ଭାରତନମାଜ ପଢ଼ିବାକୁ ଆଶାତୀତ ଭିଡ଼mahabharatanewsMay 20, 2022May 22, 2022 by mahabharatanewsMay 20, 2022May 22, 20220152 ବାରାଣାସୀ: ବାରାଣାସୀସ୍ଥିତ ଜ୍ଞାନବାପୀ ମସଜିଦରେ ଆଜି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଶୁକ୍ରବାର ନମାଜ ପଢ଼ିବା ପାଇଁ ୧୨ଶହରୁ ଊଦ୍ଧ୍ୱର୍ ମୁସଲମାନ ଏକାଠି ହୋଇଥିଲେ । ଯେଉଁ ସ୍ଥାନରେ ୪ଶହ ଲୋକଙ୍କୁ...
ଭାରତଜ୍ଞାନବାପୀ ମାମଲାରେ ସୁପ୍ରିମକୋର୍ଟଙ୍କ ଆଦେଶmahabharatanewsMay 20, 2022May 22, 2022 by mahabharatanewsMay 20, 2022May 22, 20220169 ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରିବା ପରେ ୩ଟିି ଆଦେଶ ଜାରି କରିଛନ୍ତି । ଶୁ୍କ୍ରବାର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ପିଏସ ନରସିଂମାଙ୍କ ଦ୍ୱାରା ଗଠିତ ଏକ ବେଞ୍ଚ୫୧...
ଅପରାଧଭାରତନବଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶmahabharatanewsMay 19, 2022 by mahabharatanewsMay 19, 20220190 ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ । ଆଜି ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ୧୯୮୮ ରୋଡ୍ ରେଜ୍ ମାମଲାରେ ସିଦ୍ଧୁଙ୍କୁ ଏପରି ଝଟକା ଲାଗିଛି । ସିଦ୍ଧୁ...
ଅପରାଧଓଡିଶାଶିଖରଚଣ୍ଡୀ ପାହାଡ଼ ତଳୁ ମିଳିଲା ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀରmahabharatanewsMay 19, 2022 by mahabharatanewsMay 19, 20220235 ଭୁବନେଶ୍ୱର : ରାଜଧାନୀରେ ପୁଣି ଗଡ଼ିଲା ମୁଣ୍ଡ । ଶିଖରଚଣ୍ଡୀ ପାହାଡ଼ ତଳୁ ମିଳିଲା ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀର । ଯୁବକ ଜଣଙ୍କ ନନ୍ଦନକାନନ ଥାନା ଅନ୍ତର୍ଗତ ବାଲିପଡ଼ା ଗାଁର ଲଲାଟେନ୍ଦୁ ପ୍ରଧାନଙ୍କ...
ଖେଳଭାରତବିଲେଇ ପାଇଁ କିଛି ସମୟ ବନ୍ଦ ହେଲେ ଆଇପିଏଲ !mahabharatanewsMay 14, 2022 by mahabharatanewsMay 14, 20220234 ମୁମ୍ବାଇ : ୨୦୨୨ ରେ ପଞ୍ଜାବ କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ ପଞ୍ଜାବର...
ବିଶ୍ୱବ୍ରିଟେନରେ ଚିହ୍ନଟ ହେଲା ବିରଳ ଭୂତାଣୁ ମଙ୍କିପକ୍ସmahabharatanewsMay 14, 2022 by mahabharatanewsMay 14, 20220249 ବ୍ରିଟେନ : ବ୍ରିଟେନରେ ଚିହ୍ନଟ ହେଲା ଏକ ବିରଳ ରୋଗ । ଏହି ବିରଳ ଭୂତାଣୁକୁ ମଙ୍କିପକ୍ସ ବୋଲି କୁହାଯାଏ । ଏହା ଏକ ସଂକ୍ରମଣକାରୀ ରୋଗ ଯାହା ଘନିଷ୍ଠ ଭାବରେ ମିଳାମିଶା ଦ୍ୱାରା ଅନ୍ୟ...
ଭାରତଶିକାରୀ ଓ ପୋଲିସ ମଧ୍ୟରେ ଗୁଳିକାଣ୍ଡ : ଟଳିଲେ ୩ ପୋଲିସ କର୍ମଚାରୀmahabharatanewsMay 14, 2022 by mahabharatanewsMay 14, 20220256 ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଗୁନାରେ ଘଟିଛି ଅଘଟଣ । କୃଷ୍ଣସାର ମୃଗ ଶିକାରୀ ଓ ପୋଲିସ ମଧ୍ୟରେ ଗୁଳିକାଣ୍ଡ । ଶିକାରୀଙ୍କ ଗୁଳିରେ ଟଳିଲେ ୩ ପୋଲିସ କର୍ମଚାରୀ । ଶିକାରୀ ଓ ପୋଲିସ ଭିତରେ...
ବିଶ୍ୱଡୋନାଲ୍ଟ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ବ୍ୟାନକୁ ହଟାଯିବmahabharatanewsMay 11, 2022 by mahabharatanewsMay 11, 20220165 ୱାସିଂଟନ : କିଛିଦିନ ତଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ବ୍ୟାନ୍ କରାଯାଇଥିଲା । ହେଲେ ଏବେ ତାଙ୍କ ଆକାଉଣ୍ଟ ଉପରେ ଲଗାଯାଇଥିବା ବ୍ୟାନକୁ ହଟାଯିବ । ଏନେଇ ନିଷ୍ପତ୍ତି...
ଓଡିଶାଦୁର୍ବଳ ହେଉଛି ଅସାନି ; ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂmahabharatanewsMay 11, 2022 by mahabharatanewsMay 11, 20220175 ଭୁବନେଶ୍ୱର: ଆସନ୍ତାକାଲି ଅବପାତର ରୂପ ନେବ ବାତ୍ୟା ଅସାନି । ଏବେ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି ଅସାନି । ବର୍ତ୍ତମାନ ଏହା ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦ କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ...
ଭାରତଦାନିଶ ସିଦ୍ଦିକଙ୍କୁ ଦ୍ୱିତୀୟ ଥର ପାଇଁ ସମ୍ମାନଜନକ ପୁଲଟିଜର ପୁରସ୍କାର ପ୍ରଦାନmahabharatanewsMay 10, 2022 by mahabharatanewsMay 10, 20220243 ନୂଆଦିଲ୍ଲୀ: ଭାରତୀୟ ସାମ୍ବାଦିକଙ୍କୁ ଆଜି ଦ୍ୱିତୀୟ ଥର ପାଇଁ ସମ୍ମାନଜନକ ପୁଲଟିଜର ପୁରସ୍କାର ପ୍ରଦାନ କରାଯାଇଛି । ଆଫଗାନିସ୍ତାନକୁ ତାଲିବାନ ଗୋଷ୍ଠୀ କବଜା କଲାବେଳେ ରିପୋର୍ଟିଂ କରି ପ୍ରାଣ ହରାଇଥିଲେ ୩୯ ବର୍ଷୀୟ ଦାନିଶ...