Uncategorized

୪ ଦିନ ପାଇଁ ଓଡିଶା ଆସିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

(ଭୁବନେଶ୍ୱର) : ଏବେଠାରୁ ଓଡ଼ିଶାରେ କସରତ କରିବା ଆରମ୍ଭ କରିଛି ବିଜେପି ।  ୨୦୨୪ ସାଧାରଣ ନିର୍ବାଚନ ଆସୁଥିବା ଆରମ୍ଭ ହୋଇଯାଇଛି ବିଜେପି ନେତା ମନ୍ତ୍ରୀଙ୍କ ଯିବା ଆସିବା । ଏହିକ୍ରମରେ ଆଜି ସକାଳେ ୪ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିଜେପିର ପ୍ରବାସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିତ୍ୟାନନ୍ଦ ରାୟ ଓଡ଼ିଶା ଆସିଛନ୍ତି।

ସୂଚନାନୁଯାୟୀ ,  ସେ ଭୁବନେଶ୍ୱରରୁ କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ ଓ ଅନୁଗୁଳ ଆଦି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ୪ ସଂସଦୀୟ କ୍ଷେତ୍ରରେ ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ହାରି ଦ୍ବିତୀୟ ସ୍ଥାନରେ ଥିଲା ।

 

Related posts

ଭାରତରୁ ନିଜ ନାଗରିକଙ୍କ ଉଦ୍ଧାର କରୁଛି ବ୍ରିଟେନ

mahabharatanews

ଜଏସର ବରିଷ୍ଠ ନେତାଙ୍କ ସହ ୨ ହାର୍ଡ କୋର କମାଣ୍ଡର ଠାବ

mahabharatanews

୪ ପାକିସ୍ତାନ ଗୁପ୍ତଚର ଗିରଫ

mahabharatanews