ଓଡିଶାକଳାକୌଶଳ ଦେଖାଇବେ ବାୟୁସେନାର ଫାଇଟର ଜେଟ୍ : ଏୟାର ଶୋ’ ପାଇଁ ଫୁଲ ଡ୍ରେସ ରିହର୍ସାଲmahabharatanewsSeptember 15, 2022 by mahabharatanewsSeptember 15, 20220189 ଭୁବନେଶ୍ୱର : ରାଜଧାନୀରେ ପ୍ରଥମ ଏୟାର ସୋ’ ପାଇଁ ପ୍ରସ୍ତୁତି ଜୋରଦାର । ଆସନ୍ତାକାଲି ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ସୂୂର୍ଯ୍ୟ କିରଣ ସୋ’ ହେବ । ଏଣୁ ବାୟୁସେନା ପକ୍ଷରୁ ଆୟୋଜିତ ହେବାକୁ ଥିବା...
ଓଡିଶା“ନକଲି ଔଷଧ ଧରପଗଡ଼ ପାଇଁ ସବୁ ଜିଲ୍ଲାରେ ହେବ ଚଢ଼ଉ” : ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସmahabharatanewsSeptember 15, 2022 by mahabharatanewsSeptember 15, 20220160 ଭୁବନେଶ୍ୱର : ନକଲି ଔଷଧ ବିକ୍ରି ଅଭିଯୋଗ | କଟକରେ ୨ଜଣ ଗିରଫ ହୋବା ସହ ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହି ନକଲି ଔଷଧ ଧରପଗଡ଼ ନିମନ୍ତେ ଚଢ଼ଉ ଜୋରଦାର ହେବ...
ଓଡିଶାକଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ପତି-ପତ୍ନୀmahabharatanewsSeptember 14, 2022September 14, 2022 by mahabharatanewsSeptember 14, 2022September 14, 20220152 କଟକ : ଫ୍ୟାମିଲ କୋର୍ଟରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଅଦାଲତରେ ହାଜର ପରେ ଉଭୟ ବର୍ଷା ଓ ଅନୁଭବଙ୍କୁ ନିଜ ଚ୍ୟାମ୍ବରକୁ ପଠାଇଛନ୍ତି...
ବିଶ୍ୱଭାରତଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ ; ୭ ଜଣ ପୋଲିସ ଅଫିସରଙ୍କୁ ନିଲମ୍ବନmahabharatanewsSeptember 14, 2022 by mahabharatanewsSeptember 14, 20220151 ବେଗୁସରାଇ: ବିହାରର ବେଗୁସରାଇରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ରାସ୍ତା ଉପରେ ଚାଲୁଥିବା ଲୋକମାନଙ୍କ ଉପରକୁ ଆଖିବୁଜା ଗୁଳି ମାଡକରିଥିଲେ | ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି...
ଓଡିଶାରାଜନୀତିପୁରୀ ପ୍ରାଦେଶିକ ପ୍ରଶିକ୍ଷଣ ଶିବିରରେ ଜୁଏଲ ଓରାମଙ୍କର ବଡ଼ ବୟାନ : ବିଜେଡିକୁ ସମୁଦ୍ରକୁ ଫୋପାଡିଦେବୁmahabharatanewsSeptember 14, 2022 by mahabharatanewsSeptember 14, 20220140 ଭୁବନେଶ୍ୱର : ନିର୍ବାଚେନ ପୂର୍ବରୁ ଦେଖିବାକୁ ମିଳୁଛି ରାଜନୈତିକ ତାତି । ପୁରୀରେ ବିଜେପିର ୩ ଦିନିଆ ପ୍ରଶିକ୍ଷଣ ଶିବିରର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଜେଡିକୁ ଟାର୍ଗେଟ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଦେଇଛନ୍ତି...
