ଭାରତଓଡିଶାର ନୂଆ ରାଜ୍ୟପାଳ ଶ୍ରୀ ରଘୁବର ଦାସmahabharatanewsOctober 19, 2023 by mahabharatanewsOctober 19, 20230105 (ଦିଲ୍ଲୀ) : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ନିଯୁକ୍ତ କରାଯାଇଛି। ରଘୁବରଙ୍କ ନିଯୁକ୍ତି ନେଇ ଗତକାଲି ରାତିରେ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାନୁଯାୟୀ , ...