ଓଡିଶାଶ୍ରୀକ୍ଷେତ୍ର ବିମାନ ବନ୍ଦର ; ୨୧ରୁ ଟେଣ୍ଡର ଆବେଦନ ଆରମ୍ଭmahabharatanewsFebruary 19, 2024 by mahabharatanewsFebruary 19, 20240177 (ପୁରୀ) : ଶ୍ରୀକ୍ଷେତ୍ରରେ ହେବାକୁ ଥିବା ବିମାନ ବନ୍ଦର ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ୨୨ ଶହ...
ଓଡିଶାଶ୍ରୀମନ୍ଦିରରେ ପହଞ୍ଚିଲା ଆସିଛି କଳାଜିରା ଚାଉଳmahabharatanewsFebruary 2, 2024 by mahabharatanewsFebruary 2, 20240182 (ପୁରୀ) : ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଜଗନ୍ନାଥ ମନ୍ଦିରକୁ ଆସିଛି କଳାଜିରା ଚାଉଳ । କୋରାପୁଟରୁ ଆସିଥିବା କଳାଜିରା ଚାଉଳ ଶୁକ୍ରବାର ଦିନ ପୁରୀରେ ଆସି ପହଞ୍ଚିଛି । ଶ୍ରୀମନ୍ଦିର ପ୍ରଶାସନର ଦାନ ପ୍ରକୋଷ୍ଠରେ...
ଓଡିଶାଶାବର ଶ୍ରୀକ୍ଷେତ୍ରରୁ ମହାବାହୁଙ୍କ ପାଇଁ କଳାଜିରା ଚାଉଳmahabharatanewsFebruary 2, 2024 by mahabharatanewsFebruary 2, 20240175 (ପୁରୀ) : ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଜଗନ୍ନାଥ ମନ୍ଦିରକୁ ଆସୁଛି କଳାଜିରା ଚାଉଳ । ଏହି ଚାଉଳରେ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ ମହାପ୍ରସାଦ । ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଉତ୍ପାଦିତ ହୋଇଥିବା ଏହି କୋରାପୁଟ...
ଓଡିଶା୬ଟାରୁ ଶ୍ରୀଜିଉଙ୍କୁ ଦର୍ଶନ ମନାmahabharatanewsJanuary 31, 2024January 31, 2024 by mahabharatanewsJanuary 31, 2024January 31, 20240115 (ପୁରୀ) : ମହାପ୍ରଭୁଙ୍କ ହେବ ଶ୍ରୀମୁଖ ଶୃଙ୍ଗାର । ମାଘ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିଲାଗି ବନ୍ଦ ରହିବ ସାଧାରଣ ଦର୍ଶନ । ସନ୍ଧ୍ୟା ୬...
ଓଡିଶାବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତିmahabharatanewsJanuary 30, 2024January 30, 2024 by mahabharatanewsJanuary 30, 2024January 30, 20240136 (ପୁରୀ) : ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ପ୍ରାୟତଃ ୩ ରୁ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଏହି ବନକଲାଗି ନୀତି ସମୟରେ ଠାକୁରଙ୍କ ଦର୍ଶନ...
ଓଡିଶାରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜିଉmahabharatanewsJanuary 25, 2024 by mahabharatanewsJanuary 25, 20240164 (ପୁରୀ) : ଆଜି ପବିତ୍ର ପୌଷ ପୂର୍ଣ୍ଣିମା । ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜୀଉ । ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ଏକ ଅନନ୍ୟ ଯାତ୍ରା ଯେଉଁଥି ପାଇଁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେତ...
ଓଡିଶାଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକmahabharatanewsJanuary 23, 2024 by mahabharatanewsJanuary 23, 20240130 (ପୁରୀ) : ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣରେ ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁଙ୍କ ଦର୍ଶନ କରିବେ ପରେ ଶ୍ରୀଜଗନ୍ନାଖ ବଲ୍ଲଭ ପ୍ରମୋଦ ଉଦ୍ୟାନ ବୁଲି ଦେଖିବେ...
ଭାରତଶ୍ରୀରାମଚନ୍ଦ୍ରଙ୍କ ପ୍ରତିକୃତୀ କରି ବିଶ୍ୱ ରେକର୍ଡ କଲେ ପଦ୍ମଶ୍ରୀ ସୁଦର୍ଶନmahabharatanewsJanuary 22, 2024 by mahabharatanewsJanuary 22, 20240148 (ପୁରୀ) : ଓଡ଼ିଶାର ଖ୍ୟାତନାମା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ୱାର୍ଲ ରେକର୍ଡରେ ସ୍ଥାନ ପାଇଛି । ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ବାଲୁକା କଳାରେ ନିର୍ମିତ ପ୍ରଭୁ...
ଓଡିଶା ଶ୍ରୀମନ୍ଦିରରେ ମୁଖ୍ୟମନ୍ତ୍ରୀଙ୍କ ଆଖି ଛଳ ଛଳ mahabharatanewsJanuary 17, 2024January 17, 2024 by mahabharatanewsJanuary 17, 2024January 17, 20240112 (ପୁରୀ) : ପ୍ରକଳ୍ପ ଲୋକାର୍ପଣ ବେଳେ ଖୁସିରେ କାନ୍ଦି ପକାଇଲେ ମୁଖ୍ୟମନ୍ତ୍ରୀ । ୭୦୦ ବର୍ଷର ବ୍ୟବଧାନରେ ପୁଣି ନୂଆ ରୂପ ପାଇଛି ଶ୍ରୀମନ୍ଦିର ଚତୁଃପାର୍ଶ୍ବ । ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ...
ଓଡିଶାବର୍ଷା ସ୍ୱରୂପ ମହାପ୍ରଭୁଙ୍କ ଆଶୀର୍ବାଦmahabharatanewsJanuary 17, 2024 by mahabharatanewsJanuary 17, 20240147 (ପୁରୀ) : ପୁରୀରେ ଲାଗିରହିଛି ଝିପିଝିପି ବର୍ଷା । ସବୁଠି ଭକ୍ତିମୟ ପରିବେଶ । ଲାଗୁଛି ଯେମିତି ମହାପ୍ରଭୁ ଆକାଶରୁ ଅଜାଡି ହେଉଛି ଆଶୀର୍ବାଦ । ବର୍ଷା, ଶୀତକୁ ଖାତିର ନକରି ପୁରୀରେ ପହଞ୍ଚୁଛନ୍ତି...