ଭାରତବୃନ୍ଦାବନ: ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତmahabharatanewsJanuary 22, 2022 by mahabharatanewsJanuary 22, 20220234 ମଥୁରା: ଶନିବାର ସକାଳେ ବୃନ୍ଦାବନରେ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ । ମାଲବାହୀ ଟ୍ରେନର ଚାରୋଟି ବଗି ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଲା । ଫଳରେ ଆଗ୍ରା-ଦିଲ୍ଲୀ ରେଳପଥ ବ୍ୟାହତ ହୋଇଛି । ବୃନ୍ଦାବନର କୋତବାଲି...
ଭାରତସୁପ୍ରିମ କୋର୍ଟ ସମ୍ମୁଖରେ ବ୍ୟକ୍ତିଙ୍କ ଆତ୍ମାହୁତୀ ଉଦ୍ୟମmahabharatanewsJanuary 21, 2022 by mahabharatanewsJanuary 21, 20220153 ନୂଆଦିଲ୍ଲୀ: ଶୁକ୍ରବାର ନୋଏଡା ବାସିନ୍ଦା ୫୦ ବର୍ଷୀୟ ବ୍ୟକ୍ତି ସୁପ୍ରିମ କୋର୍ଟ ବାହାରେ ଆତ୍ମାହୁତୀ ଉଦ୍ୟମ କରିଛନ୍ତି । ତେବେ କୋର୍ଟ ପରିସରରେ ନିୟୋଜିତ ପୁଲିସ କର୍ମଚାରୀ ନିଆଁକୁ ଆୟତ୍ତ କରି ସମ୍ପୃକ୍ତି ବ୍ୟକ୍ତିଙ୍କୁ...
ଭାରତଆଜି ସ୍ଥାନାନ୍ତର ହେବ ଅମର ଯବାନ ଜ୍ୟୋତିmahabharatanewsJanuary 21, 2022 by mahabharatanewsJanuary 21, 20220230 ନୂଆଦିଲ୍ଲୀ: ୫୦ ବର୍ଷ ଧରି ଦିଲ୍ଲୀର ଇଣ୍ଡିଆ ଗେଟରେ ଦେଖିବାକୁ ମିଳୁଥିବା ଅମର ଯବାନ ଜ୍ୟୋତି ଜାତୀୟ ସମର ସ୍ମାରକୀରେ ମିଶିବ । ଅର୍ଥାତ୍ ଇଣ୍ଡିଆ ଗେଟରୁ ଉଠିଯବ ଏହି ଐତିହାସିକ ଜ୍ୟୋତି ।...
ଓଡିଶା୧୦ ସବୁଠାରୁ ସଂକ୍ରମିତ ରାଜ୍ୟ ମଧ୍ୟରେ ଓଡିଶାmahabharatanewsJanuary 20, 2022 by mahabharatanewsJanuary 20, 20220131 ନୂଆଦିଲ୍ଲୀ: ଦେଶରେ ମାଡିଚାଲିଛି ଓମିକ୍ରନ ସଂକ୍ରମଣ । ବିଗତ ୨୪ ଘଣ୍ଟାରେ ଦେଶରେ ଦୈନିକ ସଂକ୍ରମଣ ୮ ମାସର ରେକର୍ଡ ଭାଙ୍ଗିଛି । ଦିନକରେ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ...
ବିଶ୍ୱଲାହୋରରେ ସିରିଜ ବିସ୍ଫୋରଣ: ୫ ମୃତmahabharatanewsJanuary 20, 2022 by mahabharatanewsJanuary 20, 20220174 ଇସଲାମାବାଦ: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ । ପାକିସ୍ତାନର ଲାହୋରରେ ଗୁରୁବାର ସିରିଜ ବିସ୍ଫୋରଣ ହୋଇଛି । ଲାହୋର ଗେଟ ନିକଟ ଅନାରକଲି ବଜାରରେ ଏହି ବିସ୍ଫୋରଣ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି...
