Uncategorized

ତାଲିବାନୀ ଆତଙ୍କୀ ଆକ୍ରମଣ: ୧୭ ନିହତ

(ମହାଭାରତ / ମଧୁସ୍ମିତା ତ୍ରିପାଠୀ): ଆଫଗାନିସ୍ତାନର ଉତ୍ତର ପଶ୍ଚିମ।ଞ୍ଚଳର ତଖାର ପ୍ରାନ୍ତରେ ତାଲିବାନ ଆତଙ୍କବାଦୀ ଆକ୍ରମଣରେ ଅନ୍ୟୁନ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ତାଲିବାନୀ ଆତଙ୍କବାଦୀ ତାଖର ପ୍ରାନ୍ତର ଏକ ସୁରକ୍ଷା କର୍ମୀ କ୍ୟାମ୍ପ ଉପରେ ଆକ୍ରମଣ କରିଥିବା ରବିବାର ସେଠାକାର ଗଭର୍ନର ସୂଚନା ଦେଇଛନ୍ତି । ଶନିବାର ମଧ୍ୟରାତ୍ରରେ ତାଖର ପ୍ରାନ୍ତର ଖ୍ୱାଜା ବାହଦ୍ଦିନ ଜିଲ୍ଲାରେ ଥିବା ଏକ ସୁରକ୍ଷା ବଳ କମ୍ପା ଉପରେ କରାଯାଇଥିଲେ । ଏହି ଆକ୍ରମଣ କରାଯାଇଥିଲା । ଆକ୍ରମଣରେ ଅନ୍ୟୁନ ୧୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ । ଏହି ଆକ୍ରମଣ ଘଟଣା ପାଇଁ ତାଲିବାନ ଆତଙ୍କବାଦୀ ଦଳ ନିଜକୁ ଦାୟୀ କରିଛି ।

Related posts

ଝାରଖଣ୍ଡରେ ପ୍ରଥମ କରୋନା ମୃତ୍ୟୁ

mahabharatanews

ସିଡନୀ ଫିଲ୍ମ ଫେଷ୍ଟିଭାଲ ବାତିଲ

mahabharatanews

ଅ।ଙ୍ଗୁଠିରେ ପଇଡ଼ କଣା କରି ରେକର୍ଡ

mahabharatanews