥ ରେଡ଼କ୍ରସ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା | ଝରୀଗାଁ ଶିକ୍ଷକ ସଙ୍ଘ, ବୁଦ୍ଧିଜୀବୀ ଏବଂ...
ଓଡିଶାରେଙ୍ଗାଲି ଗ୍ରାମପଞ୍ଚାୟତରେ ରକ୍ତଦାନ ଶିବିର ଅନୁଷ୍ଠିତmahabharatanewsJanuary 11, 2026 by mahabharatanewsJanuary 11, 2026058 ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ରେଙ୍ଗାଲି ଗ୍ରାମ ପଂଚାୟତ ଏବଂ ଟାଇଗର ଗ୍ରୁପ ର ମିଳିତ ପ୍ରୟାସ ରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଆଠ ବର୍ଷ ହେବ...
ଓଡିଶାଏନସିସି ଦିବସ ଅବସରରେ ପାରାଦୀପ ମହାବିଦ୍ୟାଳୟରେ ସ୍ବେଛାକୃତ ରକ୍ତଦାନ ଶିବିରmahabharatanewsNovember 21, 2025 by mahabharatanewsNovember 21, 2025054 ରକ୍ତଦାନ ମହତ ଦାନ l ମଣିଷ ଜୀବନରେ ରକ୍ତ ର ଆବଶ୍ୟକ ଅନେକ, ତେଣୁ ପ୍ରତ୍ୟେକ ମଣିଷ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସହଯୋଗୀ ହେବାକୁ ଆହ୍ୱାନ ଦେଇଛନ୍ତି ପାରାଦୀପ ମହାବିଦ୍ୟାଳୟ ର...
ଓଡିଶାଜି ଆଇଇ ଟି ବିଶ୍ୱବିଦ୍ୟାଳୟରେ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତmahabharatanewsApril 13, 2024April 13, 2024 by mahabharatanewsApril 13, 2024April 13, 20240144 ଗୁଣୁପୁର / ଦୀପକ କୁମାର ପଣ୍ଡା : ଗୁଣପୁର ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ଏକ ସ୍ବେଚ୍ଛାକୃତ ଅନ୍ତ ରାଜ୍ୟ ମେଗା ରକ୍ତଦାନ ଶିବିର ଵିଶ୍ଵବିଦ୍ୟାଳୟ...
ଓଡିଶାଜନ୍ମଦିନ ରେ ରକ୍ତଦାନ ଶିବିରmahabharatanewsMay 3, 2023May 3, 2023 by mahabharatanewsMay 3, 2023May 3, 20230200 ଗଞ୍ଜାମ / ସୁରଜିତ ରାଉଳ : ସବୁ ବେଳେ ସମାଜର ଉପକାର କରି ଲୋକଙ୍କ ଚର୍ଚ୍ଚାରେ ଆସୁଥିବା ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଳଥୀ ଗାଁ ସରପଞ୍ଚ ଜଗମୋହନ ପାତ୍ର ଆଜି ନିଜର ୩୧ତମ ଜନ୍ମଦିନରେ...