ବିଶ୍ୱଭାରତରୁଷ ସୈନ୍ୟଙ୍କୁ ଇରାନ ଦେଉଛି ଡ୍ରୋନ ତାଲିମmahabharatanewsOctober 19, 2022 by mahabharatanewsOctober 19, 20220157 ବ୍ୟୁରୋ:ରୁଷୁକୁ ପ୍ରତ୍ୟେକ୍ଷ ସମର୍ଥନ କରୁଛି ଇରାନ୍ । ଇରାନ ସାମରିକ ଅଧିକାରୀମାନେ ଯୁଦ୍ଧ କ୍ଷେତ୍ରରେ ରୁଷ ସୈନ୍ୟମାନଙ୍କୁ ଡ୍ରୋନ ପରିଚାଳନା ତାଲିମ ଦେଉଛନ୍ତି । ଅମେରିକୀୟ ଗୁଇନ୍ଦା ସଂସ୍ଥାର ସୁତ୍ର ଅନୁଯାୟୀ ଗଣମାଧମରେ ଏକ...
ଓଡିଶାଭାରତଡଲାରର ମୂଲ୍ୟ ୮୩ ଟଙ୍କାକୁ ବୃଦ୍ଧିmahabharatanewsOctober 19, 2022 by mahabharatanewsOctober 19, 20220191 ବ୍ୟୁରୋ :ଡଲାର ତୁଳନାରେ ଶକ୍ତିଶାଳୀ ହେଲା ଟଙ୍କା । ଆଜି ଦେଶବାସୀଙ୍କୁ ଅର୍ଥନୀତି ସମ୍ଭଦ୍ଧୀୟ ଏକ ଆଶ୍ଵସ୍ତିକର ଖବର ମିଳିଛି । ଡଲାର ମୂଲ୍ୟ ୮୩ ଟଙ୍କା ଟପିଛି । ତୈଳ ଦର ବୃଦ୍ଧି...
ବିଶ୍ୱଭାରତସ୍ୱାସ୍ଥ୍ୟ୩-୪ ସପ୍ତାହ ଭିତରେ ଆସିପାରେ କରୋନାର ନୂଆ ଭ୍ୟାରିଆଣ୍ଟmahabharatanewsOctober 19, 2022 by mahabharatanewsOctober 19, 20220171 ବ୍ୟୁରୋ:କରୋନାର ମହାମାରୀରେ ଯୋଡି ହେଲା ଆଉ ଏକ ସଙ୍କଟ । ନୂଆ ଭ୍ୟାରିଆଣ୍ଟନେଇ ଆଡଭାଇଜରି ଜାରି କଲା ମହାରାଷ୍ଟ୍ର ଓ କେରଳ । ଏବେ ବି ଦେଶରେ ସଂକ୍ରମଣ ପିକ ରେ ରହିଛି ହେଲେ...
ଓଡିଶାପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ହୋଇପାରେ ଏକ ସାମୁଦ୍ରିକ ବାତ୍ୟାmahabharatanewsOctober 19, 2022 by mahabharatanewsOctober 19, 20220185 ବ୍ୟୁରୋ:ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହୋଇପାରେ ଏକ ଲଘୁଚାପ କ୍ଷେତ୍ର । ଏହି ଲଘୁଚାପ ଦକ୍ଷିଣ-ପୂର୍ବ ପାଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିବ । ଏ ନେଇ ଆଜି ପୂର୍ବାନୁମାନ...
ଓଡିଶାନଦୀବନ୍ଧ ସର୍ବେକ୍ଷଣରେ ବିଶେଶ୍ୱର ଟୁଡୁmahabharatanewsOctober 19, 2022 by mahabharatanewsOctober 19, 20220142 ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ: ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଜାମଦା ବ୍ଳକର ତେଣ୍ଡା ପଞ୍ଚାୟତର ଆମଲାବେଡା ଗ୍ରାମ ସନ୍ନିକଟ ଜୁମ୍ବାଗାଡା କ୍ଷୁଦ୍ର ନଦୀବନ୍ଧ ପ୍ରକଳ୍ପ କୁ ନେଇ ସର୍ବେକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର...
