ଭାରତରାଜସ୍ଥାନରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରିmahabharatanewsMay 25, 2024 by mahabharatanewsMay 25, 20240118 (ରାଜସ୍ଥାନ) : ଦେଶର ବିଭିନ୍ନ ରାଜ୍ୟରେ ଏବେ ଜୋରଦାରା ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଭୟଙ୍କରେ ତାତିରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ବତ୍ତମାନ ତାତି ଏବେ ରେକର୍ଡ଼ ସୃଷ୍ଟ କରିଛି ।...
ଭାରତବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ,୧୦ମୃତmahabharatanewsMay 25, 2024 by mahabharatanewsMay 25, 2024094 (ଛତିଶଗଡ) : ଛତିଶଗଡର ବେମେତରା ବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣରେ ୧୦ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣରୁ ଅଧିକ ଆହତ ହୋଇଥିବା ନେଇ ସୂଚନା ରହିଛି । ସମସ୍ତ ଆହତଙ୍କୁ ରାୟପୁର...
ଭାରତ୧ଟା ସୁଦ୍ଧା ଦେଶରେ ୩୯.୧୩ ପ୍ରତିଶତ ମତଦାନ mahabharatanewsMay 25, 2024 by mahabharatanewsMay 25, 20240115 (ଦିଲ୍ଲୀ) : ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଅ୍ରପରାହ୍ନ ୧ଟା ସୁଦ୍ଧା ଦେଶରେ ୩୯.୧୩ ପ୍ରତିଶତ ମତଦାନ ହୋଇଛି । ସୂଚନାନୁଯାୟୀ , ପଶ୍ଚିମବଙ୍ଗରେ ୫୪.୮୦ ପ୍ରତିଶତ ମତଦାନ...
ଭାରତଭୋଟ ଦେଲେ ରାଷ୍ଟ୍ରପତି ଦୌପତୀ ମୁର୍ମୁmahabharatanewsMay 25, 2024 by mahabharatanewsMay 25, 20240148 (ଦିଲ୍ଲୀ) : ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆଜି ଜାରି ରହିଛି ଷଷ୍ଠ ପର୍ଯ୍ୟାୟ ମତଦାନ । ୯ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ମତସାବ୍ୟସ୍ତ କରୁଛନ୍ତି ଭୋଟର । ଏହାରି ମଧ୍ୟରେ...
ଓଡିଶା୧୧ଟା ସୁଦ୍ଧା ୨୧.୩୨% ମତଦାନ ରେକର୍ଡmahabharatanewsMay 25, 2024 by mahabharatanewsMay 25, 20240117 (ଭୁବନେଶ୍ୱର) : ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ସକାଳ ୧୧ଟା ସୁଦ୍ଧା ୨୧.୩୨% ମତଦାନ ରେକର୍ଡ କରାଯାଇଛି । ତେବେ...
ମନୋରଞ୍ଜନଦୀପିକାଙ୍କ ବେବିବମ୍ପ ଫଟୋସୁଟmahabharatanewsMay 25, 2024 by mahabharatanewsMay 25, 20240120 (ମୁମ୍ବାଇ) : ଇନଷ୍ଟାଗ୍ରାମ ଷ୍ଟୋରୀରେ ପ୍ରଶଂସକଙ୍କ ସହ ଦୀପିକା ନୂଆ ଫଟୋସୁଟର ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଅଭିନେତ୍ରୀ ଏକ ସୁନ୍ଦର ହଳଦିଆ ପୋଷାକରେ ଦେଖିବାକୁ ମିଳୁଛନ୍ତି। ଯେଉଁଥିରେ ତାଙ୍କ ବେବିବମ୍ପ ବି...
ଓଡିଶାସକାଳ ୯ଟା ସୁଦ୍ଧା ମୋଟ ୭.୪୫ ପ୍ରତିଶତ ମତଦାନmahabharatanewsMay 25, 2024 by mahabharatanewsMay 25, 2024086 (ଭୁବନେଶ୍ୱର) : ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ମୋଟ ୭.୪୫ ପ୍ରତିଶତ ମତଦାନ ହୋଇଛି। ସେଥିମଧ୍ୟରୁ ଭୁବନେଶ୍ବରରେ ୬.୬୫ ପ୍ରତିଶତ ମତଦାନ ହୋଇଛି। ସେହିପରି କଟକରେ ୭.୩୨ ପ୍ରତିଶତ, ଢେଙ୍କାନାଳରେ...
ଓଡିଶା ନବୀନ ନିବାସରୁ ଚାଲିଚାଲି ଆସି ଭୋଟ ଦେଲେ ବିଜେଡି ସୁପ୍ରିମୋ mahabharatanewsMay 25, 2024 by mahabharatanewsMay 25, 20240105 (ଭୁବନେଶ୍ୱର) : ଭୋଟ୍ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୋଟ ଦେବାପରେ ଦେଖାଇଲେ ଗଣତନ୍ତ୍ରର ସ୍ୟାହି ।୧୧୪ ନଂ ବୁଥରେ ମତଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ...
ଓଡିଶାଓଡ଼ିଶାରେ କରୋନା; କେପି.୨ର ୧୭ ମାମଲାmahabharatanewsMay 25, 2024 by mahabharatanewsMay 25, 2024095 (ଭୁବନେଶ୍ୱର) : ରାଜ୍ୟରେ କୋଭିଡ୍ର କେପି. ୨ ପ୍ରଜାତିର ୧୭ ମାମଲା ନଜରକୁ ଆସିଛି। ଦୁଇବର୍ଷ ତଳେ ଚିହ୍ନଟ ହୋଇଥିବା ଓମିକ୍ରନ୍ ପ୍ରଜାତିର ଜେଏନ୍.୧ ଉପ-ପ୍ରଜାତି ଅଧୀନରେ ଆସୁଛି କେପି.୨। ଯାହାକି ଏବେ ସିଙ୍ଗାପୁରେ...
ଭାରତଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନmahabharatanewsMay 25, 2024 by mahabharatanewsMay 25, 2024070 (ଦିଲ୍ଲୀ) : ଭୋଟ୍ ଦେଉଛି ଭାରତ। ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ । ଷଷ୍ଠ ପର୍ଯ୍ୟାୟରେ ବିହାରର ୮ ଲୋକସଭା ଆସନ ସମେତ ହରିୟାଣାର ସମସ୍ତ ୧୦ଟି ଆସନ, ଜମ୍ମୁ ଓ କଶ୍ମୀରର...