ଓଡିଶା

ଦୁଇଟି ନୂଅ। ଅତ୍ୟାଧୁନିକ ପି.ସି.ଅ।ର. ଭ୍ୟାନ ପ୍ରଚଳିତ

ବଲାଙ୍ଗୀର: ବଲାଙ୍ଗୀର ସହରରେ ପ୍ରତିଦିନ ଘଟୁଥିବା ଦୁର୍ଘଟଣା ତଥା ବଲାଙ୍ଗୀର ବାସୀଙ୍କ ସ୍ୱାର୍ଥକୁ ଅ।ଖି ଅ।ଗରେ ରଖି ଏକ ନୂତନ ପଦକ୍ଷେପ ନେଇଛି ବଲାଙ୍ଗୀର ପୁଲିସ। ଅ।ଜି ବଲାଙ୍ଗୀର ପୁଲିସ ଦ୍ୱାରା ଦୁଇ ଗୋଟି ପି.ସି.ଅ।ର.ଭ୍ୟାନକୁ ସବୁଜ ସଙ୍କେତ ଦେଇ ଉଦଘାଟନ କରିଛନ୍ତି ବଲାଙ୍ଗୀର ଅରକ୍ଷୀ ଅଧିକ୍ଷକ । ସହରକୁ ସହଜରେ ସୁରକ୍ଷା ଯୋଗାଇବା ନିମନ୍ତେ ଦୁଇ ଭାଗରେ ବିଭକ୍ତ କରାଯାଇଛି । ବଲାଙ୍ଗୀର ସ୍ଥିତ ଲକ୍ଷ୍ମୀଜୋରକୁ ସହରର ମଧ୍ୟ ଭାଗ ହିସାବରେ ଗ୍ରହଣ କରାଯାଇଛି । ଗୋଟିଏ ଭାଗରେ ଲକ୍ଷ୍ମୀଜୋର ପି.ସି.ଅ ।ର ଗଡିବ ଓ ସହରର ଅ।ଉ ଏକ ଭାଗରେ ଟାଉନ ପି.ସି.ଅ।ର ଅ ।ଜିଠୁ ୨୪ ଘଣ୍ଟା ଧରି ଗଡିବ । ସୁବିଧା ସୁଯୋଗ ଦେବା ପାଇଁ ପୁଲିସ ବିଭାଗ ତରଫରୁ ଏକ ସ୍ୱଗତଯୋଗ୍ୟ ପଦକ୍ଷେପ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଅ।ରକ୍ଷୀ ଅଧିକ୍ଷକ ଶ୍ରୀ ଏମ୍.ସନ୍ଦୀପ ସମ୍ପତ । ସେ ଅ।ହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଉକ୍ତ ଭ୍ୟାନରେ ଜରୁରୀ କାଳୀନ ସମସ୍ତ ପ୍ରକାର ଔଷଧ ତଥା ସଠିକ ସ୍ଥାନ ନିରୂପଣ ନିମନ୍ତେ ଅତ୍ୟାଧୁନିକ ଜି.ପି.ଅ ।ର.ଏସ. ବ୍ୟବସ୍ଥା ରହିଛି । ସବୁଠୁ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭ୍ୟାନ ଯେଉଁମାନେ ପରି·ଳନା କରିବେ ସେମାନଙ୍କୁ ନିହାତି ଭାବରେ ଅ ।ଗାମୀ ଦିନରେ ଉପଯୁକ୍ତ ତାଲିମ ଦିଅ।ଯିବ । ଟ୍ରାଫିକ ବ୍ୟବସ୍ଥାକୁ ଅ ।ଧାର କରି ଅତି କମ ସମୟ ଭିତରେ ଘଟଣାସ୍ଥଳରେ ପହଞ୍ôଚବ ବୋଲି ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ ।

Related posts

ଅଧୀରଙ୍କ ମନ୍ତବ୍ୟ ନେଇ ସଂସଦରେ ହଙ୍ଗାମା

mahabharatanews

କ୍ୱାରେଣ୍ଟାଇନ ସେଣ୍ଟରରେ ପ୍ରେମୀ ଯୁଗଳଙ୍କ ବିବାହ

mahabharatanews

 ଆଜି ଶ୍ରାବଣ ମାସର ଶେଷ ସୋମବାର, ଚଳଚଞ୍ଚଳ ଶୈବ ପୀଠ

mahabharatanews