ଓଡିଶାନନ୍ଦନକାନନରେ ଜନ୍ମ ନେଲା ଦୁଇମୁଣ୍ଡିଆ ବିରଳ କଇଁଛmahabharatanewsSeptember 13, 2022September 13, 2022 by mahabharatanewsSeptember 13, 2022September 13, 20220154 ଭୁବନେଶ୍ୱର : ଜନ୍ମ ନେଲା ବିରଳ ପ୍ରଜାତିର କଇଁଛ। ନନ୍ଦନକାନନ ଚିଡିଆଖାନର ସରୀସୃପ ଖୁଆଡ଼ରେ ଜନ୍ମ ହେଇଥିବା ଏ କଇଁଛ ଟିର ରହିଛି ୨ଟି ମୁଣ୍ଡ । ଯାହାକି କୋଚିତ ଦେଖିବାକୁ ମିଳେ ।...
ଖେଳଭାରତମେଲବୋର୍ଣ୍ଣରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନmahabharatanewsSeptember 13, 2022 by mahabharatanewsSeptember 13, 20220207 ନୂଆଦିଲ୍ଲୀ : ପୁଣି ବିଶ୍ୱ ଦେଖିବ ମହାମୁକାବିଲା | ସମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ| ଏସିଆ କପର ପ୍ରତିଶୋଧ ବିଶ୍ୱକପରେ ନେବ ଟିମ୍ ଇଣ୍ଡିଆ । କାରଣ ଅକ୍ଟୋବର ୨୩ ତାରିଖରେ ଟି-୨୦ ବିଶ୍ୱକପରେ ମେଲବୋର୍ଣ୍ଣ...
ଓଡିଶାଦୁର୍ଘଟଣାବସ ଦୁର୍ଘଟଣାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତରmahabharatanewsSeptember 13, 2022 by mahabharatanewsSeptember 13, 20220174 ସାଲେପୁର/ଜ୍ୟୋସ୍ନା ରାଣୀ ସିଂହ : ବସ ଦୁର୍ଘଟଣାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର। ଏଭଳି ଘଟଣା ଘଟିଛି କଟକ-ଚାନ୍ଦବାଲି ରାସ୍ତାର ଜଗତପୁର ଥାନା ପଦ୍ମପୁର ବଜାର ନିକଟ ଜଗନ୍ନାଥ ବଜାରରେ। ଗତ ସଂଧ୍ୟାରେ...
ଭାରତସ୍କୁଟର ଚାର୍ଜ କରୁଥିବା ବେଳେ ଲାଗିଲା ନିଆଁ, ୬ ଜୀବନ୍ତ ଦଗ୍ଧmahabharatanewsSeptember 13, 2022 by mahabharatanewsSeptember 13, 20220165 ହାଇଦ୍ରାବାଦ: ସୋମବାର ରାତିରେ ତେଲେଙ୍ଗାନା ସିକନ୍ଦରାବାଦ ଇଲେକ୍ଟ୍ରି ସ୍କୁଟର ସୋ’ରୁମରେ ଭୟଙ୍କର ଅଗ୍ନିକାଣ୍ଡ । ସୋ’ରୁମ୍ରେ ଅଗ୍ନିକାଣ୍ଡ ଘଟିବାରୁ ୨ଜଣ ମହିଳାଙ୍କ ସମେତ ଅନ୍ୟୂନ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୧୩ ଜଣ...
ବିଶ୍ୱଚାର୍ଲସ ୩ୟ ହେଲେ ବ୍ରିଟେନର ନୂଆ ମହାରାଜାmahabharatanewsSeptember 10, 2022 by mahabharatanewsSeptember 10, 20220156 ଲଣ୍ଡନ : ବ୍ରିଟେନ୍ରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ବିୟୋଗରେ ପରେ ଗୋଟେ ଯୁଗର ଅବସାନ ଘଟିଛି। ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରେ ନୂଆ ରାଜା ହୋଇଛନ୍ତି ତାଙ୍କ ପୁଅ ୭୩ ବର୍ଷୀୟ ପ୍ରିନ୍ସ...