ଓଡିଶା

ଆଜି ଭୁବନେଶ୍ୱରରୁ ୨ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଆଜି ଚିହ୍ନଟ ହୋଇଥିବା ୧୬୭ କରୋନା ପଜିଟିଭ ମଧ୍ୟରୁ ଭୁବନେଶ୍ବରର ୨ଜଣ ରହିଛନ୍ତି । ଦୁଇ ଚିହ୍ନଟଙ୍କ ମଧ୍ୟରୁ ଜଣେ ହୋମ କ୍ବାରେଣ୍ଟାଇନ ଥିବାବେଳେ ଓ ଅନ୍ୟ ଜଣେ ସ୍ଥାନୀୟ ସଂକମଣରୁ ସଂକ୍ରମିତ ହୋଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ଘର ଜୟଦେବ ବିହାର ହୋଇଥିବା ବେଳେ ଅନ୍ୟଜଣଙ୍କ ଘର ସରଣପାଲି। ଭୁବନେଶ୍ବରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୮ ରହିଛି। ୯୮ ଜଣ ସୁସ୍ଥ ହୋଇଥିବା ବେଳେ ୯୬ ଜଣ ଚିକିତ୍ସାଧୀନ ଅଛନ୍ତି ଓ ୩ ଜଣଙ୍କ ମୃତ୍ୟୁ ହୋଇଛି ।

Related posts

୮ଦଫା ଦାବି ନେଇ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଅନଶନ

mahabharatanews

ଜୀବନ ହାରିଲେ ଇଞ୍ଜିନିୟରିଂ ଛାତ୍ରୀ

mahabharatanews

ମାୟାଙ୍କ ପ୍ରିୟଙ୍କାଙ୍କୁ ସମାଲୋଚନା

mahabharatanews