ଓଡିଶାଜଗା ଦର୍ଶନ କରିବେ ଭକ୍ତ, ଜାରି ହେଲା ନୂଆ ଏସଓପିmahabharatanewsFebruary 18, 2022 by mahabharatanewsFebruary 18, 20220276 ପୁରୀ: ଜଗା ଦର୍ଶନ ପାଇଁ ଜାରି ହେଲା ନୂଆ ଏସଓପି । ୨୧ଫେବୃଆରୀ ରୁ ଲାଗୁ ହେବ ଏହି ନୂଆ ନିୟମ । ଦର୍ଶନ ପାଇଂ ଦେଖେଇବାକୁ ପଡିବନି କୋଭିଡ ଟୀକା ପ୍ରମାଣ ପତ୍ର...
ଅପରାଧରାଜନୀତିବିଜେପି କର୍ଯ୍ୟାଳୟକୁ ପୋଡିବାକୁ ଉଦ୍ୟମmahabharatanewsSeptember 27, 2021 by mahabharatanewsSeptember 27, 20210158 ଗୋପ(ଜୟନ୍ତ କୁମାର ସେଠୀ): ବିଜେପି କାର୍ଯ୍ୟାଳୟକୁ ପୋଡ଼ିବାକୁ କିଛି ଦୁର୍ବୁତ୍ତ ଉଦ୍ୟମ କରିଛନ୍ତି । ବିୟର ବୋତଲରେ ପେଟ୍ରୋଲ ପୁରାଇ ନିଆଁ ଲଗାଇ ପିପିଲି ସାତଶଙ୍ଖ ବିଜେପି କାର୍ଯ୍ୟାଳୟ ଉପରକୁ ଫିଙ୍ଗି ଦୁର୍ବୁତ୍ତମାନେ ନିଆଁ...
ରାଜନୀତିନିର୍ବାଚନ ପାଇଁ ତିନି ଦଳ ମଧ୍ୟରେ ଜୋରଦାର ଲଢେଇmahabharatanewsSeptember 27, 2021 by mahabharatanewsSeptember 27, 20210187 ଗୋପ(ଜୟନ୍ତ କୁମାର ସେଠୀ): ନିର୍ବାଚନୀ ପ୍ରଚାରରେ କମ୍ପୁଛି ପିପିଲି । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଦ୍ଵାର ଦ୍ଵାର ଭୋଟ ଭିକ୍ଷା କରୁଛନ୍ତି । ବିଜେଡି ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ମନ୍ତ୍ରୀ ସମୀର ରଞ୍ଜନ...
ଓଡିଶାଏମାର ମଠରେ ତଲାସୀ ଅଭିଯାନ ଆରମ୍ଭmahabharatanewsSeptember 16, 2021 by mahabharatanewsSeptember 16, 20210229 ଗୋପ(ଜୟନ୍ତ କୁମାର ସେଠୀ): ରୁପା ଇଟାକୁ ନେଇ ପୁରୀ ଶ୍ରୀମନ୍ଦିର ନିକଟରେ ଥିବା ଏମାର ମଠ ଚର୍ଚ୍ଚାରେ ଥିବା ବେଳେ ଆଜି ପୁଣି ଗୁପ୍ତ ଧନ ତଲାସୀ ଅଭିଯାନ ଆରମ୍ଭ ହୋଇଛି । ମଠର...
ଓଡିଶାକ୍ରାଫ୍ଟ ଭିଲେଜ ବୁଲି ଦେଖିଲେ ରାଜ୍ୟପାଳmahabharatanewsSeptember 11, 2021 by mahabharatanewsSeptember 11, 20210199 ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ଗସ୍ତରେ ଥିବା ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଆଜି ପଦ୍ମ ବିଭୂଷଣ ସୁଦର୍ଶନ ସାହୁଙ୍କ କ୍ରାଫ୍ଟ ଭିଲେଜ ପରିଦର୍ଶନରେ ପହଞ୍ଚିଛନ୍ତି । ପୁରୀ ଷ୍ଟେସନ ରୋଡରେ ଥିବା ଏହି...
ଓଡିଶାପୂଜା ପାଇଁ ପୁରୀ ପ୍ରଶାସନର ନିଷ୍ପତ୍ତିmahabharatanewsSeptember 11, 2021 by mahabharatanewsSeptember 11, 20210188 ଗୋପ(ଜୟନ୍ତ କୁମାର ସେଠୀ): ପୂଜା ପର୍ବାଣୀ ଆୟୋଜନ ନେଇ ରାଜ୍ୟ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ଆସିବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଛି...
ଓଡିଶାଫେକ୍ ଆରଟି-ପିସିଆର୍ ରିପୋର୍ଟ ଦେଖାଇ ଶ୍ରୀମନ୍ଦିରରେ ପଶିବାକୁ ଉଦ୍ୟମmahabharatanewsSeptember 10, 2021September 10, 2021 by mahabharatanewsSeptember 10, 2021September 10, 20210217 (ପୁରୀ): ମହାମାରୀ କରୋନାର ଦ୍ୱିତୀୟ ଲହରର ଗାଇଡଲାଇନର ଅବଧି ଶେଷ ହୋଇନାହିଁ । ମାତ୍ର ଓଡ଼ିଶାରେ କରୋନା ପଜିଟିଭଙ୍କ ସଂଖ୍ୟା କମୁଥିବାରୁ କରୋନା ଗାଇଡଲାଇନ୍ କୋହଳ କରିଛନ୍ତି ସରକାର । ସେ ମଧ୍ୟରେ ପୁରୀ...
ଓଡିଶାଆଜି ପାଇଁ ୪ ଘଣ୍ଟା ବନ୍ଦ ବଡ ଦେଉଳmahabharatanewsAugust 25, 2021 by mahabharatanewsAugust 25, 20210196 ପୁରୀ: ଆଜି ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର । ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ବେଳେ ଏହି ସମୟରେ ସର୍ବସାଧାରଣ ଦର୍ଶନ ମଧ୍ୟ ବନ୍ଦ ରହିବ...
ଅପରାଧସାର ବିକ୍ରିରେ ହେରଫେରmahabharatanewsAugust 17, 2021 by mahabharatanewsAugust 17, 20210229 ମାଳକାନାଗିରି: ରିହାତି ମୂଲ୍ୟରେ ଚାଷୀମାନଙ୍କୁ ସାର ଯୋଗାଇଦେବା ପାଇଁ ସରକାର ଅନେକ ପ୍ରକାର ଯୋଜନା ରହିଛି । କିନ୍ତୁ ମାଳକାନାଗିରିରେ ଦେଖିବାକୁ ସମ୍ପୂର୍ଣ୍ଣ ବିପରୀତ ଘଟଣା । ଗରିବ ଆଦିବାସୀ ଚାଷୀମାନେ ଫେଡେରେସନ ଏବଂ...
ଖେଳକଳାକୃତିରେ ଭାରତୀୟ ଖେଳାଳୀଙ୍କୁ ଶୁଭେଚ୍ଛାmahabharatanewsJuly 23, 2021 by mahabharatanewsJuly 23, 20210240 ପୁରୀ (ମହାଭାରତ): ଟୋକିଓରେ ଆରମ୍ଭ ହୋଇଯାଇଛି ୩୨ତମ ଅଲିମ୍ପିକ୍ସ । ୨୦୨୧ ଅଲିମ୍ପିକ୍ସ କ୍ରୀଡା ପ୍ରତିଯୋଗିତାକୁ ନେଇ ଓଡିଶାର ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କରିଛନ୍ତି ଏକ ନିଆରା...