ଓଡିଶାଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର: ମହାଦେବଙ୍କୁ ଜଳ ଅର୍ପଣ କରିବେ ଭକ୍ତmahabharatanewsJuly 9, 2023 by mahabharatanewsJuly 9, 20230124 ଭୁବନେଶ୍ୱର: ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର ।କାଉଡିଆ ମାନେ ମହାଦେବଙ୍କୁ ଜଳ ଅର୍ପଣ କରିବେ । ଚଳିତ ବର୍ଷ ଦୁଇଟି ଶ୍ରାବଣ ଅର୍ଥାତ୍ ଯୋଡ଼ା ଶ୍ରାବଣ ରହିଛି। କିନ୍ତୁ ମହାଦେବଙ୍କଠାରେ ବୋଲବମ୍ ଭକ୍ତମାନେ ୮...
ଖେଳକୋଟି କୋଟି ସମ୍ପତ୍ତିର ମାଲିକ ସୌରଭ ଗାଙ୍ଗୁଲିmahabharatanewsJuly 9, 2023 by mahabharatanewsJuly 9, 20230126 ଭୁବନେଶ୍ୱର: ଭାରତୀୟ କ୍ରିକେଟ ଟିମର ପୂର୍ବତମ ଅଧିନାୟକ ତଥା ପ୍ରିନ୍ସ ଅଫ କୋଲକାତା ସୌରଭ ଗାଙ୍ଗୁଲି । ଯେତେବେଳେ ବିଦେଶ ମାଟିରେ ପରାଜୟ ପରି ସମସ୍ୟା ଦେଇ ଗତି କରୁଥିଲେ ସେ ଟିମ ଇଣ୍ଡିଆକୁ...
ଓଡିଶାଶାରଳା ମନ୍ଦିରରେ ନୂଆ ନିୟମ ; ମନ୍ଦିର ଭିତରକୁ ମୋବାଲଇ ମନାmahabharatanewsJuly 9, 2023 by mahabharatanewsJuly 9, 20230131 ଜଗତସିଂହପୁର: ଶାରଳା ମନ୍ଦିରରେ ନୂଆ ନିୟମ । ମନ୍ଦିର ଭିତରକୁ ମୋବାଲଇ ଓ ପଲିଥିନ ମନା । ସେହିପରି ବ୍ରତ ହୋଇ ନଥିବା ଏବଂ ଅବିବାହିତ ସେବକ ମାନଙ୍କୁ ଗର୍ଭ ଗୃହ ପ୍ରବୋଶକୁ ନିଷେଧ...
ଖେଳପାକିସ୍ତାନ ୱାର୍ଲଡ କପ ଖେଳିବା ଉପରେ ବଡିଲା ସସ୍ପେନ୍ସmahabharatanewsJuly 9, 2023 by mahabharatanewsJuly 9, 20230125 ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହେବ ଦିନିକିଆ ବିଶ୍ୱକପ । ଦିନିକିଆ ବିଶ୍ୱ କପ ପାଇଁ ପାକିସ୍ତାନ ଟିମକୁ ଭାରତକୁ ପଠାଇବ କି ନାହିଁ ଏନେଇ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି । ଏହି...
ଓଡିଶାପାଣିପାଗନିଅଣ୍ଟିଆ ମୌସୁମୀ ବର୍ଷା : ଚିନ୍ତାରେ ଚାଷୀmahabharatanewsJuly 9, 2023 by mahabharatanewsJuly 9, 20230112 ଭୁବନେଶ୍ୱର : ଚଳିତ ବର୍ଷ ନିଅଣ୍ଟିଆ ବର୍ଷା । ନିଅଣ୍ଟିଆ ମୌସୁମୀ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ । ଚଳିତ ମୌସୁମୀରେ ଜୁନ୍ ୧ ତାରିଖରୁ ଜୁଲାଇ ୮ ତାରିଖ ମଧ୍ୟରେ ନିଅଣ୍ଟିଆ ବର୍ଷା...
ଓଡିଶାଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ବ୍ଲକର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁ ମାନଙ୍କ ପାଇଁ ପାଳିତ ହେଉଛି ଓଜନ ଉତ୍ସବmahabharatanewsJuly 8, 2023 by mahabharatanewsJuly 8, 20230184 ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ବ୍ଲକର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁ ମାନଙ୍କ ପାଇଁ ପାଳିତ ହେଉଛି ଓଜନ ଉତ୍ସବ। ଶିଶୁ ମାନେ ସୁସ୍ଥ ରହିଲେ ଦେଶ ରହିବ ସୁସ୍ଥ । ସେଥିପାଇଁ...
ଓଡିଶାଯଶିପୁର ମାହାର୍ଦ୍ଦାପଳସାରେ ଖଇରୀ ମହୋତ୍ସବ ଉଦଯାପିତmahabharatanewsJune 29, 2023 by mahabharatanewsJune 29, 20230203 ଖଇରୀ :ଖଇରୀ ବିଂଶ ଶତାବ୍ଦୀର ଶେଷ ୮୦ ଦଶକରେ ଯଶିପୁର ତଥା ସାରା ବିଶ୍ବରେ ଚହଳ ସୃଷ୍ଟି କରିଥିଲା। ସେଇ ଖଇରୀକୁ ମନେ ପକାଇ ଏବର୍ଷ ମଧ୍ୟ ୩ୟ ଖଇରୀ ମହୋତ୍ସବ ପାଳିତ ହୋଇଯାଇଛି।ମୌସୁମୀ...
ଓଡିଶାପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଖେଚୁଡ଼ି ଅନ୍ନ ପ୍ରସାଦ ବଣ୍ଟନmahabharatanewsJune 29, 2023 by mahabharatanewsJune 29, 20230135 ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ୩୪ ତମ ବାହୁଡା଼ ଯାତ୍ରାର ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା ।ବାହୁଡା ଯାତ୍ରା ଦେଖିବାକୁ ଆଖପାଖ ଅଂଚଳ ସମେତ ପଡୋଶୀ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରୁ ହଜାର...
ଓଡିଶାପ୍ରଧାନ ଶିକ୍ଷୟତ୍ରୀ ରୂପେ ମୂଖ୍ୟମନ୍ତ୍ରୀଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କଲେ ସ୍ଵାଧିନା ମଞ୍ଜରୀ ବେହେରାmahabharatanewsJune 23, 2023June 23, 2023 by mahabharatanewsJune 23, 2023June 23, 20230330 ବାଲୁଗାଁ : ଚଳିତ ବର୍ଷ ଓଡିଶା ଶିକ୍ଷା ସେବା ସ୍ତରରେ ସମୁଦାୟ ୧୬୦ ଜଣଙ୍କ ମଧ୍ୟରୁ ୧୧୮ ନମ୍ବର ରାଙ୍କରେ କୃତିତ୍ଵ ହାସଲ କରି ଓଡିଶା ଶିକ୍ଷା ବିଭାଗର ଅଧିକାରୀ ହୋଇ ବାଲୁଗାଁ ଅଞ୍ଚଳପାଇଁ...
ଓଡିଶାପାଣିପାଗଦୁଇରୁ ତିନିଦିନ ମଧ୍ୟରେ ଓଡ଼ିଶା ଛୁଇଁ ପାରେ ମୌସୁମୀmahabharatanewsJune 19, 2023 by mahabharatanewsJune 19, 20230110 ଭୁବନେଶ୍ୱର:ଦୁଇରୁ ତିନିଦିନ ମଧ୍ୟରେ ଓଡ଼ିଶା ଛୁଇଁ ପାରେ ମୌସୁମୀ ବାୟୁ ।ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳଛି ।ରାଜ୍ୟର କିଛି ଅଞ୍ଚଳକୁ ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରୁ ମୌସୁମୀ ବାୟୁ ପ୍ରବେଶ ହୋଇଛି ।...