ଓଡିଶାଟ୍ରକ ଦୁର୍ଘଟଣାରେ ଯୁବକ ମୃତmahabharatanewsSeptember 22, 2022September 22, 2022 by mahabharatanewsSeptember 22, 2022September 22, 20220159 ପିପିଲି : ଟ୍ରକ ଦୁର୍ଘଟଣାରେ ଯୁବକ ମୃତ, ଦୁର୍ଘଟଣା ଘଟାଇ ଥିବା ଟ୍ରକ ରେ ନିଆଁ ଲଗାଇ ଦେଲେ ଲୋକେ । ପିପିଲି- ନିମାପଡା ରାସ୍ତାର ହରିପୁର ନିକଟସ୍ଥ ଜଇନାବାଦ ନିକଟରେ ଘଟିଛି ଏଭଳି...
ଓଡିଶାଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି ଠାବmahabharatanewsSeptember 21, 2022September 21, 2022 by mahabharatanewsSeptember 21, 2022September 21, 20220170 ସୁନ୍ଦରଗଡ : ସୁନ୍ଦରଗଡ ଟାଙ୍ଗାପ଼ାଲି ବ୍ଲକର ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କୁଳମଣି ପଟେଲଙ୍କ ଘରେ ରେଡ ଚାଲିଛି । ପୈତୃକ ଘର, ତୁମାବାହାଲର...
ଓଡିଶାଅଙ୍ଗନୱାଡି କେନ୍ଦ୍ରରେ ପିଲାଙ୍କୁ ରନ୍ଧା ଖାଦ୍ୟ ନ ମିଳିବା ନେଇ ତାତିଲେ ଲୋକେmahabharatanewsSeptember 21, 2022September 21, 2022 by mahabharatanewsSeptember 21, 2022September 21, 20220167 ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର : ଧରାକୋଟ ବ୍ଳକ ବେଠୁଆର ଗ୍ରାମରେ ଅଙ୍ଗନବାଡି-2ରେ ପିଲାଙ୍କୁ ରନ୍ଧା ଖାଦ୍ୟ ନ ଦିଆ ଯିବା ନେଇ ତାତିଲେ ଅଭିଭାବକ। ଦିନ 12 ଟା ସମୟରେ ଛୋଟ ଛୋଟ ପିଲାଙ୍କୁ...
ଭାରତମନୋରଞ୍ଜନକମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ | ୫୮ ବର୍ଷ ବୟସରେ ଆଖିବୁଜିଛନ୍ତି କମେଡିଆନ ରାଜୁmahabharatanewsSeptember 21, 2022September 21, 2022 by mahabharatanewsSeptember 21, 2022September 21, 20220200 ମୁମ୍ବାଇ : କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ | ୫୮ ବର୍ଷ ବୟସରେ ଆଖିବୁଜିଛନ୍ତି କମେଡିଆନ ରାଜୁ | ତାଙ୍କ ପରଲୋକ ନେଇ ସ୍ପଷ୍ଟ କରିଛନ୍ତି ପରିବାର | ଜିମରେ ୱାର୍କ ଆଉଟ ବେଳେ...
ଓଡିଶାଦେଶୀ ମଦ ଭାଟି ଠାବ କରି ଭାଙ୍ଗିଲେ ସ୍ୱତନ୍ତ୍ର ସ୍କ୍ୱାଡ୍mahabharatanewsSeptember 20, 2022 by mahabharatanewsSeptember 20, 20220159 ଭୁବନେଶ୍ୱର: ସାଲିଆ ସାହିରେ ବଡ଼ ଧରଣର ଚଢାଉ କରାଯାଇଛି । ଡିସିପିଙ୍କ ନେତୃତ୍ୱରେ ଏହି ରେଡ୍ ଚାଲିଛି । ପୂଜା ପାର୍ବଣକୁ ଆଖିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଏହି ଚଡାଉ କରାଯାଉଛି । ବ୍ୟାପକ...
