ଓଡିଶା

ରାଜ୍ୟରେ ନୂଆ କରୋନା ସଂଖ୍ୟା ୧୫୪୭

ଭୁବନେଶ୍ୱର: ରାଜ୍ୟରେ ୨୯ ଅକ୍ଟୋବରରେ ୧୫୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମ଼ଧ୍ୟରୁ ୮୯୧ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ୬୫୬ ସ୍ଥାନୀୟ ସଂକ୍ରମିତ ଥିବା ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଟ୍ୱିଟ ଯୋଗେ ସୂଚନା ଦେଇଛି । ଏହି ୧୫୪୭ ସଂକ୍ରମିତ ମୋଟ ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।
ସେହିପରି ୧୯୦୮ ଜଣ ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮୮୬୪୬ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭୨୦୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ବର୍ତ୍ତମାନ ରାଜ୍ୟରେ ୧୫୨୪୭ ଜଣ ଚିକିତ୍ସିତ ହେଉଛନ୍ତି ।

Related posts

ଆସନ୍ତାକାଲି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ

mahabharatanews

ମଦ ମାଫିଆକୁ ଝଟକା, ଚୋରା ଦେଶୀ ମଦ

mahabharatanews

ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ

mahabharatanews