ଓଡିଶା

ନଦୀକୁ ଶୌଚ ପାଇଁ ଯାଉଥିବା ଯୁବକଙ୍କୁ ଦଳିଦେଲା ହାତୀ…

ବ୍ରାହ୍ମଣୀ ନଦୀକୁ ଶୌଚ ପାଇଁ ଯାଉଥିବା ଯୁବକଙ୍କୁ ଦଳିଦେଲା ହାତୀ। ଢେଙ୍କାନାଳ ସଦର ରେଞ୍ଜ ଗଦାଶିଳା ସେକ୍ସନ ଅନ୍ତର୍ଗତ ବଉଳପୁର ପାଟଣା ଗାଁରେ ହାତୀ ଆକ୍ରମଣ କରିଛି।ମୃତକ ହେଉଛନ୍ତି ବଉଳପୁର ପାଟଣା ଗ୍ରାମର କ୍ଷୀରୋଦ ଦାସ।କ୍ଷିରୋଦ  ସକାଳ ସମୟରେ ନଦୀକୁ ଶୌଚ କରିବାକୁ ଯାଉଥିବା ସମୟରେ ହାତୀ ହାବୁଡ଼ରେ ପଡିଯାଇଥିଲେ। ଘଟଣା ସ୍ଥଳରେ ହାତୀ କ୍ଷୀରୋଦକୁ ଗୋଡ଼ରେ ଦଳୀ ମାରିଥିଲା।ଗୁରୁତର ଅବସ୍ଥାରେ ତାଙ୍କୁ  ବନ କର୍ମଚାରୀ ନିଜ ଗାଡିରେ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରିଥଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Related posts

ବରଡ଼ିହି ଗ୍ରାମ ପଞ୍ଚାୟତରେ ରକ୍ତଦାନ ଶିବିର

mahabharatanews

କୌଣସି ବିଷୟର ଚାହିଦା ନ ଥିଲେ ଅନ୍ୟ ଚାହିଦା ଥିବା ବିଷୟର ସିଟ ବୃଦ୍ଧି କରାଯାଇ ପାରିବ

mahabharatanews

ଡ୍ରଗ୍ସ ମାଫିଆଙ୍କ ଘର ଉପରେ ଚାଲିଲା ବୁଲଡୋଜର

mahabharatanews