Uncategorized

ଅ।ଙ୍ଗୁଠି କଳାପଣ ଯୋଗୁଁ ଚିନ୍ତାରେ ରହିଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

(ମହାଭାରତ): ଅ।ପଣଙ୍କ ଅ ।ଙ୍ଗୁଠି ସୁନ୍ଦର ଦେଖାଗଲେ ଅ ।ପଣଙ୍କ ହାତ ମଧ୍ୟ ସୁନ୍ଦର ଦେଖାଯାଏ । ଯଦି ଅ ।ପଣଙ୍କ ଅ ।ଙ୍ଗୁଠି କଳା ଦେଖାଯାଏ ତେବେ    ଅ।ପଣ ଯେତେ ମହଙ୍ଗା ଜୁଏଲାରୀ ପିନ୍ଧନ୍ତୁ ନା କାହିଁକି, ସବୁ ଫିକା ଦେଖାଯାଏ । ଅ ।ଙ୍ଗୁଠି କଳା ଦେଖାଯିବା ଏକ ସାଧାରଣ ସମସ୍ୟା । ଏପରି କେତେକ ଘରୋଇ ଉପାୟ ରହିଛି, ଯାହାକୁ ବ୍ୟବହାର କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।
ବାଦାମ ତେଲ : ରାତିରେ ଶୋଇବା ପୂର୍ବରୁ କିଛି ବାଦାମ ତେଲକୁ ଗୋଲାପ ଜଳରେ ମିଶାଇ ହାତ ଏବଂ ଅ ।ଙ୍ଗୁଠିରେ ମସାଜ କରନ୍ତୁ । ପରେ ଏହାକୁ ଅଳ୍ପ ନଖ ଉଷୁମ ପାଣିରେ ଧୋଇଦିଅନ୍ତୁ । ଏପରି ସପ୍ତାହକୁ ଦୁଇଥର କରନ୍ତୁ ।
ଲେମ୍ବୁ ଏବଂ ମହୁ : ଲେମ୍ବୁ ରସରେ ଅଳ୍ପ ମହୁ ମିଶାଇ ଅ ।ଙ୍ଗୁଠିରେ ଲଗାନ୍ତୁ । ଫଳରେ ଅ ।ପଣ ଏହି ସମସ୍ୟାରୁ ମୁକ୍ତି ପାଇବେ ।
ବେକିଂ ସୋଡା : ଏକ •ମଚ ବେକିଂ ସୋଡାକୁ ଗରମ ପାଣିରେ ମିଶାଇ ଦିଅନ୍ତୁ । ଏବେ ଏହି ପାଣିରେ ୧୫ ମିନିଟ୍ ହାତକୁ ବୁଡାଇ ରଖନ୍ତୁ । ତା’ ପରେ ହାତକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ସପ୍ତାହକୁ ୨ କିମ୍ବା ୩ ଥର ଏପରି କରନ୍ତୁ ।
ବେସନ : ଅଧା •ମଚ ବେସନରେ ଏକ •ମଚ ପାଣି ମିଶାନ୍ତୁ । ଏହି ପେଷ୍ଟକୁ ଅ ।ଙ୍ଗୁଠିରେ ମସାଜ କରନ୍ତୁ । ୧୫ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଶୁଖିବାକୁ ଦିଅନ୍ତୁ ଏବଂ ପରେ ରଗଡି କରି ସଫା କରିଦିଅନ୍ତୁ । ପରେ ହାତକୁ ଅଳ୍ପ ଉଷୁମ ପାଣିରେ ଧୋଇଦିଅନ୍ତୁ । ଏହି ଉପାୟକୁ ସପ୍ତାହକୁ ୨ରୁ ୩ ଥର କରନ୍ତୁ ।
ଟମାଟର ଏବଂ ଲେମ୍ବୁ : ତ୍ୱ•କୁ ଚମକ କରିବା ପାଇଁ ଟମାଟର ଏବଂ ଲେମ୍ବୁ ବଡ କାମରେ ରହିଥାଏ । ଏହା ବ୍ଲିଚିଂ ଏଜେଣ୍ଟ ଭାବେ କାମ କରିଥାଏ । ଯାହା ସ୍କିନକୁ ସଫା କରି ଗୋରା କରିଥାଏ । ଅ ।ପଣ ପ୍ରତିଦିନ ଏକ ଛୋଟ ଟମାଟ କିମ୍ବା ଲେମ୍ବୁ ଖଣ୍ଡ ହାତରେ ଘସିପାରିବେ ।

Related posts

କରୋନା ଯୋଦ୍ଧା ଡାକ୍ତର ପାଉ ନାହାନ୍ତି ଦରମା

mahabharatanews

ଏସବୁ ଦେଶରେ ବିନା ପୋଷାକରେ ବୁଲିପାରିବେ ମହିଳା

mahabharatanews

ମୋଦି, ଗଡସେଙ୍କ ବିଚାରଧାରା ସମାନ: ରାହୁଲ

mahabharatanews

Leave a Comment