ଓଡିଶାଶ୍ରୀମନ୍ଦିରରେ ପୁଣି ସିଂହଦ୍ୱାର ପ୍ରତିହାରୀ ସେବାmahabharatanewsApril 15, 2024 by mahabharatanewsApril 15, 20240202 ଏବେ ଠାରୁ ଅଣ ହିନ୍ଦୁଙ୍କୁ ରୋକିବା ପାଇଁ ଆରମ୍ଭ ହେଲା ସ୍ଵତନ୍ତ୍ର ବ୍ୟବସ୍ଥା। ଆଜିଠାରୁ ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହୋଇଛି ସିଂହଦ୍ୱାର ପ୍ରତିହାରୀ ସେବା। ଆଜିଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ସକାଳୁ ଦ୍ୱାର...
ଓଡିଶାଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ଗ୍ରହଣ କରିବେ ହନୁମାନmahabharatanewsApril 14, 2024 by mahabharatanewsApril 14, 20240113 (ପୁରୀ) : ପଣା ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି । ସେଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି । ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ...
ଓଡିଶାଆସନ୍ତାକାଲି ବନକଲାଗି ନୀତି; ୪ ଘଣ୍ଟା ଶ୍ରୀଜିଉ ଦର୍ଶନ ମନାmahabharatanewsApril 9, 2024 by mahabharatanewsApril 9, 20240143 (ପୁରୀ) : ଆସନ୍ତା କାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବନକଲାଗି ନୀତି । ଯେଉଁଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଆସନ୍ତା କାଲି ଚୈତ୍ର ଶୁକ୍ଳ ଦ୍ବିତୀୟା ତିଥ୍।...
ଓଡିଶାବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକmahabharatanewsApril 9, 2024 by mahabharatanewsApril 9, 20240116 (ପୁରୀ) : ପୁରୀ ଶ୍ରୀମନ୍ଦିର ପାଇଁ ପୁଣି ବଡ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଇଏଏସ ଅଫିସର ବୀର ବିକ୍ରମ ଯାଦବ ହେଇଛନ୍ତି ଶ୍ରୀମନ୍ଦିରର ପ୍ରଶାସନର...
ଓଡିଶା୪ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ mahabharatanewsApril 1, 2024April 1, 2024 by mahabharatanewsApril 1, 2024April 1, 20240166 (ପୁରୀ) : ପୁରୀ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ । ମହାବାହୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ସୋମବାର ଦିନ ୪ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ । ଶ୍ରୀଜୀଉମାନଙ୍କର ଖସାପଡା ଲାଗି ନୀତି ଅନୁଷ୍ଠିତ...
ଓଡିଶାମହାପ୍ରଭୁଙ୍କ ବନକଲାଗି ନୀତି; ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ mahabharatanewsMarch 27, 2024 by mahabharatanewsMarch 27, 20240135 (ପୁରୀ) : ଆଜି ମହାପ୍ରଭୁଙ୍କ ହେବ ବନକଲାଗି ନୀତି । ଚୈତ୍ର କୃଷ୍ଣ ଦ୍ୱିତୀୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିଲାଗି ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ...
ଓଡିଶାଭାରତଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜୁଉmahabharatanewsMarch 25, 2024 by mahabharatanewsMarch 25, 20240215 (ପୁରୀ) : ଆଜି ପବିତ୍ର ଦୋଳ ପୂର୍ଣ୍ଣମୀ । ତେବେ ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି । ରତ୍ନ ସିଂହାସନରେ ଶ୍ରୀଜିଉ ମାନେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।...
ଓଡିଶାମନ୍ଦିର ପରିସରରେ ବିଦେଶୀ ପର୍ଯ୍ୟଟକ mahabharatanewsMarch 23, 2024March 23, 2024 by mahabharatanewsMarch 23, 2024March 23, 20240153 (ପୁରୀ) : ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ମନ୍ଦିର ପରିସରରେ ପଶିଲେ ବିଦେଶୀ ପର୍ଯ୍ୟଟକ । ସେବାୟତଙ୍କ ଦ୍ୱାରା ଜଣେ ବିଦେଶୀ ମହିଳା ପର୍ଯ୍ୟଟକଙ୍କୁ ଚିହ୍ନଟ କରାଯାଇଛି । ଏହା...
ଓଡିଶାପ୍ରଜ୍ଞାଶ୍ରୀ ପ୍ରିୟମ୍ବଦାଙ୍କୁ ପୁରୀ ପୌର କାର୍ଯ୍ୟିନିର୍ବାହି ଅଧିକାରୀ ଭାବରେ ନିଯୁକ୍ତିmahabharatanewsMarch 15, 2024 by mahabharatanewsMarch 15, 20240183 ପୁରୀ / ସଞ୍ଜୟ ମହାପାତ୍ର : ପୁଣି ବଦଳିଲେ ପୁରୀ ପୌର କାର୍ଯ୍ୟିନିର୍ବାହି ଅଧିକାରୀ ।ଗତ ଦୁଇମାସ ରେ ବଦଳିଲେଣି ୩ ଅଧିକାରୀ । ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ବଦଳୁଛନ୍ତି...
ଓଡିଶାସେବାୟତଙ୍କ ପାଇଁ ବଢ଼ିଲା ସ୍ୱାସ୍ଥ୍ୟବୀମା ରାଶିmahabharatanewsMarch 13, 2024 by mahabharatanewsMarch 13, 20240164 (ପୁରୀ) : ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ସ୍ୱାସ୍ଥ୍ୟବୀମା ରାଶି ପରିମାଣ ବଢିଲା । ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୀମା ରାଶି ବଢାଇଲେ ରାଜ୍ୟ ସରକାର । ଗୁରୁତର ରୋଗ କ୍ଷେତ୍ରରେ ଅତିରିକ୍ତ...