ଓଡିଶା

ବାଲୁକାକଳା ମାଧ୍ୟମରେ ତମାଖୁ ବର୍ଜନ ବାର୍ତ୍ତା

ଜୟନ୍ତ ସେଠୀ/ଗୋପ: ମେ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ସାରା ବିଶ୍ୱରେ ପାଳନ କରାଯାଏ। ବିଶେଷ କରି ତମାଖୁ ସେବନ କଲେ କଣ ବିପଦ ରହିଛି ସେ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଏହି ଦିବସର ଉଦେଶ୍ୟ । ଅନେକ ଲୋକ ତମାଖୁ ସେବନ କରି କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ସହ ଜୀବନ ମଧ୍ୟ ହରାଉଛନ୍ତି। ଏହି ଦିବସର ବିଶେଷତ୍ୱକୁ ନେଇ ସଚେତନତା ବାର୍ତା ଲୋକଙ୍କ ନିକଟକୁ ପଠାଇବା ଉଦ୍ଦେଶ୍ୟରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକାକଳା ତିଆରି କରିଛନ୍ତି।

Related posts

ପେଟ୍ରୋଲ ପମ୍ପରେ କଡ଼ା ଯାଞ୍ଚ

mahabharatanews

୧୬ନମ୍ବର ଜାତୀୟ ରାଜପଥ ସାରେଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

mahabharatanews

ଜମିଜମା ମାମଲାକୁ ନେଇ ହତ୍ୟାକାଣ୍ଡ

mahabharatanews