ରାଜନୀତିନିର୍ବାଚନ ପାଇଁ ତିନି ଦଳ ମଧ୍ୟରେ ଜୋରଦାର ଲଢେଇmahabharatanewsSeptember 27, 2021 by mahabharatanewsSeptember 27, 20210229 ଗୋପ(ଜୟନ୍ତ କୁମାର ସେଠୀ): ନିର୍ବାଚନୀ ପ୍ରଚାରରେ କମ୍ପୁଛି ପିପିଲି । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଦ୍ଵାର ଦ୍ଵାର ଭୋଟ ଭିକ୍ଷା କରୁଛନ୍ତି । ବିଜେଡି ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ମନ୍ତ୍ରୀ ସମୀର ରଞ୍ଜନ...
ଓଡିଶାଏମାର ମଠରେ ତଲାସୀ ଅଭିଯାନ ଆରମ୍ଭmahabharatanewsSeptember 16, 2021 by mahabharatanewsSeptember 16, 20210261 ଗୋପ(ଜୟନ୍ତ କୁମାର ସେଠୀ): ରୁପା ଇଟାକୁ ନେଇ ପୁରୀ ଶ୍ରୀମନ୍ଦିର ନିକଟରେ ଥିବା ଏମାର ମଠ ଚର୍ଚ୍ଚାରେ ଥିବା ବେଳେ ଆଜି ପୁଣି ଗୁପ୍ତ ଧନ ତଲାସୀ ଅଭିଯାନ ଆରମ୍ଭ ହୋଇଛି । ମଠର...
ଓଡିଶାକ୍ରାଫ୍ଟ ଭିଲେଜ ବୁଲି ଦେଖିଲେ ରାଜ୍ୟପାଳmahabharatanewsSeptember 11, 2021 by mahabharatanewsSeptember 11, 20210232 ଗୋପ(ଜୟନ୍ତ କୁମାର ସେଠୀ): ପୁରୀ ଗସ୍ତରେ ଥିବା ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଆଜି ପଦ୍ମ ବିଭୂଷଣ ସୁଦର୍ଶନ ସାହୁଙ୍କ କ୍ରାଫ୍ଟ ଭିଲେଜ ପରିଦର୍ଶନରେ ପହଞ୍ଚିଛନ୍ତି । ପୁରୀ ଷ୍ଟେସନ ରୋଡରେ ଥିବା ଏହି...
ଓଡିଶାପୂଜା ପାଇଁ ପୁରୀ ପ୍ରଶାସନର ନିଷ୍ପତ୍ତିmahabharatanewsSeptember 11, 2021 by mahabharatanewsSeptember 11, 20210219 ଗୋପ(ଜୟନ୍ତ କୁମାର ସେଠୀ): ପୂଜା ପର୍ବାଣୀ ଆୟୋଜନ ନେଇ ରାଜ୍ୟ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ଆସିବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା ହୋଇଛି...
ଓଡିଶାଫେକ୍ ଆରଟି-ପିସିଆର୍ ରିପୋର୍ଟ ଦେଖାଇ ଶ୍ରୀମନ୍ଦିରରେ ପଶିବାକୁ ଉଦ୍ୟମmahabharatanewsSeptember 10, 2021September 10, 2021 by mahabharatanewsSeptember 10, 2021September 10, 20210241 (ପୁରୀ): ମହାମାରୀ କରୋନାର ଦ୍ୱିତୀୟ ଲହରର ଗାଇଡଲାଇନର ଅବଧି ଶେଷ ହୋଇନାହିଁ । ମାତ୍ର ଓଡ଼ିଶାରେ କରୋନା ପଜିଟିଭଙ୍କ ସଂଖ୍ୟା କମୁଥିବାରୁ କରୋନା ଗାଇଡଲାଇନ୍ କୋହଳ କରିଛନ୍ତି ସରକାର । ସେ ମଧ୍ୟରେ ପୁରୀ...
ଓଡିଶାଆଜି ପାଇଁ ୪ ଘଣ୍ଟା ବନ୍ଦ ବଡ ଦେଉଳmahabharatanewsAugust 25, 2021 by mahabharatanewsAugust 25, 20210232 ପୁରୀ: ଆଜି ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର । ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ବେଳେ ଏହି ସମୟରେ ସର୍ବସାଧାରଣ ଦର୍ଶନ ମଧ୍ୟ ବନ୍ଦ ରହିବ...
ଅପରାଧସାର ବିକ୍ରିରେ ହେରଫେରmahabharatanewsAugust 17, 2021 by mahabharatanewsAugust 17, 20210254 ମାଳକାନାଗିରି: ରିହାତି ମୂଲ୍ୟରେ ଚାଷୀମାନଙ୍କୁ ସାର ଯୋଗାଇଦେବା ପାଇଁ ସରକାର ଅନେକ ପ୍ରକାର ଯୋଜନା ରହିଛି । କିନ୍ତୁ ମାଳକାନାଗିରିରେ ଦେଖିବାକୁ ସମ୍ପୂର୍ଣ୍ଣ ବିପରୀତ ଘଟଣା । ଗରିବ ଆଦିବାସୀ ଚାଷୀମାନେ ଫେଡେରେସନ ଏବଂ...
ଖେଳକଳାକୃତିରେ ଭାରତୀୟ ଖେଳାଳୀଙ୍କୁ ଶୁଭେଚ୍ଛାmahabharatanewsJuly 23, 2021 by mahabharatanewsJuly 23, 20210278 ପୁରୀ (ମହାଭାରତ): ଟୋକିଓରେ ଆରମ୍ଭ ହୋଇଯାଇଛି ୩୨ତମ ଅଲିମ୍ପିକ୍ସ । ୨୦୨୧ ଅଲିମ୍ପିକ୍ସ କ୍ରୀଡା ପ୍ରତିଯୋଗିତାକୁ ନେଇ ଓଡିଶାର ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କରିଛନ୍ତି ଏକ ନିଆରା...
ଓଡିଶାବନ୍ୟା ଘେରରେ ପୁରୀ ଉପକଣ୍ଠ ଗୋପୀନାଥପୁର ପଞ୍ଚାୟତmahabharatanewsSeptember 3, 2020 by mahabharatanewsSeptember 3, 20200360 (ରଜନୀ କାନ୍ତ ପାତ୍ର/ଗୋପୀନାଥପୁର): ପୁରୀ ଉପକଣ୍ଠ ଗୋପୀନାଥପୁର ପଞ୍ଚାୟତରେ ବନ୍ୟା ପରିସ୍ଥିତିର ସଙ୍ଗୀନ ଚିତ୍ର । ଉକ୍ତ ପଞ୍ଚାୟତର ମୁକୁନ୍ଦ ମିଶ୍ର ନଗରରେ ବନ୍ୟା ଜଳ ପଶି ଯାଇ ଥିବା ହେତୁ ଲୋକ ମାନେ...
ଓଡିଶାମହାପ୍ରଭୁଙ୍କ ନବ ଯୌବନ ଦର୍ଶନmahabharatanewsJune 21, 2020 by mahabharatanewsJune 21, 20200380 (ଗୋପ/ ଜୟନ୍ତ ପ୍ରଧାନ): ଅଣସରରେ ଥିବା ମହାପ୍ରଭୁ ସୁସ୍ଥ ହୋଇ ଛନ୍ତି। ନବ ଯୌବନ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ତେବେ କରୋନା କଟକଣା ହେତୁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି। ଏଣୁ ପତିତପାବନଙ୍କୁ...