ଓଡିଶା

କମିଲା ଟମାଟ ଦରଦାମ 

(ଭୁବନେଶ୍ୱର) : ଦର୍ଶକ ବନ୍ଧୁ ଆପଣ ଜାଣି ଖୁସି ହେବେ ବଜାରରେ ଏବେ ଲଗାତାର ଟମାଟରର ମୂଲ୍ୟ ହ୍ରାସ ହେବାରେ ଲାଗିଛି । ସରକାରଙ୍କ ପକ୍ଷରୁ କେଜି ପିଛା ୪୦ ଟଙ୍କା ଦରରେ ଟମାଟର ବିକ୍ରି ପରେ ଖୁଚୁରା ବଜାରକୁ ଟମାଟର ଯୋଗାଣ ବଢିଛି। ଫଳରେ ବଜାରରେ ଟମାଟରର ମୂଲ୍ୟ ହ୍ରାସ ହୋଇଛି । ବର୍ତ୍ତମାନ ବଜାରରେ ଟମାଟର କିଲୋଗ୍ରାମ୍ ପ୍ରତି ୫୦ ଟଙ୍କାରେ ମିଳୁଛି ।

ସୂଚନାନୁଯାୟୀ , ଗତ ଦିନରେ ଅଦିନିଆ ବର୍ଷା ଓ ମୌସୁମୀ ପ୍ରଥମ ବର୍ଷା ଯୋଗୁ ଅଚାନକ ଟମାଟର ଯୋଗାଣରେ ବାଧା ଉପୁଜିଥିଲା । ଫଳରେ ଟମାଟର କେଜି ପିଛା ଦରରେ ୧୪୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା । ଦେଶରେ ଟମାଟର କେଉଁଠି କେଉଁ ଦରରେ ବିକ୍ରି ହେଉଥିଲା ତାର ଠିକଣା ନଥିଲା । ଏଥିରେ ଟମାଟୋ କେଜି ପିଛା ୨୫୦ ଟଙ୍କାରେ ମଧ୍ୟ ବିକ୍ରି ହୋଇଥିବାର ରେକର୍ଡ ରହିଛି ।

Related posts

୧୮ରୁ ୨୦ ପର୍ଯ୍ୟନ୍ତ ଜାରି ରହିବ ଲଘୁଚାପ ଜନିତ ବର୍ଷା

mahabharatanews

ବିଜେପିରେ ଯୋଗ ଦେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

mahabharatanews

ବଲାଙ୍ଗୀର ଅଗ୍ରସେନ ଭବନ ରେ ଧୁମ ଧାମ ରେ ପାଳନ ହେଲା ମହାବୀର ଜୟନ୍ତୀ

mahabharatanews