Uncategorized

୧୦ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା ଟେଲିଫୋନ୍

(ମହାଭାରତ): ହିଟଲରଙ୍କ ଶାସନ ସମୟରେ ତାଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଟେଲିଫୋନ୍ ୧୦ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ପ୍ରକୃତରେ ଏହି ଟେଲିଫୋନରେ ନାଜି ବାହିନୀଙ୍କ ଆଦେଶ ଦେଇ ହିଟଲର ଲୋକଙ୍କ ମୃତ୍ୟୁର କାରଣ ସାଜିଥିଲେ । ଏହାକୁ ୧୯୪୫ରେ ନିର୍ମାଣ କରାଯାଇଥିଲା । ପରେ ୨୦୧୭ରେ ଆମେରିକା ପକ୍ଷରୁ ଏହି ଟେଲିଫୋନକୁ ୨କୋଟି ଟଙ୍କାରେ ବିକ୍ରି କରାଯାଇଥିଲା । ହିଟଲରଙ୍କ ମୃତ୍ୟୁ ପରେ ଏହାକୁ ବର୍ଲିନରର ଏକ ବଙ୍କରରୁ ଉଦ୍ଧାର କରାଯାଇଥିଲା । ଏହାକୁ ଲୋକେ ହତ୍ୟାକାରୀ ଟେଲିଫୋନ୍ କହିଥାନ୍ତି ।

Related posts

ବିଶ୍ୱରେ କରୋନା ନେଲାଣି ୩ ଲକ୍ଷ ୪୬ ହଜାର ଜୀବନ, ଆମେରିକାରେ ମୃତକଙ୍କ ସଂଖ୍ୟା ଲକ୍ଷେ ନିକଟତର

mahabharatanews

ବିହାର ବନ୍ୟା: ୨୯ ଲକ୍ଷ ଲୋକ ପ୍ରଭାବିତ

mahabharatanews

ନିଖୋଜ ଡାକ୍ତର ଅମ୍ଲାନ ଭୋଇ କର୍ଣ୍ଣାଟକରେ ଠାବ

mahabharatanews

Leave a Comment