ଓଡିଶାଜୋରସୋରରେ ଚାଲିଛି ସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତିmahabharatanewsJune 3, 2024 by mahabharatanewsJune 3, 20240173 (ପୁରୀ) : ଚାଲିଛି ସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି । ବିଧି ମୁତାବକ ରଥଖଳାରେ ତିନିରଥ ନିର୍ମାଣ କାମ ଦ୍ରୁତଗତିରେ ଆଗେଇ ଚାଲିଛି । ଠାକୁରଙ୍କ ସ୍ନାନ ପୂର୍ଣ୍ଣିମା ସୁଦ୍ଧା ରଥରେ ଉଠିଥିବ ଚାରିନାହାକା। ଏହା...
ଓଡିଶାବାଣ ବିସ୍ଫୋଣ ଘଟଣା; ଚାଲିଗଲା ଆଉ ଏକ ଜୀବନmahabharatanewsMay 31, 2024 by mahabharatanewsMay 31, 20240165 (ପୁରୀ) : ପୁରୀ ବାଣ ବିସ୍ଫୋଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ହୋଇଥିବା ଏସଆରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ସେମାନଙ୍କ...
ଓଡିଶାଆଜିଠୁ ଆରମ୍ଭ ଭିତର ଚନ୍ଦନ ଯାତ୍ରାmahabharatanewsMay 31, 2024 by mahabharatanewsMay 31, 20240159 (ପୁରୀ) : ସରିଲା ମହାପ୍ରଭୁଙ୍କ ବାହାର ଚାପ । ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ୨୧ ଦିନବ୍ୟାପୀ ବାହାର ଚନ୍ଦନ ଯାତ୍ରା ଗୁରୁବାର ଶେଷ ହୋଇଛି। ଆଜିଠାରୁ ଅର୍ଥାତ ଶୁକ୍ରବାରଠାରୁ ଆରମ୍ଭ...
ଓଡିଶାବାଣ ବିସ୍ଫୋରଣ ଘଟଣା; ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁ୍ର୍ମୁmahabharatanewsMay 30, 2024 by mahabharatanewsMay 30, 20240142 (ପୁରୀ): ଶ୍ରୀକ୍ଷେତ୍ରରେ ଭଉଁରୀରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ଏଯାବତ ୩ ଜଣ ମୃତ୍ୟୁ ହୋଇଛି। ଏହି ଘଟଣାରୋ ରାଷ୍ଟ୍ରପତି ଦ୍ରୌପଦୀ ମୁ୍ର୍ମୁ ଏକ୍ସ ହ୍ୟାଣ୍ଡେଲରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି,...
ଓଡିଶାବାଣ ବିସ୍ଫୋରଣ ଘଟଣା; ମୃତକ ପରିବାରଙ୍କ ପାଇଁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣାmahabharatanewsMay 30, 2024 by mahabharatanewsMay 30, 20240156 (ପୁରୀ) : ଶ୍ରୀକ୍ଷେତ୍ରରେ ଭଉଁରୀରେ ଘଟିଥିବା ବାଣ ବିସ୍ଫୋରଣ ଘଟଣାରେ ଏଯାବତ ୩ ଜଣ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକ ପରିବାରଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା...
ଓଡିଶାବାଣ ଦୁର୍ଘଟଣା ମାମଲା; ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ମୃତmahabharatanewsMay 30, 2024 by mahabharatanewsMay 30, 20240152 (ପୁରୀ) : ପୁରୀ ବାଣ ବିସ୍ଫୋରଣ ଘଟଣାରେ କଟକ ଏସସିବି ମେଡିକାଲରେ ଦଶମ ଶ୍ରେଣୀରେ ଛାତ୍ର ଋଷିକେଶ କର୍ମକାରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମ୍ରୁତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି...
ଓଡିଶାଶ୍ରୀମନ୍ଦିର ହୁଣ୍ଡିରୁ ୧ କିଲୋ ୮୦୦ ମିଲିଗ୍ରାମର ସୁନାmahabharatanewsMay 29, 2024 by mahabharatanewsMay 29, 20240134 (ପୁରୀ) : ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନେ ଶ୍ରୀମନ୍ଦିର ହୁଣ୍ଡିରେ ଟଙ୍କା, ସୁନା, ରୁପା ଇତ୍ୟାଦି ପକାଇଥାନ୍ତି । କେହି କେହି ମାନସିକ କରି ହୁଣ୍ଡିରେ ବିଭିନ୍ନ ପ୍ରକାର ବସ୍ତ୍ର ମଧ୍ୟ ପକାଇଥାନ୍ତି...
ଓଡିଶାସ୍ନାନପୂର୍ଣ୍ଣିମା; ପ୍ରସ୍ତୁତି ଆରମ୍ଭmahabharatanewsMay 27, 2024 by mahabharatanewsMay 27, 20240137 (ପୁରୀ) : ଆଉ କିଛି ଦିନ ପରେ ଆରମ୍ଭ ହେବ ମହାପ୍ରଭୁଙ୍କ ଘୋଷଯାତ୍ରା । ଏନେଇ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲାଣି ପ୍ରସ୍ତୁତି । ପୁରୀ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ୩ ରଥର କାର୍ଯ୍ୟ...
ଓଡିଶାପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ଆରମ୍ଭmahabharatanewsMay 24, 2024 by mahabharatanewsMay 24, 20240172 (ପୁରୀ) : ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିରାଜିବେ ଶ୍ରୀଜିଉ। ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ। ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।...
ଓଡିଶାଭୁଲ ସ୍ୱୀକାର କଲେ ସମ୍ବିତ ପାତ୍ରmahabharatanewsMay 21, 2024 by mahabharatanewsMay 21, 20240134 (ପୁରୀ) : ସମ୍ବିତ ପାତ୍ର କରିବେ ଉପବାସ । ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିତ ବୟାନ ପରେ ଭୁଲ ସ୍ୱୀକାର କରିଛନ୍ତି ପୁରୀ ଲୋକସଭା ଆସନ ବିଜେପି ପ୍ରାର୍ଥୀ । ଏହାସହ ଏଥିପାଇଁ ୩...