ଓଡିଶା

୪୭ ଶ୍ରଙ୍କଙ୍କୁ ଉଦ୍ଧାର କଲା ରାୟଗଡା ଆର.ପିଏ.ଏଫ

(ମନୋଜ ସାହୁ/ରାୟଗଡା): ରାୟଗଡା ଆରପିଏଫ ପୋଲିସ ଜେମାଦେଇପେଣ୍ଠ ରେଳ ଷ୍ଟେସନ ରୁ ପ୍ରାୟ ୪୭ ଜଣ ଠିକା ଶ୍ରମିକଙ୍କୁ ଉଦ୍ଧାର କରିଛି । ସମସ୍ତ ଶ୍ରମିକ ରେଳ ଟ୍ରାକରେ ଆନ୍ଧ୍ରପ୍ରଦେଶ ବିଜୟନଗରରୁ ଚାଲି ଚାଲି ଆସୁଥିବା ଖବରପାଇ ରାୟଗଡା ଆରପିଏଫ ସେମାନଙ୍କୁ ଉଦ୍ଧାର କରିଛି । ସମସ୍ତ ଶ୍ରମିକ ବରଗଡ଼ ଓ ସମ୍ବଲପୁର ଅଞ୍ଚଳର ଏମାନେ ବିଜୟନଗର ଜିଲ୍ଲା ଟାଗରାପାଲସା ର ଏକ ପ୍ଲାଏ ଉଡ୍ ଦୋନରେ କାମ କରୁଥିଲେ । କାମ ଧନ୍ଦା ବନ୍ଦ ହେବା ପରେ ଅନ୍ୟ ବାଟ ନ ପାଇ ରେଳ ଟ୍ରାକରେ ଚାଲି ଚାଲି ନିଜ ଘର ବରଗଡ଼ ଓ ସମ୍ବଲପୁରକୁ ବାହାରିଥିଲେ । ଘଟଣା ସ୍ଥଳରେ ଶେଷଖାଲ ପୋଲିସ ପହଂଚି ଅଧିକ ତଦନ୍ତ କରିବା ସହ ସମସ୍ତଙ୍କୁ କ୍ୱାରାଣ୍ଟାଇନରେ ରଖିବା କୁ ବ୍ୟବସ୍ଥା କରୁଛନ୍ତି ।

Related posts

କୋରୋନା ମୁକାବିଲା ପାଇଁ ଜ୍ୟାକ୍ ମା ଦେଲେ ୧୪ ମିଲିୟନ ଡଲାର

mahabharatanews

ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଜଣେ ମୃତ ଚାରୀ ଗୁରୁତର

mahabharatanews

ଜୟପାଟଣା ପୋଲିସ ଦ୍ୱାରା ମାସ୍କ ବଣ୍ଟନ ଓ ସଚେତନତା କାର୍ୟ୍ୟକ୍ରମ

mahabharatanews