ଭାରତ

ବିସ୍ପୋରଣରେ ୨‘ସିଆର୍‌ପିଏଫ୍‌’ ଯବାନ୍‌ ଆହତ

(ଛତିଶଗଡ଼) : ବିସ୍ପୋରଣରେ ୨ ‘ସିଆର୍‌ପିଏଫ୍‌’ ଯବାନ୍‌ ଆହତ । ଆଜି ଛତିଶଗଡ଼ର ବିଜାପୁରରେ ‘ଇମ୍ପ୍ରୋଭାଇଜ୍‌ଡ୍‌ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌’ (ଆଇଇଡି) ବିସ୍ଫୋରଣ ଘଟିବାରୁ ୮୫ ବାଟାଲିୟାନ୍‌ର ୨ଜଣ ‘ସିଆର୍‌ପିଏଫ୍‌’ ଯବାନ୍‌ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ , ଟିମ୍‌ ନକ୍ସଲ୍‌ବିରୋଧୀ ଅଭିଯାନ ଶେଷ କରି ଫେରୁଥିବା ବେଳେ ଅରନପୁର ଥାନା ଅଞ୍ଚଳରେ ଉକ୍ତ ଘଟଣାଟି ଘଟିଥିଲାବିଜାପୁର ଜିଲ୍ଲାରେ ନକ୍ସଲ୍‌ମାନେ ପୋତି ଥିବା ‘ପ୍ରେସର୍‌ ଆଇଇଡି’ ବିସ୍ଫୋରଣ ଘଟି ‘ସିଆର୍‌ପିଏଫ୍‌ ୮୫ବିଏନ୍‌’ର ୨ଜଣ ଯବାନ ଆହତ ହୋଇଛନ୍ତି।  ଆହତ ହୋଇଥିବା ଯବାନ ଦୁହିଁଙ୍କୁ ଜିଲ୍ଲା ହସ୍ପିଟାଲ୍‌କୁ ନିଆଯାଇଥିଲା। ଉନ୍ନତ ଡାକ୍ତରୀ ଚିକିତ୍ସା ନିମନ୍ତେ ସେମାନଙ୍କୁ ରାୟପୁର ପଠାଯିବ।

 

 

ଛତିଶଗଡ଼ ପୁଲିସ କହିଛି,

Related posts

ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଛି ୪,୪୧୭ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ସୁସ୍ଥ ଅଛନ୍ତି ସଦଗୁରୁ 

mahabharatanews

 ହମାସକୁ ହଟାଇବା ପାଇଁ ଇସ୍ରାଏଲର ସଂକଳ୍ପ

mahabharatanews