ଓଡିଶାମହିଳା ଦିବସ ଅବସରରେ ସ୍ୱତନ୍ତ୍ର ବାଲୁକା ଆନିମେସନ୍mahabharatanewsMarch 8, 2026 by mahabharatanewsMarch 8, 2026036 ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ତାଙ୍କ ଷ୍ଟୁଡିଓରେ ଏକ ସ୍ୱତନ୍ତ୍ର ବାଲୁକା ଆନିମେସନ୍ ପ୍ରସ୍ତୁତ କରିଛନ୍ତି । ଯାହାକୁ ପ୍ରସ୍ତୁତ କରିବା ପାଇଁ ପ୍ରାୟ...
ଓଡିଶାଓଡ଼ିଶା ହୋଟେଲ ଓ ରେସ୍ତୋରାଁ ସଂଘ ପାଳିଲା ୪୦ ବର୍ଷ ପୂର୍ତି ଉତ୍ସବmahabharatanewsMarch 2, 2026 by mahabharatanewsMarch 2, 2026043 ଓଡ଼ିଶା ହୋଟେଲ ଓ ରେସ୍ତୋରାଁ ସଂଘ ପାଳିଲା ୪୦ ବର୍ଷ ପୂର୍ତି ଉତ୍ସବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହୋଟେଲ୍ ମାଲିକ ମାନେ ପର୍ଯ୍ୟଟନ ପ୍ରତିନିଧି ସାଜିବାକୁ ଆହ୍ୱାନ...
ଓଡିଶାଶ୍ରୀମନ୍ଦିର ନିଳଚକ୍ର ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତmahabharatanewsFebruary 17, 2026 by mahabharatanewsFebruary 17, 2026044 ଆଜି ଭୋର ସମୟରୁ ପୁର୍ବାହ୍ନ ପ୍ରାୟ ୧୦ଟା ପର୍ଯ୍ୟନ୍ତ ପୁରୀ ସହରକୁ ଘନକୁହୁଡି ଢ଼ାଙ୍କି ରଖିଥିଲା। ଫଳରେ ଶ୍ରୀମନ୍ଦିର ନିଳଚକ୍ର ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ ଓ ଦର୍ଶନାର୍ଥି। ଶ୍ରୀମନ୍ଦିର ଘନ କୁହୁଡି ଯୋଗୁଁ...
ଓଡିଶାପର୍ବ ପର୍ବାଣିଭାରତଯୋଗାଯୋଗଇଂରାଜୀ ନବବର୍ଷ ପାଇଁ ପୁରୀ ସହର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛିmahabharatanewsDecember 26, 2025 by mahabharatanewsDecember 26, 2025056 ଇଂରାଜୀ ନବବର୍ଷ ପାଇଁ ଆଉ ଦିନ କେଇଟା ବାକି ରହିଥିବା ବେଳେ ସବୁଠି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ନୂଆ ବର୍ଷରେ ଜଗା ଦୁଆରୁ ବର୍ଷର ଆରମ୍ଭ କରିବା ପାଇଁ ପ୍ରତିବର୍ଷ ପୁରୀରେ...
ଓଡିଶାପୌରସଂସ୍ଥା ପକ୍ଷରୁ ବଜାର ଉଚ୍ଛେଦ ସମୟରେ ଉତ୍ତେଜନାmahabharatanewsDecember 20, 2025 by mahabharatanewsDecember 20, 2025052 ବଡ଼ଶଙ୍ଖ ବଜାରରେ ଉତ୍ତେଜନା। ପୌରସଂସ୍ଥା ପକ୍ଷରୁ ବଜାର ଉଚ୍ଛେଦ ସମୟରେ ଉତ୍ତେଜନା। ଉଚ୍ଛେଦର ୨୪ଘଣ୍ଟା ନପୁରୁଣୁ ଜେସିପି ପୁରାଇ ଭାଙ୍ଗି ପକାଇଲେ ଦୋକାନ। ଲକ୍ଷ୍ୟାଧିକ ଟଙ୍କାର ଫଳ ଓ ପନିପରିବାକୁ ଦଳି ପକାଇଲେ। ମାସିକିଆ...
