ଓଡିଶାଟ୍ରକ ଧକ୍କାରେ ବୋଲେର ଚୁରମାର ୪ ମୃତmahabharatanewsJuly 8, 2022 by mahabharatanewsJuly 8, 20220223 ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଦୁଆରଶୁଣି ଘାଟି ୪୯ ନମ୍ୱର ଜାତୀୟ ରାଜପଥରେ ଗୁରୁବାର ରାତି ପ୍ରାୟ ଆଠଟା ପାଖାପାଖି ଏକ ଟ୍ରକ ଧକ୍କାରେ ବୋଲେରୋଟି ସଂପୂର୍ଣ୍ଣ ନଷ୍ଟ ହେଇଯାଇଥିବାବେଳେ ଗାଡ଼ିରେ ଡ଼୍ରାଇଭର ସହିତ...