ଅପରାଧମିଶନ ଶକ୍ତିରେ ଘର ନ ହୋଇ ବିଲmahabharatanewsAugust 25, 2021August 25, 2021 by mahabharatanewsAugust 25, 2021August 25, 20210216 ଭାପୁର : ମିଶନ ଶକ୍ତିରେ ବଡଧରଣ ଦୁର୍ନୀତି ସାମ୍ନାକୁ ଆସିଛି । ସରକାରଙ୍କ ମିଶନ ଶକ୍ତି ତରଫରୁ ପ୍ରତି ପଞ୍ଚାୟତରେ ସାଢେ ୪ ଲକ୍ଷ ଟଙ୍କାରହ ଗୃହ ନିର୍ମାଣ ପାଇଁ ଅର୍ଥ ମଂଜୁର ହୋଇଥିବା...
ରାଜନୀତିପୁଣିଥରେ ଜାତିଭିତ୍ତିକ ଜନଗଣନା ଦାବିmahabharatanewsAugust 24, 2021 by mahabharatanewsAugust 24, 20210159 ଭୁବନେଶ୍ୱର (ରିପୋର୍ଟସ ଟୁଡେ) : ପଛୁଆ ବର୍ଗଙ୍କୁ ମିଳିବ ନ୍ୟାୟ। ନ୍ୟାୟ ଦେବାକୁ ବଦ୍ଧପରିକର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଙଈଉ ନ୍ୟାୟ ପାଇଁ ଲଢେଇରେ ସାମିଲ ହେବାକୁ ସବୁ ଦଳ ଓ ସଂଗଠନକୁ ଆହ୍ୱାନ...
ଅପରାଧଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପି କାର୍ୟ୍ୟାଳୟର ସୁପରଭାଇଜରmahabharatanewsAugust 24, 2021 by mahabharatanewsAugust 24, 20210176 ଭଦ୍ରକ (ରିପୋର୍ଟସ ଟୁଡେ) : ଭିଜିଲାନ୍ସ ଜାଲରେ ସୁପରଭାଇଜର । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭଦ୍ରକ ସି ଡି ପି ଓ କାର୍ୟ୍ୟାଳୟର ସୁପର ଭାଇଜର ମଲିଲତା ଦାସଙ୍କ ଘରେ ଭିଜିଲାନ୍ସ...
ରାଜନୀତିତାଲିବାନକୁ ସରକାରର ମାନ୍ୟତା ଦେବାକି ଭାରତ ?mahabharatanewsAugust 23, 2021 by mahabharatanewsAugust 23, 20210223 ନୂଆଦିଲ୍ଲୀ : ୨୦ ବର୍ଷ ପରେ ତାଲିବାନ ନିଜର ଶାସନକୁ ଫେରିଛି । ମଧ୍ୟ ଏସିଆ, ଓ ଦକ୍ଷିଣ ଏସିଆର ଦେଶ ମାନେ ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି । ତାଲିବାନକୁ ମାନ୍ୟତା ଦେବା ଓ...
ରାଜନୀତିମୋଦୀ ସର୍ବଦଳୀୟ ବୈଠକ ଡକାଇବାକୁ ନେଲେ ନିଷ୍ପତ୍ତିmahabharatanewsAugust 23, 2021 by mahabharatanewsAugust 23, 20210161 ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ସେଠାରେ ଅରାଜକତା ବୃଦ୍ଧି ପାଇବାରେ ଲାଗିଛି । ଆଫଗାନିସ୍ତାନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସର୍ବଦଳୀୟ ବୈଠକ ଡକାଇବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ବୈଦେଶିକ...
ଓଡିଶାବର୍ଷା ସହିତ କାଳବୈଶାଖୀ ସମ୍ଭାବନାmahabharatanewsAugust 23, 2021 by mahabharatanewsAugust 23, 20210171 ଭୁବନେଶ୍ବର: ରାଜ୍ୟରେ ବର୍ଷାର ଆଭାବକୁ ନେଇ ଚାଷୀକୂଳ ହନ୍ତସନ୍ତ ହେବାକୁ ଲାଗିଲେଣି । ଗତ କିଛି ମାସ ହେବ ଲଘୁଚାପ ସୃଷ୍ଟି ହେଉଥିଲେ ବି ତାହା ଉପକୂଳ ଛୁଇଁବା ମାତ୍ରେ ଦୁର୍ବଳ ହୋଇଯାଉଛି ।...
ଓଡିଶାତୃତୀୟ ଲହର ଆସିବା ସମ୍ଭାବନା ବହୁତ କମ୍ : ଆଇଆଇଟି କାନପୁରmahabharatanewsAugust 23, 2021 by mahabharatanewsAugust 23, 20210206 ନୂଆଦିଲ୍ଲୀ : ଅକ୍ଟୋବରରେ ତୃତୀୟ ଲହର ଆସିବା ନେଇ ନ୍ୟାସନାଲ ଇନଷ୍ଟିଚିୟଟ ଡିଜାଷ୍ଟର ମେନେଜ ମେଣ୍ଟ ସତର୍କ ସୂଚନା ଦେଇଛି । ବିଶେଷଜ୍ଞମାନେ ଏନେଇ ଆକଳନ କରିଛନ୍ତି । ଯଦି ସେପ୍ଟେମ୍ବରରେ ତୃତୀୟ ଲହର...
ଓଡିଶାଜାଇକୋଭ୍-ଡି ଟିକାକୁ ସବୁଜ ସଂକେତmahabharatanewsAugust 20, 2021 by mahabharatanewsAugust 20, 20210176 ନୂଆଦିଲ୍ଲୀ : କରୋନା ମହାମାରୀ ବିରୋଧରେ ଦେଶରେ ଚାଲିଥିବା ଟିକାକରଣ ଅଭିଯାନରେ ପୁଣି ଏକ ଟିକା ସାମିଲ ହୋଇଛି । ଭାରତୀୟ ଫାର୍ମାସୁଟିକାଲ କମ୍ପାନି ଜାଇଡସ କାର୍ଡିଲା ଦ୍ବାରା ପ୍ରସ୍ତୁତ କରୋନା ଟିକା ଜାଇକୋଭ୍-ଡିକୁ...
ଓଡିଶାବଙ୍ଗୋପସାଗରରେ ଆଉ ଏକ ଲଘୁଚାପmahabharatanewsAugust 20, 2021 by mahabharatanewsAugust 20, 20210217 ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଲା ପରେ ରାଜ୍ୟ ପାଇଁ ଏକ ଖୁସି ଖବର ଆସିଥିଲା କିନ୍ତୁ ଲଘୁଚାପ ଦୁର୍ବଳ...
ଅପରାଧବହୁଚର୍ଚ୍ଚିତ ନୟାଗଡ଼ର ପରୀ ମର୍ଡର କେସରେ ନୂଆ ମୋଡmahabharatanewsAugust 20, 2021 by mahabharatanewsAugust 20, 20210206 ନୟାଗଡ଼ : ପରୀ ମର୍ଡର କେସରେ ନୂଆ ମୋଡ ନେଲା । ବହୁଚର୍ଚ୍ଚିତ ନୟାଗଡ଼ର ନାବାଳିକା ପରୀ ହତ୍ୟାକାଣ୍ଡର ଗୁରୁବାର ଚାର୍ଜଫ୍ରେମ୍ ହୋଇଛି। ନୟାଗଡ଼ ଚିଲ୍ଡ୍ରେନ୍ସ କୋର୍ଟରେ ଏନେଇ ମାମଲା ହୋଇଥିଲା। ଆସନ୍ତା ସେପ୍ଟେମ୍ବର...