ଓଡିଶା

ବାଲୁକାକଳା ମାଧ୍ୟମରେ ତମାଖୁ ବର୍ଜନ ବାର୍ତ୍ତା

ଜୟନ୍ତ ସେଠୀ/ଗୋପ: ମେ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବେ ସାରା ବିଶ୍ୱରେ ପାଳନ କରାଯାଏ। ବିଶେଷ କରି ତମାଖୁ ସେବନ କଲେ କଣ ବିପଦ ରହିଛି ସେ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଏହି ଦିବସର ଉଦେଶ୍ୟ । ଅନେକ ଲୋକ ତମାଖୁ ସେବନ କରି କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ସହ ଜୀବନ ମଧ୍ୟ ହରାଉଛନ୍ତି। ଏହି ଦିବସର ବିଶେଷତ୍ୱକୁ ନେଇ ସଚେତନତା ବାର୍ତା ଲୋକଙ୍କ ନିକଟକୁ ପଠାଇବା ଉଦ୍ଦେଶ୍ୟରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକାକଳା ତିଆରି କରିଛନ୍ତି।

Related posts

ବିଦ୍ୟାଶ୍ରୀଙ୍କ ପରିବାରକୁ ଜେରା

mahabharatanews

ଗୋପାଳପୁର ଜେଡ ଏସ ଆଇ ପକ୍ଷରୁ ଦୁଇଟି ପଲ୍ଲି କୀଟ ଚିହ୍ନଟ

mahabharatanews

କୁମ୍ଭୀରକୁ ମାରିଖାଇବା ଘଟଣାର ତଦନ୍ତ ଆରମ୍ଭକଲା ବନବିଭାଗ

mahabharatanews