ଅପରାଧଓଡିଶା

ପୂର୍ବଶତ୍ରୁତା ନେଲା ପୁଅର ଜୀବନ

(ଜୟପୁର) ; ପୂର୍ବଶତ୍ରୁତା ପାଇଁ ଚାଲିଗଲା ଜୀବନ । ଗାଁ ଦାଣ୍ଡରେ ମିଳିତ ଭାବେ ହତ୍ୟା କଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅନ୍ତଗର୍ତ ଘଟୁଆଳ ଗୁଡା ଗାଁରେ । ସୂଚନା ଅନୁ୍ାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ସଂଘବଦ୍ଧ ହୋଇ ହତ୍ୟା କଲେ ପୁଅକୁ , ବାପା ଗୁରୁତର । ମୃତ ବ୍ୟକ୍ତି ଜଣକ ହେଲେ ଫକୀର ବିଶୋଇ । ତେବେ ଗୁରୁତର ହୋଇଥିବା ବାପା ଦୟାନିଧି ବିଶୋଇଙ୍କୁ ବୋରିଗୁମ୍ମା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ପୁଲିସ ୬ ଜଣକୁ ଅଟକ ରଖି ପଚରା ଉଚରା କରିବା ସହ ତଦନ୍ତ ଚଲାଇଛି ।

Related posts

ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ୍ କରିଛନ୍ତି ପୁରୀ ଏସିପି

mahabharatanews

ଦେଶୀ ମଦ ତିଆରି ଆଡ୍ଡା ଉପରେ ଚଢାଉ, ୨୦ ଲିଟର ଜବତ

mahabharatanews

୫୫୦ ବସ୍ତା ସାର ଗାଏବ

mahabharatanews