ଓଡିଶା

ବଲାଙ୍ଗୀର ଲୋକଉତ୍ସବ ଉଦ୍ୟାପିତ

ବଲାଙ୍ଗୀର: ବିଂଶତମ ବଲାଙ୍ଗୀର ଲୋକଉତ୍ସବ ଐତିହାସିକ କୋଶଳ କଳା ମଣ୍ଡପରେ ଉଦ୍ୟାପିତ ହୋଇଯାଇଛି । ସଂଧ୍ୟାରେ ପ୍ରବଦର୍ଶନୀ ଓ ପଲ୍ଲୀଶ୍ରୀ ମେଳା ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ଜମିଥିଲା । ଲୋକଉତ୍ସବର ଶେଷ ସଂଧ୍ୟାରେ ମୁଖ୍ୟ ଅତିଥିଭାବେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରୁକ୍ମୁଣୀ ସାହୁ, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମୟୀ ମିଶ୍ର, ଚଳଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ର ଓ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ପ୍ରମୁଖ ମଞ୍ଚାସିନ ଥିଲେ । ହଜାର ହଜାର ଲୋକଙ୍କ ଭିଡ ଜମିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ହସ୍ତଶିଳ୍ପ ପ୍ରଦର୍ଶନୀ ଓ ପଲ୍ଲୀଶ୍ରୀ ମେଳା ଦେଖିବାକୁ । ଶେଷ ରାତ୍ରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକୁଥିଲା ଐତିହାସିକ କୋଶଳକଳା ମଣ୍ଡପ ।

Related posts

ରାଜ୍ୟ ସ୍ତରୀୟ ସାମାଜିକ କର୍ମୀ ମିଳନ

mahabharatanews

ପାରାଦ୍ୱୀପ ରିଫାଇନରୀ ପକ୍ଷରୁ ଉତ୍ପାଦକତା ସପ୍ତାହ

mahabharatanews

ଘରେ ପସି ଦିବ୍ୟାଙ୍ଗଙ୍କୁ ମାଡ଼, ନ୍ୟାୟ ଅପେକ୍ଷାରେ ପରିବାର

mahabharatanews