ରାଜନୀତିଯୋଗୀଙ୍କୁ ଚେକ୍ ଦେବେ ଚନ୍ଦ୍ରଶେଖରmahabharatanewsJanuary 20, 2022 by mahabharatanewsJanuary 20, 20220218 ଲକ୍ଷେ୍ନø: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୋରଖପୁର ଆସନରୁ ଠିଆ କରିଛି ଦଳ । ତେବେ ଯୋଗୀଙ୍କ ବିରୋଧରେ ଆଜାଦ...
ଓଡିଶାବ୍ରହ୍ମୋସ ମିସାଇଲ୍ର ପରୀକ୍ଷଣ ସଫଳmahabharatanewsJanuary 20, 2022 by mahabharatanewsJanuary 20, 20220167 ବାଲେଶ୍ୱର: ବ୍ରହ୍ମୋସ ମିସାଇଲ୍ର ପରୀକ୍ଷଣ ସଫଳ । ବାଲେଶ୍ୱର ଚାନ୍ଦିପୁର ଆଇଟିସିଏମ୍ କ୍ଷେପଣାସ୍ତ୍ର କେନ୍ଦ୍ରରୁ ବ୍ରହ୍ମୋସ ପରୀକ୍ଷଣ ସଫଳତା ସହ ହୋଇଯାଇଛି । ଆଜି ପୂର୍ବାହ୍ନ ୧୦ ଟା ୩୫ ମିନିଟରେ ୩ ନମ୍ବର...
ଅପରାଧଦ୍ୱିତୀୟ ବିବାହ କରି ହରଡ ଘଣାରେ ଖାକିବାବୁmahabharatanewsJanuary 20, 2022 by mahabharatanewsJanuary 20, 20220196 ଭୁବନେଶ୍ୱର: ଖାକି ବାବୁଙ୍କ ପ୍ରତାରଣା । ପ୍ରଥମ ସ୍ତ୍ରୀଙ୍କୁ ଛାଡ ପତ୍ର ନ ଦେଇ ରସିକ ହାବିଲଦାର ଦ୍ୱିତୀୟ ବିବାହ କରି ଫସିଗଲେ ବାବୁ । ଏବେ ବାବୁ ହରଡ ଘଣାରେ । ଏପରି...
ଓଡିଶାନନ୍ଦନକାନନରେ ୪ ଦିନରେ ୪ ପକ୍ଷୀଙ୍କ ମୃତ୍ୟୁmahabharatanewsJanuary 20, 2022 by mahabharatanewsJanuary 20, 20220218 ବାରଙ୍ଗ: କରୋନା କବଜାରେ ନନ୍ଦନକାନନ । ୪ ଦିନରେ ୪ ପକ୍ଷୀଙ୍କ ମୃତ୍ୟୁ । ନନ୍ଦନକାନନର ୩ ମୟୂର ଓ ୧ ମାଟିଆ ଚିଲର ମୃତ୍ୟୁ ହୋଇଛି । ଏବେ ପଶୁ ଚିକିତ୍ସାଳୟ ପରିସରରେ...
ରାଜନୀତିମହାରାଷ୍ଟ୍ର ମେଣ୍ଟ ଗୋଆରେ ହେବ ନାହିଁmahabharatanewsJanuary 20, 2022 by mahabharatanewsJanuary 20, 20220157 ନୂଆଦିଲ୍ଲୀ: ମହାରାଷ୍ଟ୍ର ମେଣ୍ଟ ଗୋଆରେ ହେବ ନାହିଁ । ମହାରାଷ୍ଟ୍ରରେ ହୋଇଥିବା ଏନସିପି, ଶିବସେନା, କଂଗ୍ରେସର ମହା ବିକାଶ ଅଘାଡି ମେଣ୍ଟର ଗୋଆରେ କାମ ଦେବ ନାହିଁ । କଂଗ୍ରେସ ଗୋଆରେ ଏକାକୀ ନିର୍ବାଚନ...