ଓଡିଶାବକ୍ରପାଦ ଅସ୍ତ୍ରୋପଚାର ପାଇଁ ମାଲକାନାଗିରିରେ କ୍ୟାମ୍ପmahabharatanewsOctober 19, 2022 by mahabharatanewsOctober 19, 20220159 ମାଲକାନାଗିରି /ସୂର୍ଯ୍ୟକାନ୍ତ ବେହେରା :ଗରିବ ବା ଅସହାୟ ଶିଶୁ , ବୁଦ୍ଧ , ଯୁବକ , ଯୁବତୀଙ୍କ ପାଇଁ ପ୍ରତ୍ୟକ କ୍ଷେତ୍ର ରେ ସହଯୋଗ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଜିଲ୍ଲାରେ କିଛି...
ଭାରତ୧୫ ବର୍ଷ ଭିତରେ ୪୧.୫ କୋଟି ଗରିବ ହ୍ରାସmahabharatanewsOctober 18, 2022 by mahabharatanewsOctober 18, 20220138 ବ୍ୟୁରୋ : ଭାରତରୁ ୧୫ ବର୍ଷ ଭିତରେ ୪୧.୫ କୋଟି ଗରିବଙ୍କ ସଂଖ୍ୟା ହ୍ରାସ ପାଇଛି । ଜାତିସଂଘର ଗ୍ଲୋବାଲ ମଲଟିଡାଇମେନସ୍ନାଲ ପଭଟି ଇଣ୍ଡେକ୍ସ ୨୦୨୨ ରିପୋର୍ଟ ଅନୁଯାୟୀ ୨୦୦୫-୬ ରୁ ୨୦୧୯-୨୧ ମଧ୍ୟରେ...
ଓଡିଶାଅକ୍ଟୋବର ୩୦ ରୁ ନଭେମ୍ବର ୧୦ ରେ ଯାଞ୍ଚ ହେବ ଚାଉଳmahabharatanewsOctober 18, 2022 by mahabharatanewsOctober 18, 20220140 ବ୍ୟୁରୋ : ଓଡିଶାରେ ଚାଉଳ ଯାଞ୍ଚ କରିବ କେନ୍ଦ୍ରୀୟ ଟିମ୍ । ୧୦ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡିଶାକୁ ଆସି ଚାଉଳ ଯାଞ୍ଚ କରିବେ । ଅକ୍ଟୋବର ୩୦ ରୁ ନଭେମ୍ବର ୧୦...
ଭାରତଗର୍ଭବତୀ ଘଟଣାରେ ଜାତୀୟ ମାନବାଧିକାରର ତଦନ୍ତmahabharatanewsOctober 18, 2022 by mahabharatanewsOctober 18, 20220233 ବ୍ୟୁରୋ:ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ଜାତୀୟ ମାନବାଧିକାର କମିଶନ । କନ୍ଧମାଳର ଏକ ସରକାରୀ ଆବାସିକ ବିଦ୍ୟାଳୟରେ ଜଣେ ଛାତ୍ରୀ ଗର୍ଭବତୀ ହେବା ଓ ଶିଶୁପୁତ୍ର ପ୍ରସବ ପରେ ଛାତ୍ରୀ ଜଣଙ୍କ ମୃତ୍ୟୁ...
ଭାରତକଂଗ୍ରେସରେ କିଏ ହେବ ନୂଆ ଚେହେରାmahabharatanewsOctober 18, 2022October 18, 2022 by mahabharatanewsOctober 18, 2022October 18, 20220160 ବ୍ୟୁରୋ:ଭାରତର ବରିଷ୍ଠ ଦଳ ତଥା ଜାତୀୟ କଂଗ୍ରେସ ପଲିଟିକ୍ସି ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଦଳର ସଭାପତି ନିର୍ବାଚନ ପାଇଁ ଦୀର୍ଘ ଦିନ ଧରି ଚାଲିଥିଲା କଷରତ । ଗତକାଲି ଏ...