ଅପରାଧଓଡିଶାକାଠ ଫାଳିଆରେ ସାନ ଭାଇକୁ ପିଟିପିଟି ହତ୍ୟା କଲା ବଡ଼ ଭାଇmahabharatanewsSeptember 20, 2022 by mahabharatanewsSeptember 20, 20220178 ଭୁବନେଶ୍ୱର: ସାନଭାଇକୁ ପିଟିପିଟି ହତ୍ୟା କଲା ବଡ଼ଭାଇ । ଲୁହା ପାଇପ୍ରେ ପିଟିପିଟି ସାନ ଭାଇକୁ ହତ୍ୟା କରିଛି ବଡ଼ ଭାଇ। ମୃତକ ହେଲେ ରାଜମୋହନ ସେନାପତି। ଘର ନୟାଗଡ଼ ଜିଲ୍ଲା କଳାପଥରରେ। ବଡ଼ଭାଇ ବିଶ୍ୱମୋହନ...
ଭାରତଭାରତୀୟ ଜଙ୍ଗଲରେ ପାଦ ଦେଲେ ଚିତା ବାଘ: ଏକାଥରେ ୮ଟି ଚତା ବାଘ ଆଜି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପ୍ରବେଶ କରିଛନ୍ତିmahabharatanewsSeptember 17, 2022 by mahabharatanewsSeptember 17, 20220191 ମଧ୍ୟପ୍ରଦେଶ: ଭାରତୀୟ ଜଙ୍ଗଲରେ ପାଦ ଦେଲେ ଚିତା ବାଘ। ଗୋଟିଏ କି ଦୁଇଟି ନୁହେଁ ଏକାଥରେ ୮ଟି ଚତା ବାଘ ଆଜି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପ୍ରବେଶ କରିଛନ୍ତି। ‘କୁନୋ ଜାତୀୟ ଉଦ୍ୟାନ’କୁ...
ବିଶେଷଭାରତହାପି ବାର୍ଥଡେ ମୋଦୀ ଜୀ ; ଜନ୍ମଦିନରେ ପଢନ୍ତୁ, ମୋଦୀଙ୍କ ଜୀବନ କାହାଣୀ….mahabharatanewsSeptember 17, 2022September 17, 2022 by mahabharatanewsSeptember 17, 2022September 17, 20220241 ରିପୋଟର୍ସ ଟୁଡେ (ବ୍ୟୁରୋ) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ । ୭୨ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ । ୨୦ ବର୍ଷରୁ ଅଧିକ ସମୟ ଧରି ନିରବଛିନ୍ନ ଭାବେ କ୍ଷମତାରେ...
ଖେଳବିଶ୍ୱଅମ୍ପାୟାର ଅସଦ୍ ରଉଫଙ୍କ ବିୟୋଗmahabharatanewsSeptember 15, 2022 by mahabharatanewsSeptember 15, 20220230 ଇସ୍ଲାମ୍ବାଦ୍: ପାକିସ୍ତାନର ପୂର୍ବତନ କ୍ରିକେଟ୍ ଅମ୍ପାୟାରଙ୍କର ହୃଦଘାତରେ ପରଲୋକ ହୋଇଛି । ପାକିସ୍ତାନର କେତେ ଜଣ ଜଣାଶୁଣା ଅମ୍ପେୟାର୍ଙ୍କ ମଧ୍ୟରୁ ଅସଦ ରୌଫ୍ ଅନ୍ୟତମ। ତାଙ୍କର ବୁଧବାର ରାତିରେ ଅଚାନକ ମୃତ୍ୟୁ ଘଟିଛି। ପୂର୍ବତନ...
ଓଡିଶାପୂର୍ବତନ ବିଧାୟକ ଗୋପ ନାରାୟଣ ଦାସଙ୍କ ପରଲୋକmahabharatanewsSeptember 15, 2022 by mahabharatanewsSeptember 15, 20220205 ବାଲେଶ୍ଵର : ବାଲେଶ୍ଵର ସଦରର ପୂର୍ବତନ ବିଧାୟକ ଗୋପ ନାରାୟଣ ଦାସଙ୍କ ପରଲୋକ ଘଟିଛି । ୭୫ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି ଶ୍ରୀ ଦାସ । ତେବେ ହୃଦଘାତରେ ତାଙ୍କ ଦେହାନ୍ତ ହୋଇଥିବା...