ଖେଳବିଶେଷଗୁଡ଼୍ ଫ୍ରାଇଡେ ବିଷୟରେ କିଛି ବିଶେଷ କଥାmahabharatanewsApril 7, 2023April 7, 2023 by mahabharatanewsApril 7, 2023April 7, 20230116 (ବ୍ୟୁରୋ) : ଏପ୍ରିଲ୍ ୭ ତାରିଖ ଅର୍ଥାତ୍ ଆଜି ହେଉଛି ଗୁଡ୍ ଫ୍ରାଇଡେ। ଖ୍ରୀଷ୍ଟିୟାନ୍ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏହା ଏକ ମହତ୍ତ୍ବପୂର୍ଣ୍ଣ ଦିନ। ଖ୍ରୀଷ୍ଟିୟାନ୍ ଧର୍ମଗ୍ରନ୍ଥ ଅନୁସାରେ ଯେଉଁଦିନ ପ୍ରେମ ଏବଂ ଜ୍ଞାନର...
ଖେଳଭାରତଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଶହ ମୁହଁ ମୁହି ହେବ ଗୁଜରାଟ ଟାଇଟନ୍ସmahabharatanewsApril 4, 2023 by mahabharatanewsApril 4, 20230126 ନୂଆଦିଲ୍ଲୀ : ଆଜି ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଶହ ମୁହଁ ମୁହି ହେବ ଗୁଜରାଟ ଟାଇଟନ୍ସ। ଗୁଜରାଟ ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରଇ ଥିବା ବେଳେ ଦିଲ୍ଲୀ...
ଓଡିଶାOAS ସ୍ତରରେ ବଡ଼ଧରଣର ଅଦଳବଦଳ : ୧୬୯ ଓଏଏସ୍ ଅଫିସରଙ୍କ ବଦଳି, ୭୯ ତହସିଲରେ ନୂଆ ତହସିଲଦାରmahabharatanewsJanuary 20, 2023 by mahabharatanewsJanuary 20, 20230203 ଭୁବନେଶ୍ୱର: ଓଏଏସ୍ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଅଧୀନରେ କାର୍ଯ୍ୟରତ ମୋଟ ୧୬୯ଜଣ ଓଏଏସ ଅଫିସରଙ୍କ ବଦଳି ହୋଇଛି | ଏଥିସହ...
ଅପରାଧଓଡିଶାପଟିଆ ଷ୍ଟେସନ ଅଞ୍ଚଳରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା :ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତmahabharatanewsJanuary 18, 2023January 18, 2023 by mahabharatanewsJanuary 18, 2023January 18, 20230203 ଭୁବନେଶ୍ୱର : ହକି ବିଶ୍ବକପ ପାଇଁ ସାରା ଭୁବନେଶ୍ବର ପ୍ରତି ଛକକୁ ଜଗିଛି ପୁଲିସ। ରାତିସାରା ଭ୍ୟାନ ପଇଁତରା ମାରୁଛନ୍ତି। କିନ୍ତୁ, ଏଭଳି ପରିସ୍ଥିତିରେ ସାରାରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିବା ଭଳି ଗୋଟିଏ ଅପରାଧ...
ଖେଳଭାରତକୋହଲି ଏବଂ ଶୁଭମନ ଗିଲଙ୍କଦମଦାର ଶତକmahabharatanewsJanuary 15, 2023 by mahabharatanewsJanuary 15, 20230161 ତିରୁଭନନ୍ତପୁରମ: କୋହଲି ଏବଂ ଶୁଭମନ ଗିଲଙ୍କ ଦମଦାର ଶତକ | କୋହଲି ୧୬୬ ରନ ଏବଂ ଶୁଭମନ ଗିଲ ୧୧୬ ରନ କରି ଦମଦାର ଶତକ ହାସଲ କରିଛନ୍ତି | ଭାରତ ଆଜି ୫୦...
