Uncategorized

ବିବାହ ହେଲେ ଓଡିଆ ଅଭିନେତ୍ରୀ ରିୟା

(ମହାଭାରତ): ଲୁଚି ଲୁଚି ବିବାହ କରି ନେଇଛନ୍ତି ଓଡିଆ ଅଭିନେତ୍ରୀ ରିୟା । ଆପଣମାନେ ଓଡିଆ ଅଭିନେତ୍ରୀ ରିୟାଙ୍କୁ ବହୁତ ସାରା ଫିଲ୍ମରେ ଅଭିନୟ କରି ଥିବାର ଦେଖିଥିବେ । ୨୦୧୩ ମସିହାରେର ପ୍ରେମ ଅଢେଇ ଅକ୍ଷର ଫିଲ୍ମ ମାଧ୍ୟମରେ ଓଲିଉଡକୁ ଏଣ୍ଟ୍ରୀ ମାରିଥିଲେ ଏହି ଅଭିନେତ୍ରୀ । ରିୟା ଓଡିଶାର ଆଗଧାଡି କଳାକାର ମାନଙ୍କ ସହିତ କାର୍ଯ୍ୟକରି ସେ ଲୋକମାନଙ୍କ ନିକଟରେ ଚର୍ଚ୍ଚିତ ଚେହେରା । ରିୟା ଗୋଟିଏ ଫିଲ୍ମରେ ଟେକ୍ ନେଇଛନ୍ତି । ଯେଉଁ ଫିଲ୍ମର ନାମ ହେଲା ତୋ ଫ୍ୟାମିଲି ଆଉ ମୋ ଫ୍ୟାମିଲି । ତେବେ ଏହି ଫିଲ୍ମଟି ଆଗାମୀ ପୂଜାରେ ରିଲିଜ ହେବାକୁ ଯାଉଥିବାବେଳେ ଏହି ଫିଲ୍ମରେ ଆପଣମାନେ ଜବଦସ୍ତ ଲଭ ଷ୍ଟୋରୀ ସହିତ ବହୁତ ପରିମାଣରେ କମେଡି ତଥା ଇମୋସନ୍ ମଧ୍ୟ ଆପଣମାନେ ଦେଖିବା ପାଇଁ ପାଇବେ । ଏହି ଫିଲ୍ମରେ ଆପଣମାନେ ମୁଖ୍ୟ ଭୂମିକାରେ ରିୟାଙ୍କ ସହିତ ନବବ୍ ଙ୍କ ସହିତ ଅଶୋକ ଦାଲ୍ ଙ୍କ ଦେଖିବା ପାଇବେ । ଏହି ଦିନରେ ଫିଲ୍ମରେ ସୁଟିଂ ସେଟରେ ଗୋଟିଏ ଫଟୋ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବା ପାଇଁ ମିଳିଛି ରିୟା ଏବଂ ଅଶୋକଙ୍କ ବିବାହ । ତେବେ ଏହା ଚର୍ଚ୍ଚାର ବିଷୟ ହୋଇଥିଲା ।

Related posts

ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କ ଫଟୋ ହୋର୍ଡିଂ ହଟାଇବାକୁ କୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ବାରାମୁଲ୍ଲାରୁ ହିଜବୁଲ୍ ମୁଜାହିଦ୍ଦିନ ଆତଙ୍କବାଦୀ ଗିରଫ

mahabharatanews

୬ ମାସର ଶିଶୁ ପାଇଁ କ୍ୱାରେଣ୍ଟାଇନରେ ୫୪ ସ୍ୱାସ୍ଥ୍ୟକର୍ମୀ

mahabharatanews