ଓଡିଶା

କରୋନାକୁ ନେଇ ଜିଲ୍ଲାରେ ଲକଡାଉନ

ଉଦଳା: ଏବେ ବିଶ୍ୱ ମହାମାରୀ କରୋନା ଯୋଗୁ ସାରା ରାଜ୍ୟରେ ଚିନ୍ତା ବଢ଼ାଇ ଦେଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସଚେତନ ମୂଳକ ପଦକ୍ଷେପ ନେଇଛନ୍ତି । ଗତ କାଲି ରାଜ୍ୟ ସରକାର ୧୪ଟି ଜିଲ୍ଲାକୁ ଲକଡାଉନ ଘୋଷଣା କରିଥିବାବେଳେ ଆଜି ସମସ୍ତ ଜିଲ୍ଲାକୁ ଲୋକଡାଉନ ଘୋଷଣା କରିଛନ୍ତି । ବିଶେଷ କରି ମୟୁରଭଞ୍ଜ ଜିଲ୍ଲାରେ ଲକଡାଉନ ପ୍ରଭାବରେ କେବଳ ଅତ୍ୟାବଶ୍ୟକ ଓ ସାମଗ୍ରୀ ଦୋକାନ ଖୋଲା ଥିବାବେଳେ ଅନ୍ୟ ଦୋକାନ ବଜାର ସବୁ ବନ୍ଦ ରହିଛି ତା ସଙ୍ଗେ ସଙ୍ଗେ ଘରେଇ ବସ ସେବା ବନ୍ଦ ରହିଛି । ଏହି ବନ୍ଦରେ କପ୍ତିପଦା ଉପଖଣ୍ଡ ବିଶେଷ ପ୍ରଭାବିତ ହୋଇଛି ।

Related posts

ଡେଙ୍ଗୁ ଆତଙ୍କ ; ଚାଲିଗଲା ଆଉ ଜଣଙ୍କ ଜୀବନ 

mahabharatanews

୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

mahabharatanews

ଆସନ୍ତା ୨ ଓ ୩ତାରିଖରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା 

mahabharatanews