ଭାରତ

ଭାରତୀୟ ବାୟୁସେନାର ଏମଆଇ-୧୭ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏମଆଇ-୧୭ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣାରୁ ହେଲିକାପ୍ଟରରେ ଥିବା ଦୁଇ ପାଇଲଟ ଓ ତିନ କ୍ରୁ ସଦସ୍ୟ ସୁରକ୍ଷିତ ବର୍ତ୍ତି ଯାଇଥିବା ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । କୁହାଯାଉଛି, ହେଲିକାପ୍ଟର ଦୀର୍ଘ ସମୟ ଧରି ବ୍ୟବହାର ହୋଇନଥିଲା । ଗୁରୁବାର ଯେତେବେଳେ ପାଇଲଟ ଉଡାଣ ଭରିବାର ଚେଷ୍ଟା କଲେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଛି ତାହା ଜଣାପଡି ନାହିଁ । ତଦନ୍ତ ଜାରି ରହିଛି ।

Related posts

‘ଏହି ଭବନ ଛାଡ଼ିବା ଏକ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ’: ପ୍ରଧାନମନ୍ତ୍ରୀ

mahabharatanews

ବିଶ୍ବ ଡୋପିଂ ଅପରାଧରେ ଭାରତ ପୁଣି ଶୀର୍ଷରେ

mahabharatanews

୧୮ ରେ ବିସିସିଆଇର ସଭାପତି ନିର୍ବାଚନ

mahabharatanews