Uncategorized

ଜଏସର ବରିଷ୍ଠ ନେତାଙ୍କ ସହ ୨ ହାର୍ଡ କୋର କମାଣ୍ଡର ଠାବ

ଅବନ୍ତିପୁରା: ଶନିବାର ଦିନ ଜାମ୍ମୁ କାଶ୍ମୀରର ଫୁଲୱାମା ଜିଲ୍ଲା ଅନ୍ତର୍ଗତ ଅବନ୍ତିପୁରା ଠାରେ ପୁଲିସ ଓ ସୁରକ୍ଷା କର୍ମୀ ଜଏସ ଏ ମହମ୍ମଦର ଜଣେ ବରିଷ୍ଠ ସଦସ୍ୟ ଓ ଦୁଇ ହାର୍ଡ କୋର କମାଣ୍ଡରଙ୍କୁ ଘେରାବନ୍ଦି କରିଥିବା ସୂଚନା ରହିଛି । ଜଏସର ଜଣେ ବରିଷ୍ଠ ନେତା ସହ ୨ ହାର୍ଡ କୋର କମାଣ୍ଡର ଅବନ୍ତିପୁରାରେ ଲୁଚି ରହିଥିବା ସୂଚନା ପାଇ ସେଠାରେ ପହଁଚିବା ପରେ ଏନକାଉଣ୍ଟର ହୋଇଥିଲା । ଏନକାଉଣ୍ଟର ଚାଲିଛି ।

Related posts

ଅମିତ ଶାହଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

mahabharatanews

ଅଚାନକ୍‌ କ୍ୟାମେରାରେ କଏଦ୍‌ ହେଲେ ଏକାନ୍ତରେ ରହୁଥିବା ଜନଜାତି, ଚିନ୍ତାରେ ହ୍ୟୁମାନ ରାଇଟ୍ସ ସଂଗଠନ

mahabharatanews

ଆସନ୍ତୁ ବୁଲି ଯିବା ଭାରତୀୟ ସୈନିକ ହରଭଜନଙ୍କ ମନ୍ଦିର

mahabharatanews

Leave a Comment