ଓଡିଶାଆଜି ବନକଲାଗି ନୀତି; ୩ ଘଣ୍ଟା ଧରି ଦର୍ଶନ ବନ୍ଦ mahabharatanewsMarch 13, 2024 by mahabharatanewsMarch 13, 20240213 (ପୁରୀ) : ଆଜି ମହାପ୍ରଭୁଙ୍କ ବନକଲାଗି ନୀତି । ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବାୟତ । ଶ୍ରୀଜିଉଙ୍କ ବନକଲାଗି ପାଇଁ ଶ୍ରୀମନ୍ଦିରରେ ୩ ଘଣ୍ଟା ଧରି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ...
ଓଡିଶାଭାଇରଲ ହେଲା ନବୀନ ଏବଂ ଫାଇଭ ଟିଙ୍କ ଭିଡିଓ mahabharatanewsMarch 10, 2024 by mahabharatanewsMarch 10, 20240105 (ପୁରୀ) : ରାଜ୍ୟରେ ବିଜେଡି ଓ ବିଜେପି ମେଣ୍ଟକୁ ବିଭିନ୍ନ ମତ ପ୍ରକାଶ ପାଉଥିବା ବେଳେ ଏବେ ଏହି ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ । ବିଜେଡି ଏବଂ ବିଜେପି ମଧ୍ୟରେ...
ଓଡିଶାବାଲୁକା କଳାରେ ପବିତ୍ର ମହାଶିବରାତ୍ରୀ mahabharatanewsMarch 8, 2024 by mahabharatanewsMarch 8, 20240164 (ପୁରୀ) : ଆଜି ପବିତ୍ର ମହାଶିବରାତ୍ରୀ । ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଏହି ଅବସରରେ ବାଲୁକା କଳାରେ ଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ...
ଓଡିଶାଆଜି ପବିତ୍ର ପଙ୍କେ ଉଦ୍ଧାର ଏକାଦଶୀmahabharatanewsMarch 6, 2024 by mahabharatanewsMarch 6, 20240160 (ପୁରୀ) : ଆଜି ପବିତ୍ର ପଙ୍କେ ଉଦ୍ଧାର ଏକାଦଶୀ । ପୁରୀର ଶ୍ରୀଲୋକନାଥଙ୍କ ପୀଠରେ ପଙ୍କେ ଉଦ୍ଧାର ଏକାଦଶୀ ନୀତି ପାଳନ ହେବ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେଣୁ...
ଓଡିଶାଏଣିକି କାଠ ଚେୟାରରେ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ mahabharatanewsFebruary 29, 2024 by mahabharatanewsFebruary 29, 20240113 (ପୁରୀ) : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ ଦିବ୍ୟାଙ୍ଗ ଭକ୍ତଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହ୍ବିଲ ଚେୟାର ନୁହଁ...
ଓଡିଶାଆଜି ଶ୍ରୀବିଗ୍ରହଙ୍କ ଗଜ ଉଦ୍ଧାରଣ ବେଶmahabharatanewsFebruary 24, 2024 by mahabharatanewsFebruary 24, 20240115 (ପୁରୀ) : ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀବିଗ୍ରହଙ୍କ ଗଜ ଉଦ୍ଧାରଣ ବେଶ । ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ହେବା ପରେ ସିଂହାରୀ ସେବକଙ୍କ ଦ୍ୱାରା ଏହି ବେଶ...
ଓଡିଶାଶ୍ରୀ ଲୋକନାଥଙ୍କର ଆଜି ପଦ୍ମବେଶmahabharatanewsFebruary 23, 2024 by mahabharatanewsFebruary 23, 20240157 (ପୁରୀ) : ଆଜି ମାଘ ପୁର୍ଣିମା । ଦେବ ଦେବ ମହାଦେବ ଶ୍ରୀ ଲୋକନାଥଙ୍କର ମଧ୍ୟ ଆଜି ପଦ୍ମବେଶ କରାଯିବ। ସୋଲରେ ନିର୍ମିତ ପଦ୍ମବେଶରେ ବିଭୂଷିତ ହେବେ ଶ୍ରୀଲୋକନାଥ। କାହିଁ କେଉଁ ଅନାଦି କାଳରୁ...
ଓଡିଶାଆଜି ଗଜଉଧାରଣ ବେଶ ଦର୍ଶନ ଦେବେ ଶ୍ରୀଜିଉmahabharatanewsFebruary 23, 2024 by mahabharatanewsFebruary 23, 20240145 (ପୁରୀ): ଆଜି ପବିତ୍ର ମାଘ ପୁର୍ଣିମା । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଗଜଉଧାରଣ ବେଶ ଅନୁଷ୍ଠିତ ହେବ । ଏହି ବେଶରେ ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ...
ଓଡିଶାଆଜି ବନକଲାଗି ନୀତି :ଶ୍ରୀଜିଉଙ୍କୁ ୩ ଘଣ୍ଟା ଦର୍ଶନ ମନାmahabharatanewsFebruary 21, 2024February 21, 2024 by mahabharatanewsFebruary 21, 2024February 21, 20240141 (ପୁରୀ) : ଆଜି ୩ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ମାଘ ଶୁକ୍ଳ ଦ୍ୱାଦଶୀରେ ବନକଲାଗି ନୀତି ପାଇଁ...
ଓଡିଶାପୁରୀରୁ କୋଣାର୍କକୁ ଗଡିବ ଟ୍ରେନ mahabharatanewsFebruary 20, 2024 by mahabharatanewsFebruary 20, 20240123 (ପୁରୀ) : ପୁରୀରୁ କୋଣାର୍କ ଚାଲିବ ଟ୍ରେନ । ନୂଆ ରେଳ ଲାଇନ ଘୋଷଣା କଲେ ରେଳମନ୍ତ୍ରୀ । ପୁରୀ-କୋଣାର୍କ ରେଳ ପ୍ରକଳ୍ପ ସ୍ଵପ୍ନ ପୂରା ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।...