ଓଡିଶାକାହ୍ନଙ୍କ ଛାତିରେ ଧର୍ମେନ୍ଦ୍ରଙ୍କ ଟାଟୁmahabharatanewsOctober 22, 2022 by mahabharatanewsOctober 22, 20220186 ବ୍ୟୁରୋ:ଯୁବକ ଙ୍କ ଦେହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଙ୍କ ଟାଟୁ । ଗଞ୍ଜାମ ଜିଲ୍ଲା ଆସ୍କା ବ୍ଲକ ବାବନପୁର ଗ୍ରାମର ଯୁବକ କାହ୍ନା ନାୟକଙ୍କ ସମାଜସେବା ପ୍ରତି ଆଗ୍ରହ ଥିବା ଜାଣି ଯୁବକଙ୍କୁ ପ୍ରଶଂସା କରିବା...
ଓଡିଶାନବରଙ୍ଗପୁର ସହିଦ ଯବାନଙ୍କୁ ପୁଷ୍ପମାଲ୍ୟା ଅର୍ପଣmahabharatanewsOctober 22, 2022 by mahabharatanewsOctober 22, 20220143 ନବରଙ୍ଗପୁର- ଟୁକୁନା ଖୁରା -ଆଜି ନବରଙ୍ଗପୁର ଠାରେ ପୋଲିସ ବିଭାଗ ଦ୍ୱାରା ୬୩ ତମ ପୋଲିସ ଦିବସ ପାଳନ କରାଯାଇଛି ।ମୁଖ୍ୟ ଅତିଥି ନବରଙ୍ଗପୁର ଏସପି ସୁଶ୍ରୀ ଯୋଗଦେଇଥିଲେ ।୧୯୫୯ ମସିହାରେ ଯେଉଁ ସିଆରପିଏଫ...
ଓଡିଶାସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସଡକ ସୁରକ୍ଷା ବୈଠକmahabharatanewsOctober 21, 2022 by mahabharatanewsOctober 21, 20220182 ସୁବର୍ଣ୍ଣପୁର / ଓମ୍ ପ୍ରକାଶ ମିଶ୍ର : ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି . ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟ ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି...
ଓଡିଶାବାଣ ଜବତ ବେଳେ ୪୫ ଲକ୍ଷ ଜବତmahabharatanewsOctober 21, 2022 by mahabharatanewsOctober 21, 20220166 ଆସିକା /କମଳିନୀ ହୋତା :ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରେ ବାଣ ତିଆରି ହେଉଥିବା ଖବର ପାଇ ଆସିକା ପୋଲିସ ର ଏକ ସ୍ୱତନ୍ତ୍ର ଟିମ ନଳବଣ୍ଟା ର ବିଭିନ୍ନ ସାହିରେ ଚଢ଼ାଉ କରିଥିଲା....
ବିଶ୍ୱଭାରତଭାରତ ତରଫରୁ ନାଦେଲାଙ୍କୁ ପଦ୍ମଭୂଷଣ ସମ୍ମାନmahabharatanewsOctober 21, 2022 by mahabharatanewsOctober 21, 20220192 ବ୍ୟୁରୋ:ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହେଲେ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦେଲା । ଆମେରିକାରେ ଭାରତ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି । ଭାରତର କନସୁଲ ଜେନରାଲ ନଗେନ୍ଦ୍ର ପ୍ରସାଦ ନାଦେଲାଙ୍କୁ ଏହି ପୁରଷ୍କାର ପ୍ରଦାନ...
ଓଡିଶାଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବା ସମ୍ଭାବନାmahabharatanewsOctober 21, 2022 by mahabharatanewsOctober 21, 20220145 ଭୁବନେଶ୍ୱେର -ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବା ସମ୍ଭାବନା ରହିଛି । ଗତ ୧୫...
ବିଶ୍ୱଇରାନରେ ୧୪ ବିଦେଶୀ ଅଟକmahabharatanewsOctober 20, 2022 by mahabharatanewsOctober 20, 20220161 ବ୍ୟୁରୋ:ଇରାନରେ ଚାଲିଥିବା ହିଜାବ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାର ଲାଗିଛି । ଏହି ଆନ୍ଦୋଳନରେ ଆଜି ୧୪ ଜଣ ବିଦେଶୀଙ୍କୁ ଗିରଫ କରାଯାଇଛି । ଏହା ପଛରେ ବିଦେଶୀ ଶକ୍ତି ଥିବା...
ଭାରତମିସନ୍ ଲାଇଫ ର ଶୁଭାରମ୍ଭ ପ୍ରୋଗ୍ରାମରେ ଜାତିସଂଘ ମୁଖ୍ୟmahabharatanewsOctober 20, 2022 by mahabharatanewsOctober 20, 20220173 ବ୍ୟୁରୋ :ମିସନ ଲାଇଫ୍ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ଆଜି ଗୁଜୁରାଟର ଷ୍ଟାଚ୍ୟୁ ଅଫ୍ ଲିବର୍ଟି ନିକଟରେ ଜାତିସଂଘର ମୁଖ୍ୟ ଆଣ୍ଟୋନି ଗୁଟେରସ୍ ଓ ନରେନ୍ଦ୍ର ମୋଦି ଏହାକୁ ଗ୍ରୀନ ସିଗନାଲ୍ ଦେଇଛନ୍ତି...
ବିଶ୍ୱଭାରତଆତଙ୍କବାଦୀକୁ ଶକ୍ତି ଦେଉଛି ଚୀନmahabharatanewsOctober 20, 2022 by mahabharatanewsOctober 20, 20220222 ବ୍ୟୁରୋ:ପାକିସ୍ତାନକୁ ଚୀନର ପରୋକ୍ଷ ସମର୍ଥନ । ଏଲ୍ଇଟି ଆତଙ୍କବାଦୀ ସାହିଦ ମହମ୍ମଦଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପ୍ରସ୍ତାବରେ ବାଧକ ସାଜୁଛି ଚୀନ । ଏ ନେଇ ଜାତିସଂଘରେ ଭାରତ ଓ ଆମେରିକା ତରଫରୁ ଦାବି...
ଓଡିଶାକେନ୍ଦୁଝର ବିଜେଡିର ଜମସମାବେଶmahabharatanewsOctober 19, 2022 by mahabharatanewsOctober 19, 20220142 କେନ୍ଦୁଝର/ ବିଜୟ କୁମାର କରୁଆ :ରାଜ୍ୟ ସରକାରଙ୍କ ଲୋକାଭିମୁଖି ବିକାଶ ମୂଳକ ଯୋଜନା କୁ ଜନସାଧରଣ ଙ୍କ ପାଖରେ ପହଞ୍ଚାଇବାକୁ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରେ ବିଜେଡିର ବିଶାଳ ଜନ ସମ୍ପର୍କ ପଦଯାତ୍ରା ବାଇକଳା...