ଭାରତସିକନ୍ଦରାବାଦ-ବିଶାଖାପାଟଣା ‘ବନ୍ଦେ ଭାରତ ଏକ୍ସ୍ପ୍ରେସ୍’ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀmahabharatanewsJanuary 15, 2023 by mahabharatanewsJanuary 15, 20230173 ନୂଆଦିଲ୍ଲୀ: ଆଜି ପୋଙ୍ଗଲ୍ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ସିକନ୍ଦରାବାଦ ଓ ବିଶାଖାପାଟଣା ମଧ୍ୟରେ ମଧ୍ୟରେ ‘ବନ୍ଦେ ଭାରତ ଏକ୍ସ୍ପ୍ରେସ୍’ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଆଜି ଏଇ ଉତ୍ସବମୟ ବାତାବରଣରେ...
ଓଡିଶାଖେଳବିଶ୍ୱକପ ହକି : ଆଜି ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଭାରତmahabharatanewsJanuary 15, 2023 by mahabharatanewsJanuary 15, 20230227 ଭୁବନେଶ୍ୱର: ଆଜି ମୁହାଁମୁହିଁ ହେବେ ଇଂଲଣ୍ଡ ଓ ଭାରତ | ବିଜୟରୁ ଏଫଆଇଏଚ ଓଡ଼ିଶା ହକି ପୁରୁଷ ବିଶ୍ୱକପ ଅଭିଯାନ ଆରମ୍ଭ କରିଥିବା ଘରୋଇ ଟିମ ଭାରତ ଆଜି ଇଂଲଣ୍ଡକୁ ଭେଟିବ। ବିର୍ସା ମୁଣ୍ଡା...
ଭାରତପ୍ରେମିକାକୁ ଭିଡିଓ କଲ କରି ଫାଶୀ ଦେଇ ଆତ୍ମହତ୍ୟା କଲା ପ୍ରେମିକmahabharatanewsJanuary 14, 2023 by mahabharatanewsJanuary 14, 20230137 ପଶ୍ଚିମବଙ୍ଗ: ପ୍ରେମିକାକୁ ଭିଡିଓ କଲ କରି ଫାଶୀ ଦେଇ ଆତ୍ମହତ୍ୟା କଲା ପ୍ରେମିକ | ତେବେ ଯୁବକଙ୍କ ପରିବାର ଲୋକ ଯୁବତୀଙ୍କ ନାଁରେ ଦେଇଛନ୍ତି ଏତଲା | ତାଙ୍କ ସନ୍ଦେହ ଯେ ତାଙ୍କ ପୁଅ...
ଓଡିଶାଖେଳନିଖୋଜ ମହିଳା କ୍ରିକେଟର ରାଜଶ୍ରୀଙ୍କ ଝୁଲନ୍ତା ମୃତଦେହ ଠାବmahabharatanewsJanuary 13, 2023 by mahabharatanewsJanuary 13, 20230179 ଭୁବନେଶ୍ୱର : ନିଖୋଜ ମହିଳା କ୍ରିକେଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର | ଗୁରିଡିଝାଟିଆ ଥାନା ଏକ ଘଞ୍ଚ ଜଙ୍ଗଲରୁ ମୃତଦେହ ମିଳିଛି । ମଙ୍ଗଳାବାଗ ଥାନା ଆଇଆଇସି ଏ ନେଇ ସୂଚନା ଦେଇଛନ୍ତି । କେଉଁ...
ଓଡିଶାଖେଳମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜmahabharatanewsJanuary 13, 2023January 13, 2023 by mahabharatanewsJanuary 13, 2023January 13, 20230214 କଟକ : ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ନିଖୋଜ ହୋଇଯାଇଛନ୍ତି। ୧୧ତାରିଖରୁ ନିଖୋଜ ନେଇ କଟକ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଛି । କୋଚ୍ ଥାନାରେ ଏତଲା ଦେଇଛନ୍ତି । ତେବେ ସିନିୟର ମହିଳା...