ଓଡିଶାପୁରୀରୁ ତାଳବଣିଆ କୋର୍ଟ ସ୍ଥାନାନ୍ତରକୁ ଓକିଲ ସଂଘର ବିରୋଧmahabharatanewsDecember 20, 2025 by mahabharatanewsDecember 20, 2025053 ପୁରୀରୁ ତାଳବଣିଆ ସ୍ଥାନାନ୍ତରିତ ହେବ କୋର୍ଟ। ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ୧୦ମାସ ହେଲା ସତ୍ୟାଗ୍ରହ କରିଆସୁଛନ୍ତି ପୁରୀ ଓକିଲ ସଂଘ। କୋର୍ଟ ବର୍ଜନ କରିଥିବା ବେଳେ ଆଜି ଅଠରନଳା ରାଜପଥ ଅବରୋଧ କରିଛନ୍ତି। ଭୁବନେଶ୍ୱର...
ଓଡିଶାପୁରୀ ଜିଲ୍ଲା କୃଷ୍ଣପ୍ରସାଦ ତହସିଲ ପଡିଆରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାmahabharatanewsNovember 18, 2025 by mahabharatanewsNovember 18, 2025076 ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ତହସିଲ ପଡିଆରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ପ୍ରଦୀପ ପ୍ରଜ୍ଵଳନ କରି ପୁରୀ ସାଂସଦ ସମ୍ବିତ ପାତ୍ର ଏବଂ ବ୍ରହ୍ମଗିରି ବିଧାନସଭା ବିଧାୟିକା...
ଓଡିଶାପର୍ବ ପର୍ବାଣିମାର୍ଗଶିର କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କର ପଇତା ଲାଗି ନୀତିmahabharatanewsNovember 17, 2025 by mahabharatanewsNovember 17, 2025069 ଆଜି ମାର୍ଗଶିର କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ୫ଟା ଠାରୁ ରାତି ୧୦ ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ...
ଓଡିଶାପର୍ବ ପର୍ବାଣିଆସନ୍ତା ୧୯ରୁ ୨୧ ତିନି ଦିନ ଧରି ହେବ ଦେବ ଦୀପାବଳୀmahabharatanewsNovember 16, 2025 by mahabharatanewsNovember 16, 20250200 ଆସନ୍ତା 19ରୁ ହେବ ଦେବ ଦୀପାବଳୀ ମହୋତ୍ସବ । ଶ୍ରୀମନ୍ଦିର ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ରଙ୍କ ଆୟୋଜନରେ 3 ଦିନ ଧରି ଚାଲିବ ଉତ୍ସବ । 19 ନଭେମ୍ବରରୁ 21 ନଭେମ୍ବର୍...
ଓଡିଶାଡିସେମ୍ବର ୪ ତାରିଖରେ ପୁରୀ ବେଳାଭୂମି ଠାରେ ନୌସେନା ଦିବସ ବା ନାଭି ଡେ ପାଳିତ ହେବ;ଡ୍ରୋନ ଉଡାଇବା ଉପରେ କଟକଣା,mahabharatanewsNovember 21, 2024November 21, 2024 by mahabharatanewsNovember 21, 2024November 21, 20240100 ପୁରୀ;ଡ୍ରୋନ ଉଡାଇବା ଉପରେ କଟକଣା, ଛାତ ଉପରେ ପକ୍ଷୀ ମାନଙ୍କୁ ଖାଦ୍ୟ ଦେବା ମନା। ଡିସେମ୍ବର ୪ ତାରିଖରେ ପୁରୀ ରାଜଭବନ ନିକଟସ୍ଥ ବ୍ଲୁ ଫ୍ଲାଗବିଚ ବେଳାଭୂମି ଠାରେ ନୌସେନା ଦିବସ ବା ନାଭି...