ଭାରତକେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ପାଇଁ ମନାକଲେ ଦିଲ୍ଲୀକୋର୍ଟmahabharatanewsJune 1, 2024 by mahabharatanewsJune 1, 2024073 (ଦିଲ୍ଲୀ) : ଆଜି ବି ନିରାଶ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅନ୍ତରୀଣ ଜାମିନ ଆବେଦନ ସପ୍ତାହେ ବୃଦ୍ଧି କରିବା ପାଇଁ କରିଥିବା ଆବେଦନ ଉପରେ ଆଜି ବି ଆସିପାରିଲାନି ରାୟ। ଫଳରେ...
ଭାରତଦେଶରେ ୪୦.୦୯ ପ୍ରତିଶତ ମତଦାନmahabharatanewsJune 1, 2024 by mahabharatanewsJune 1, 20240118 (ଦିଲ୍ଲୀ) : ଦେଶରେ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ସାତୋଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ସଂସଦୀୟ ଆସନରେ ମତଦାନ ଜାରି ରହିଛି। ଦେଶରେଅପରାହ୍ନ ୧ଟା...
ଭାରତଦିଲ୍ଲୀରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୫୬ ମୃତmahabharatanewsJune 1, 2024 by mahabharatanewsJune 1, 20240110 (ଦିଲ୍ଲୀ) : ଦିଲ୍ଲୀରୁ ପଲ୍ଲୀ ସବୁଠାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି। ଯାହାପାଇଁ ଲୋକ ଜୀବନ ବଞ୍ଚିବା ପାଇଁ ଏକ ପ୍ରକାର କଷ୍ଟ ହୋଇଯାଇଛି । ରାଜଧାନୀ ଦିଲ୍ଲୀର ସମେତ ଦେଶର ବିଭିନ୍ନ...
ଓଡିଶାରାଜ୍ୟରେ ୩ଟା ସୁଦ୍ଧା ୪୯.୭୭ ପ୍ରତିଶତ ମତଦାନmahabharatanewsJune 1, 2024 by mahabharatanewsJune 1, 2024079 (ଭୁବନେଶ୍ୱର) : ଓଡ଼ିଶା ସମେତ ଦେଶରେ ଚାଲିଛି ଶେଷ ପର୍ଯ୍ୟାୟ ନିର୍ବାଚନ । ବାଜିରେ ଲାଗିଛି ବହୁ ହେଭିୱେଟଙ୍କ ଭାଗ୍ୟ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଭଳି ୬ ସଂସଦୀୟ...
ଓଡିଶାପ୍ରିଜାଇଡିଂ ଅଧିକାରୀ ନିଲମ୍ବିତmahabharatanewsJune 1, 2024 by mahabharatanewsJune 1, 20240145 (କଟକ) : କଟକ ଜିଲା ନିଆଳି ନିର୍ବାଚନ ମଣ୍ଡଳୀରେ ୭୫ନଂ ବୁଥ୍ରେ ନିୟୋଜିତ ପ୍ରିଜାଇଡିଂ ଅଧିକାରୀ ନିଲମ୍ବିତ ହୋଇଛନ୍ତି। କଟକ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆ ପ୍ରିଜାଇଡିଂ ଅଫିସର ଭାବେ...
ମନୋରଞ୍ଜନପୁଣି ଭାଇରଲ ହେଲା ଦୀପିକାଙ୍କ ଫୋଟୋmahabharatanewsJune 1, 2024 by mahabharatanewsJune 1, 20240125 (ମୁମ୍ବାଇ) : ଅଭିନେତା-ସ୍ୱାମୀ ରଣବୀର ସିଂଙ୍କ ସହ ତାଙ୍କର ପ୍ରଥମ ସନ୍ତାନକୁ ଆଶା କରୁଥିବା ଦୀପିକା ପାଦୁକୋନ ଗତକାଲି ରାତିରେ ମୁମ୍ବାଇରେ ରାତ୍ରୀ ଭୋଜନ ପାଇଁ ବାହାରକୁ ବାହାରିଥିବାର ଏକ ଭିଡିଓ ଏବେ ଇଣ୍ଟର୍ନେଟ୍ରେ...
ଭାରତ୧୧ଟା ସୁଦ୍ଧା ୨୬.୩୦ ପ୍ରତିଶତ ମତଦାନmahabharatanewsJune 1, 2024 by mahabharatanewsJune 1, 20240153 (ଦିଲ୍ଲୀ) : ଦେଶରେ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ସାତୋଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ସଂସଦୀୟ ଆସନରେ ମତଦାନ ଜାରି ରହିଛି। ଦେଶରେ ପୂର୍ବାହ୍ନ...
ଭାରତଦେଶରେ ୯ଟା ସୁଦ୍ଧା ୧୧.୩୧ ପ୍ରତିଶତ ମତଦାନmahabharatanewsJune 1, 2024 by mahabharatanewsJune 1, 2024092 (ଦିଲ୍ଲୀ) : ଦେଶରେ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ସାତୋଟି ରାଜ୍ୟ ତଥା ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଟି ସଂସଦୀୟ ଆସନରେ ମତଦାନ ଜାରି ରହିଛି। ଦେଶରେ ପୂର୍ବାହ୍ନ...
ଓଡିଶା୪ ବଗି ଲାଇନଚ୍ୟୁତ; ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମmahabharatanewsJune 1, 2024 by mahabharatanewsJune 1, 20240163 (କଣ୍ଟାବାଞ୍ଜି) : କଣ୍ଟାବାଞ୍ଜି ଷ୍ଟେଶନ ନିକଟରେ ମାଲବାହୀ ଟ୍ରେନ୍ର ୪ଟି ବଗି ଲାଇନଚ୍ୟୁତ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ କାମ ଚାଲିଛି । ତେବେ ବଗି ଲାଇନଚ୍ୟୁତ ହେବାରୁ ୨ଟି ଏକ୍ସପ୍ରେସ ବାତିଲ...
ଭାରତମତଦାନ କଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥmahabharatanewsJune 1, 2024 by mahabharatanewsJune 1, 20240179 (ଉତ୍ତରପ୍ରଦେଶ) : ଆଜି ଦେଶରେ ଶେଷ ଏବଂ ସପ୍ତମ ପର୍ଯ୍ୟାୟ ମତଦାନ ଜାରି ରହିଛି । ଉତ୍ତରପ୍ରଦେଶର ୧୩ଟି ଲୋକସଭା ଆସନ ପାଇଁ ମତଦାନ ଶନିବାର ସକାଳ ୭ଟାରୁ ଆରମ୍ଭ ହୋଇଛି। ଚର୍ଚ୍ଚିତ ଗୋରଖପୁର...