ଖେଳଭାରତୀୟ ଫୁଟବଲ ଟିମ ବାଲେଶ୍ୱର ଟ୍ରେନ ପୀଢିତଙ୍କୁ ୨୦ ଲକ୍ଷ ଦାନ କଲେmahabharatanewsJune 19, 2023 by mahabharatanewsJune 19, 20230178 ଭୁବନେଶ୍ୱର:ଗତ କାଲି ଭାରତୀୟ ଫୁଟବଲ ଟିମ୍ ଇଣ୍ଟରକଣ୍ଟିନେଣ୍ଟାଲ କପରେ ଟାଇଟଲ ହାସଲ କରିଛି । ଲେବନାନକୁ ୨-୦ରେ ହରାଇଛି ଭାରତ । ତେବେ ଟିମ୍ ଐତିହାସିକ ବିଜୟ ପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ମନୋରଞ୍ଜନ‘ଆଦିପୁରୁଷ’ର ଲେଖନଙ୍କୁ ସୁରକ୍ଷା ଯେଗାଇଲା ମୁମ୍ବାଇ ପୋଲିସmahabharatanewsJune 19, 2023 by mahabharatanewsJune 19, 20230176 ‘ଆଦିପୁରୁଷ’ ରିଲିଜ ହେବା ଦିନରୁ ବିବାଦରେ ଛନ୍ଦି ହୋଇଛି । ଫିଲ୍ମରେ ଷ୍ଟାର ଲୁକ,ଡାଇଲଗ ଏବଂ ବ୍ୟବହାର ହୋଇଥିବା ଠୠଢକୁ ନେଇ ବିବାଦରେ ଛନ୍ଦି ହୋଇଛି। ସେସିଆଲ ମିଡିଆରେ ଏବେ ପ୍ରଭାସ,କ୍ରିତି ସାନନ, ସୈଫ...
ଓଡିଶାଶେଷ ପର୍ଯ୍ୟାୟରେ ରଥ ନିର୍ମାଣmahabharatanewsJune 17, 2023 by mahabharatanewsJune 17, 20230199 ମହାପ୍ରଭୁ ରଥଯାତ୍ରା ପାଇଁ ରଥ ନିର୍ମାଣ ଏବେ ଶେଷ ପର୍ୟ୍ୟାୟରେ । ତିନି ରଥରେ ମହାରଣା ସେବକ ମାନେ ହଂସ ପଟା ଲଗାଉଛନ୍ତି। ସେହିପରି ଠେକେରା ବାଡ ମଧ୍ୟ ଲଗାଯଉଛି। କୋଣ ଗୁଜ ଗୁଡିକ...
ଓଡିଶାବାହାନଗା ରେଳ ଦୁର୍ଘଟଣା ,ରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପାଇଁ ଶୋକ ଶୋଭାmahabharatanewsJune 12, 2023 by mahabharatanewsJune 12, 20230296 ବିଷମ କଟକ: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟ ମୁନିଗୁଡା ପଂଚାୟତ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ନିମନ୍ତେ ଆଜି ହାଟ ମୁନିଗୁଡା...
ଓଡିଶାମହାପ୍ରଭୁ ସ୍ନାନପୂଣ୍ଣିମା ବହୁ ଆଡ଼ମ୍ବରେ ପାଳନ ହୋଇଯାଇଛିmahabharatanewsJune 5, 2023 by mahabharatanewsJune 5, 20230162 ରାୟଗଡ଼ା:ରାୟଗଡ଼ା ଜିଲ୍ଲା ର ବିଭିନ୍ନ ସ୍ଥାନରେ ପ୍ରଭୁ ଜଗନ୍ନାଥ ଙ୍କ ସ୍ନାନ ଉତ୍ସବ ବହୁ ଆଡ଼ମ୍ବରେ ପାଳନ ହୋଇଯାଇଛି । ଜିଲ୍ଳା ର ସଦର ମହକୁମା ରାୟଗଡ଼ା, ଗୁଣପୁର, ବିଷମକଟକ, ମୁନିଗୁଡା,ଦୁର୍ଗୀ, ଆମ୍ବ।ଦଳା, ଜେକେପୁର,...
ଓଡିଶାଶିକ୍ଷାପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳmahabharatanewsMay 31, 2023 by mahabharatanewsMay 31, 20230201 ଭୁବନେଶ୍ୱର:ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଉଐଝଋ କାର୍ଯ୍ୟାଳୟରେ ବିଓିବଦ୍ଧ ଭାବେ ରେଜଲ୍ଟ ପ୍ରକାଶ ପାଇଲା । ରେଜଲ୍ଟ ଘୋଷଣା କରିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସୁଦାମ...
Uncategorizedଆଜିଠୁ ଆରମ୍ଭ ଯୁକ୍ତ ଦୁଇ ନାମଲେଖା ଆବେଦନ , ଜୁନ ୨୮ ରେ ଆସିବ ପ୍ରଥମ ମେରିଟ୍ ଲିଷ୍ଟmahabharatanewsMay 29, 2023 by mahabharatanewsMay 29, 20230150 ଭୁବନେଶ୍ୱର: ଆଜିଠୁ ଅନଲାଇନରେ ଯୁକ୍ତ ଦୁଇ ନାମଲେଖା ଆବେଦନ ପ୍ରକ୍ରିଆ ଆରମ୍ଭ ହୋଇଛି ।ଆସନ୍ତା ଜୁନ ୨୦ ଜାଏ ସାମସ ଓଡ଼ିଶା ସାଇଟରେ ଅନଲାଇନ ଜରିଆରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଜୁନ୍ ୨୦...
ଓଡିଶାରାମନାଗ ବ୍ଲକ କାର୍ଯ୍ୟଳୟରେ ଯୁଗ୍ମ ଅଭିଯୋଗେ ଶୁଣାଣିmahabharatanewsMay 16, 2023 by mahabharatanewsMay 16, 20230178 ରାୟଗଡ଼ା:ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ କାର୍ୟ୍ୟାଳୟ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗଦେଇ ମୋଟ ୧୩ ଟି ଅଭିଯୋଗ ଗ୍ରହଣ କରି ସମ୍ପୃକ୍ତ...
ଓଡିଶାଶିକ୍ଷାମାଟ୍ରିକ୍ ରେଜଲ୍ଟ ମେ ୧୮ରେmahabharatanewsMay 16, 2023 by mahabharatanewsMay 16, 20230158 କଟକ:ମେ ୧୮ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ ।ଷ୍ଟେଟ ଓପନ୍ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ୧୮ରେ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି । କଟକ ବୋର୍ଡ ଅଫିସ୍ ପକ୍ଷରୁ ସୂଚନା...
Accidentଓଡିଶାଲୁହାବାଡରେ ବାଡ଼େଇ ଜଣେ ମୃତ ଜଣେ ଗୁରୁତରmahabharatanewsMay 15, 2023 by mahabharatanewsMay 15, 20230172 ମୟୂରଭଞ୍ଜ: ୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ଲୁହାବାଡାରେ ବାଡ଼େଇ ହୋଇ ବାଇକ ଆରୋହୀ ଜଣେ ମୃତ ଜଣେ ଗୁରୁତର । ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅଧୀନସ୍ଥ ମଣଦା ଫାଣ୍ଡି ଅନ୍ତର୍ଗତ କୁରୁକୁଟିଆ ଛକ...